୩ କଂଗ୍ରେସ ବିଧାୟକ ଗଲେ ଦିଲ୍ଲୀ
ରାଂଚୀ: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱରେ ପରିଚାଳିତ ମେଂଟ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ କଂଗ୍ରେସର ୩ଜଣ ବିଧାୟକ କେନ୍ଦ୍ରୀୟ ନେତାଙ୍କ ନିକଟରେ ଅଭିଯୋଗ କରିବା ପାଇଁ ଦିଲ୍ଲୀ ପହଁଚିଛନ୍ତି । ଏହି ତିନି ଜଣ ବିଧାୟକ ହେଲେ ଇରଫାନ ଅନସାରୀ, ଉମାଶଙ୍କର ଅକେଲା ଓ!-->…
Read More...
Read More...