Browsing Category

ପ୍ରମୁଖ ଖବର

ମୌସୁମୀ ଉଭାନ: ରାଜ୍ୟରେ ମରୁଡି ଆଶଙ୍କା

ଭୁବନେଶ୍ୱର: ଧାରା ଶିରାବଣ ମାଶରେ ମୌସୁମୀ ଉଭାନ ହୋଇଯାଇଥିବାରୁ ରାଜ୍ୟରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟର ୧୩ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବିଶେଷ କରି ଉପକୂଳ ଜିଲ୍ଲାଗୁଡିକରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ
Read More...

ବଜ୍ରପାତ ନେଇ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ୧୮ ଘଂଟା ମଧ୍ୟରେ ବର୍ଷା ସହ ବଜ୍ରପାତର ଆଶଙ୍କା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ଓ ବଜ୍ରପାତକୁ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୩ ଜିଲ୍ଲା ଗୁଡିକ ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର,
Read More...

ଭୁବନେଶ୍ୱରରୁ ୧୨୮କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ । ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା ସ୍ଥାନୀୟ ସଂକ୍ରମଣ ଚିନ୍ତାର କରାଣ ପାଲଟିଛି । ଶୁକ୍ରବାର ଭୁବନେଶ୍ୱରରୁ ୧୨୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳ ୪୩ ଲୋକାଲ
Read More...

ଦାଦାବଟି ଆଦାୟ କରିବା ପଡିଲା ମହଙ୍ଗା: ନିଲମ୍ବିତ ହେଲେ ଦୁଇ କନେଷ୍ଟବଳ

ଖୋର୍ଦ୍ଧା: ପ୍ରଚୁର ମଦ୍ୟପାନ କରି ବାଲି ବୋଝେଇ ଟ୍ରକ୍ ଠାରୁ ଦାଦାବଟି ମାଗିବା ଏବଂ କ୍ଷମତାର ଅପବ୍ୟବହାର କରିବା ଦୁଇ କନେଷ୍ଟବଳଙ୍କୁ ପଡିଛି ମହଙ୍ଗା । ଏ ସମ୍ପର୍କରେ ଅଭିଯୋଗ ଆସିବା ପରେ ଖୋର୍ଦ୍ଧା ଏସ୍ପି ଅଜେୟ ପ୍ରତାପ ସ୍ୱାଇଁ ଦୁଇ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।
Read More...

ରାଉଲକେଲା IGH ପ୍ଳାଜମା ବ୍ୟାଙ୍କ ଲେକାର୍ପିତ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ରାଉଲକେଲା IGH ପ୍ଲାଜମା ବ୍ୟାଙ୍କ ଲୋକର୍ପଣ କରିଛନ୍ତି । ପୂର୍ବରୁ କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ କରିଥିଲୋ । ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ଖୁବଶୀଘ୍ର
Read More...

ବବିତା ଫୋଗାଟ, କବିତା ଦେବୀ ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତି

ଚଣ୍ଡିଗଡ: ହରିୟାନା ସରକାର ଭାରତୀୟ ରେସଲର ବବିତା ଫୋଗାଟ ଏବଂ କବାଡି ଖେଳାଳି କବିତା ଦେବୀଙ୍କୁ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ଡେପୁଟି ଡାଇରେକ୍ଟର ଭାବେରେ ନିଯୁକ୍ତି କରିଛନ୍ତି । ଉଭୟ ଆଥଲେଟ୍ ଏହି ପଦ ପାଇଁ ଆବେଦନ କରିଥିଲେ । ହରିୟାନା ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର
Read More...

କରୋନା ଭାଇରସ୍ ମୁକାବିଲା ଜାରି ରହିଛି : ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଭାରତ ସରକାର ମହାମାରୀ କରୋନା ଭାଇରସ୍ ମୁକାବିଲା ଲାଗି ଲଢେଇ ଜାରି ରଖିଛନ୍ତି । କରୋନା ମହାମାରୀ ପରଠାରୁ ଦେଶବାସୀ ଅନେକ ଅଭିଜ୍ଞତା ହାସଲ କରିଛନ୍ତି । ଏଥି ସହିତ ଦେଶରେ ଭେଂଟିଲେଟର ନିର୍ମାଣର କ୍ଷମତା ବଢିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।
Read More...

ରାସ୍ତା କଡରେ ପରିବା ବିକୁଛନ୍ତି ଫୁଟବଲ ପ୍ରଶିକ୍ଷକ

ମୁମ୍ବାଇ: ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି । ଏହି ମହାମାରୀ କାହାର ଜୀବନ ଛଡାଇ ନେଉଛି ତ କାହାର ଜୀବିକା । ତେବେ ଏହି ମହାମାରୀ ସମୟରେ ନିଜର ଚାକିରି ହରାଇ ପରିବା ବିକ୍ରି କରୁଛନ୍ତି ମହାରାଷ୍ଟ୍ରର ଏକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଭୋସଲ ନାମକ ଜଣେ
Read More...

ହ୍ୟାଣ୍ଡ ସାନିଟାଇଜର ପିଇ ନଅ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ହାଇଦ୍ରାବାଦରେ ମଦ ନମିଳିବାରୁ ହ୍ୟାଣ୍ଡ ସାନିଟାଇଜର ପିଇ ନଅ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶ ପ୍ରକାଶମ୍ ଜିଲ୍ଲା କୁରିଚେଡୁ ସହରରେ ହୋଇଛି । ସୂଚନା ଅନୁସାରେ ସାନିଟାଇଜର ପିଇ ବୁଧବାର ରାତିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ
Read More...

ଚୀନରୁ ଆମଦାନୀ ହୋଇପାରିବନି ରଙ୍ଗୀନ ଟିଭି

ନୂଆଦିଲ୍ଲୀ: ଚୀନରୁ ଭାରତ ରଂଗୀନ ଟିଭି ଆମଦାନୀ ଉପରେ ମୋଦୀ ସରକାର କଟକଣା ଲାଗୁ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଲା ଘରୋଇ ଟିଭି କଂପାନୀକୁ ପ୍ରୋତ୍ସାହନ ଦେବା ଏବଂ ଚୀନରୁ ଜିନିଷ ପତ୍ର କମ୍ କିଣିବା । ଏହି କଟକଣା ୩୬ ସେଂଟିମିଟର ଠାରୁ ୧୦୫ ସେଂଟିମିଟରରୁ ଅଧିକ  ଏବଂ ସ୍କ୍ରିନର ଆକାର
Read More...