Browsing Category

ପ୍ରମୁଖ ଖବର

କରୋନା ନେଲା ଆଉ ୮ ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ଆଉ ୮ ଜୀବନ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪, ନୟାଗଡ, ଗଜପତି, ସୁନ୍ଦରଗଡ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଛନ୍ତି । ସେମାନଙ୍କ ବୟସ ଯଥାକ୍ରମେ ୮୧, ୪୯, ୭୩, ୪୫, ୮୨, ୫୨,
Read More...

ରାଜ୍ୟରେ ୩୧ ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ କରେନା ସଂକ୍ରମଣରେ ଲାଗୁନି ବେକ୍ର । ଗତ ୨୪ ଘଂଟାରେ ୧୪୯୯ ନୂଆ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଂଙ୍ଗରୋଧ କେନ୍ଦ୍ରର ୯୧୪ ଓ ଲୋକାଲ କେସ୍ ୫୮୫ ରହିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୬୮, ଖୋର୍ଦ୍ଧା
Read More...

ଖୋଲିଲା ଭୁବନେଶ୍ୱର ୟୁନିଟ-୪ ମାର୍କେଟ୍

ଭୁବନେଶ୍ୱର- ଦୀର୍ଘ ୧୪ ଦିନ ବ୍ୟବଧାନ ପରେ ଖୋଲିଲା ୟୁନିଟ-୪ ମାର୍କେଟ । ତେଣୁ ଆଜି ସକାଳେ ଗ୍ରାହକଙ୍କ ପ୍ରବଳ ଭିଡ । ସମସ୍ତେ କୋଭିଡ ନିୟମକୁ ପାଳନ କରି ମୁହଁରେ ମାକ୍ସ ଓ ସାମାଜିକ ଦୂରତା ରକ୍ଷା କରିଥିବାର ଦେଖିବାକୁ ମିଳିଛି । ୟୁନିଟ-୪ ମାର୍କେଟରୁ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
Read More...

ଥାନାରେ ଅଭିଯୋଗ କଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: ଏକ ଓଡିଆ ୱେବସାଇଟ୍ ନାଁରେ ମଂଚେଶ୍ୱର ଥାନାରେ ଫେରାଦ ଦେଲେ ସିନେ ଅଭିନେତ୍ରୀ ପ୍ରକୃତି ମିଶ୍ର । ତାଙ୍କ ଚରିତ୍ରକୁ ଖରାପ କରିବା ସହ ପରିବାର ଲୋକଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟ ଦିଆଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ଯେଉଁଥିପାଇଁ ଭାରାକ୍ରାନ୍ତ ହୋଇଥିବା ସେ
Read More...

ଲକଡାଉନ୍ ଓ ସଟଡାଉନ୍ ଆଉ କରନ୍ତୁ ନାହିଁ: ସୁର ରାଉତରାୟ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନଲକ୍-୩ କ୍ରମେ ଓଡିଶା ସରକାର ସମସ୍ତ କ୍ଷେତ୍ରକୁ ଖୋଲି ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି । ସେ କହିଛନ୍ତି ଯେ ଜୀବନ ସହ ଜୀବିକା ଆହୁରୀ ଗୁରୁତ୍ୱପୂର୍ଣ୍ଣ , ସେଥିପାଇଁ ଦୋକାନ ବଜାର ସହ ସମସ୍ତଙ୍କୁ ଖୋଲାଖୋଲି ଭାବେ କାମ
Read More...

ସନ୍ଧାନୀ କୁକୁରକୁ ମିଳିଲା ପୋଲିସ ମର୍ଯ୍ୟାଦା

ନବରଙ୍ଗପୁର: ସନ୍ଧାନୀ କୁକୁର ତାରାକୁ ମିଳିଲା ପୋଲିସ ମର୍ଯ୍ୟାଦା । ମୃତ୍ୟୁ ପରେ ପୋଲିସ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ତାରା ଜିଲ୍ଲା ପୋଲିସରେ ୧୨ ବର୍ଷ ଧରି କାମ କରୁଥିଲା । ଏହି ସମୟସୀମା ମଧ୍ୟରେ ସେ ଅନେକ
Read More...

କୋରାପୁଟ ଜିଲ୍ଲା ୪୮ ଘଂଟା ପାଇଁ ସଟଡାଉନ୍

କୋରାପୁଟ: କୋରାପୁଟ ଜିଲ୍ଲାକୁ ୪୮ ଘଂଟା ପାଇଁ ସଟଡାଉନ୍ କରାଯାଇଛି । ୩୦ ତାରିଖ ମଧ୍ୟରାତ୍ରରୁ ଅଗଷ୍ଟ ୧ ମଧ୍ୟରାତ୍ର ଯାଏ ଜିଲ୍ଲାକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ୨୪ ଘଂଟାରେ ଜିଲ୍ଲାରେ ୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ , ଜିଲ୍ଲା ପ୍ରସାଶନ ପକ୍ଷରୁ ଏଭଳି ପଦକ୍ଷେପ
Read More...

ଭୁବନେଶ୍ୱରରୁ ୧୦୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସୁସ୍ଥ ହେଲେ ୧୨୩

ଭୁବନେଶ୍ୱର- ଭୁବନେଶ୍ୱରରୁ ପୁଣି ନୂଆ ୧୦୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୫୯ ହୋଇଥିବା ବେଳ ୪୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି । ନୟାପଲ୍ଲୀ ନୂଆସାହିରୁ ୯, ନୟାପଲ୍ଲୀର ଅନ୍ୟ ଏକ ଅଂଚଳରୁ
Read More...

କଟକ ମାଲଗୋଦାମ ବେହେରା ସାହି କଂଟେନମେଂଟ

କଟକ- କଟକ ମହାନଗର ନିଗମ ୩୮ ନମ୍ବର ୱାର୍ଡ ଅନ୍ତର୍ଗତ ମାଲଗୋଦାମ ବେହେରା ସାହି ଅଂଚଳକୁ କଂଟେନମେଂଟ ଘୋଷଣା କରାଯାଇଛି । ଅଂଚଳରେ ସ୍ଥାନୀୟ ପଜିଟିଭ ଚିହ୍ନଟ ହେବାପରେ ସିଏମସି ପକ୍ଷରୁ ଏଭଳି ପଦେକ୍ଷପ ନିଆଯାଇଛି । ଏହି ଅଂଚଳ ମଧ୍ୟକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କୌଣସି ବାହାର
Read More...

ପୂର୍ବତଟ ରେଳଥର ଟ୍ରେନରେ ବାୟୋାଟଏଲେଟ

ଭୁବନେଶ୍ୱର-ପୂର୍ବତଟ ରେଳଥର ସମସ୍ତ ଟ୍ରେନରେ ବାୟୋଟଏଲେଟ ସ୍ଥାନ କରାଯାଇଛି । ଯାତ୍ରୀଙ୍କୁ ସ୍ୱଛ ଓ ପରିବେଶ ଅନୁକୁଳ ଯାତ୍ରା ଯୋଗାଇଦେବା ଓ ସ୍ୱଛ ରେଳ, ସ୍ୱଛ ଭାରତ ଅଭିଯାନରେ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିବା ପାଇଁ ୂପୂର୍ବତଟ ରେଳଥ ଏକ ଅଭିନବ ପ୍ରୟାସ । ଏହି ବାୟୋଟଏଲେଟ ଗୁଡିକ
Read More...