Browsing Category

ପ୍ରମୁଖ ଖବର

ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ସାମିଲ ହୋଇଥିବା ହରମ୍ୟାନ କ୍ୟାନଙ୍କ ମୃତ୍ୟୁ

ୱାଶିଂଟନ: କରୋନା ମହାମାରୀକୁ ଖାତିର ନକରି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ସାମିଲ ହୋଇଥିବା ଆମେରିକୀୟ ବ୍ୟବସାୟୀ ବା ରାଷ୍ଟ୍ରପତି ପଦ ପାଇଁ ଲଢେଇ କରୁଥିବା ପୂର୍ବତନ ପ୍ରାର୍ଥୀ ହରମ୍ୟାନ କ୍ୟାନଙ୍କ ପରଲୋକ ହୋଇଛି । କ୍ୟାନ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ସେ ଟ୍ରମ୍ପଙ୍କ ଟୁଲାସା ରାଲିରେ
Read More...

କ୍ୟାପିଟାଲ ଥାନାର ୪ ପୋଲିସ କର୍ମଚାରୀ ଓ ୨ ହୋମଗାର୍ଡ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର- ଭୁବନେଶ୍ୱର କ୍ୟାପିଟାଲ ଥାନାର ୪ ପୋଲିସ କର୍ମଚାରୀ ଓ ୨ ହୋମଗାର୍ଡ କରୋନାରେ ଆକ୍ରାନ୍ତ । ଥାନାର ୬ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଅନ୍ୟ ସମସ୍ତ କର୍ମଚାରୀ ଓ ଆଇଆଇସି ଓ ଆସିଷ୍ଟାଣ୍ଡ କିମଶନର ପୋଲିସ ହୋମକ୍ୱାରେଂନଟାଇରେ ରହିଛନ୍ତି । ମିଳିଥିବା ସୂଚନା
Read More...

୧୨ ହଜାର ବଦଳରେ ଦୈନିକ ୨୦ ହଜାର ଟେଷ୍ଟ

ଭୁବନେଶ୍ୱର- ଏଣିକି ୧୨ ହଜାର ନୁହେଁ ଦୈନିକ ୨୦ ହଜାର କୋଭିଡ ଟେଷ୍ଟ କରାଯିବ । ୮ ହଜାର ଆରଟିପିସିଆର ଓ ଆଂଟିଜେନ ଏବଂ ଟ୍ରୁନେଟ ଟେଷ୍ଟ ହେବ । ଅଗଷ୍ଟ ମାସରୁ ଏହି ପକ୍ରିୟା ଜାରି ରହିବ ବୋଲି କରୋନା ସମୀକ୍ଷା ବୈଠକ ପରେ ଆଇଏସ୍ସି ନିର୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ସେ ଆହୁରି
Read More...

ସାମ୍ବାଦିକଙ୍କ ଘର ଉପରକୁ ବୋମା ମାଡ

ଖୋର୍ଦ୍ଧା: ଗୁରୁଜଙ୍ଗ ସାମ୍ବାଦିକ ଜିତୁ ସାହୁଙ୍କ ଘର ଉପରକୁ କିଛି ଦୁର୍ବୃତ ବୋମା ମାଡ କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ହୋଇଥିବା ଜଣାପଡିଛି । ୩/୪ ଜଣ ଯୁବକ ରାତି ପ୍ରାୟ ୧୧ଟା ୫୦ରେ ତାଙ୍କ ଘରକୁ ୩ଟି ବୋମା ଫିଙ୍ଗିଥିଲେ । ପରେ ସେମାନେ ଫେରାର ହୋଇଯାଇଥିଲେ । ଖବରପାଇ
Read More...

ମେଡିକାଲ ଯାଉଥିବା ଲୋକକୁ ଗାଁ ମନା

ରାୟଗଡା: ମେଡିକାଲ ଯାଉଥିବା ଲୋକକୁ ଗାଁରେ ପ୍ରବେଶ ମନା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ୍ ଭାତପୁର ପଂଚାୟତର ନୂଆଗାଁରେ । ଏହି ଗାଁର ସନ୍ଧ୍ୟାରାଓ ମିଣିଆକାଙ୍କ ହାତରେ ଘା ହୋଇଥିଲା । ତେଣୁ ତାଙ୍କ ଚିକିତ୍ସା ପାଇଁ ଗାଁର ଜଣେ ଯୁବକ ତାଙ୍କୁ ରାୟଗଡା
Read More...

ତାଲିବାନ ବୋମା ବିସ୍ଫୋରଣରେ ୮ ମୃତ

କାବୁଲ: ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ ହୋଇଛି । ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣା ଆଫଗାନିସ୍ତାନର ମଧ୍ୟ ଲୋଗାଲ ରାଜ୍ୟରେ ରାଜଧାନୀ ପୁଲ-ଏ-ଆଲମ ସହରରେ ଘଟିଛି । ମାତ୍ର ବିସ୍ଫୋରଣ ପାଇଁ ଏପର୍ଯ୍ୟନ୍ତ କୈାଣସି ସଂଗଠନ ନିଜକୁ ଦାୟୀ
Read More...

ଭାରତରେ ପ୍ରବେଶ ପାଇଁ ଆତଙ୍କବାଦୀଙ୍କ ଉଦ୍ୟମ

ନୂଆଦିଲ୍ଲୀ: ପାକିସ୍ତାନ ନିୟନ୍ତ୍ରଣ ରେଖାରେ ୨୭ ଟି ଲଂଚ ପ୍ୟାଡକୁ ସକ୍ରିୟ କରାଯାଇଛି । ୩୨୦ରୁ ଅଧିକ ଆତଙ୍କବାଦୀ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ସ୍ୱାଧୀନତା ଦିବସ ପୂର୍ବରୁ ସେମାନେ ପ୍ରବେଶ କରିବା ପାଇଁ ଯୋଜନା କରୁଥିବା ନେଇ
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଗ୍ନିକାଣ୍ଡ

କେନ୍ଦ୍ରାପଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତମାନେ ଘର ତାଲା ପକାଇ ନିଆଁ ଲଗାଇଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରେ । ଏହି ଅଗ୍ନି କାଣ୍ଡରେ ୨୦ ଦିନର ଶିଶୁ ସମେତ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି ।
Read More...

କରୋନା ନିୟମକୁ ଭାଙ୍ଗି ନକ୍ସଲ ପାଳିଲେ ସହିଦ ସପ୍ତାହ

ମାଲକାନାଗିରି: ପୋଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ଚ୍ୟାଲେଞ୍ଜ କରି ମାଲକାନାଗିରି ଅଂଚଳରେ ନକ୍ସଲମାନେ ପାଳନ କରିଛନ୍ତି ସହିଦ ଦିବସ । ସାମାଜିକ ଦୂରତାକୁ ନମାନି ଶହ ଶହ ସଂଖ୍ୟାକ ଲୋକ ଏଥିରେ ସାମିଲ ହୋଇ ସରକାର ବିରୋଧି ନାରା ଦେଇଥିଲେ । ଏଥିସହିତ ମାସ୍କ ପିନ୍ଧି ନ ପିନ୍ଧିବା ସହ କୋଭିଡ
Read More...

କଟକ ଜବାହାରଲାଲ ନେହୁର ଇନ୍ଦୋର ଷ୍ଟାଡିୟମ ହେଲା କୋଭିଡ ସେଂଟର

କଟକ- ୧୫୦ ଶଯ୍ୟା ବିଶିଷ୍ଟ କଟକ ଜବାହାରଲାଲ ନେହୁର ଇନ୍ଦୋର ଷ୍ଟାଡିୟମ ହେଲା କୋଭିଡ କେୟାର ସେଂଟର । ଏନେଇ କଟକ ସିଏମସି ସୂଚନା ଦେଇଛନ୍ତି । ଏହି ଷ୍ଟାଡିୟମ ଭିତରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି ଓ ରୋଗୀଙ୍କ କିପରି ଯତ୍ନ ନିଆଯାଇପାରିବ ସେ ଦିଗରେ ଅଧିକ ଦୃଷ୍ଟି ଦିଆଯିବ ।
Read More...