Browsing Category

ପ୍ରମୁଖ ଖବର

ସଚିବାଳୟ କର୍ମଚାରୀଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର- ଓଡିଶା ସଚିବାଳୟ କର୍ମଚାରୀଙ୍କ ହେବ କୋଭିଡି ଟେଷ୍ଟ । ଯେଉଁ କର୍ମଚାରୀ କରୋନା ଲକ୍ଷଣ ଅନୁଭବ କରୁଛନ୍ତି ସେମାନେ ନିଜର ସ୍ୱାବ କ୍ୟାପିଟାଲ ହସ୍ପିଟାଲରେ ଦେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ସଚିବାଳୟ କର୍ମଚାରୀ ସଂଘକୁ ଚିଠି ଦେଇଛି । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଏଭଳି
Read More...

ନୂଆ ଶିକ୍ଷାନୀତିକୁ କ୍ୟାବିନେଟ୍‌ ମୋହର

ନୂଆଦିଲ୍ଲୀ: କେନ୍ଦ୍ର ମାନବ ସମ୍ବଳ ବିକାଶ(ଏଚଆରଡି) ମନ୍ତ୍ରଣାଳୟକୁ ବଦଳାଯାଇ ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଦେଶରେ ନୂଆ ଶିକ୍ଷାନୀତିକୁ
Read More...

ଜେଲରୁ ମୁକୁଳିଲେ ୧୬ ହଜାର ୭୮୯ କଏଦୀ

ଭୁବନେଶ୍ୱର- କରୋନା ପାଇଁ ରାଜ୍ୟର ୩୦ ଜିଲ୍ଲାର ୮୭ଟି ଜେଲରୁ ୧୬ ହଜାର ୭୮୯ କଏଦୀଙ୍କୁ ମୁକୁଳା ଯାଇଛି । ଏମାନଙ୍କ ମଧ୍ୟରୁ ବିଚାରଧୀନ କଏଦୀ ୧୬ ହଜାର ୬୩୯ ରହିଥିବା ବେଳ ୧୫୦ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀ ରହିଛନ୍ତି । ମାର୍ଚ୍ଚ ୨୦ରୁ ଜୁଲାଇ ୨୮ ତାରିଖ ପର୍ଯ୍ୟନ୍ତ ୧୬ ହଜାର ୭୮୯
Read More...

୩୧ ସ୍କୁଲରେ ଫଳାଫଳ ଶୂନ୍

ଭୁବନେଶ୍ୱର- ଚଳିତ ବର୍ଷ ପାସ୍ ହାର ସର୍ବାଧିକ ରହିଛି । ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଝିଅ । ଝିଅଙ୍କ ପାସ୍ ହାରୀର ୮୧,୯୮% ଥିବାବେଳ ପୁଅଙ୍କ ପାସ୍ ହାର ୭୭.୮% ରହିଛି । ୩୧ ସ୍କୁଲରେ ପରୀକ୍ଷା ଫଳ ଶୂନ ରହିଛି । ତେବେ କଣ ପାଇଁ ୩୧ଟି ସ୍କୁଲରେ ରେଜଲ୍ଟ ଖରାପ ହୋଇଛି
Read More...

ଯୁକ୍ତ ୩ ଆଡମିସନ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ୱର- ଯୁକ୍ତ ୩ ଆଡମିସନ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଗୋଟିଏ ପର୍ଯ୍ୟୟରେ ୩ ରାଉଣ୍ଡରେ ହେବ ଆଡମିସନ । ଏସଏମଏସ ପୋର୍ଟାଲରେ ଛାତ୍ରଛାତ୍ରୀ ନିଜ ମୋବାଲ ଓ ଇମେଲ ଆଇଡି ଦେଇ ଆଡମିଶନ ପାଇଁ ଆବେଦନ କରିପାରିବେ । ଆବେଦନ ସମୟରେ ମାର୍କ ସିଟ୍ କିମ୍ବା
Read More...

ଆକାଂକ୍ଷୀ ଜିଲ୍ଲା ତାଲିକାରେ ଦେଶରେ ୧୮ତମ ଓ ରାଜ୍ୟରେ ପ୍ରଥମ ସ୍ଥାନରେ କଳାହାଣ୍ଡି

ଭବାନୀପାଟଣା : ନୀତି ଆୟୋଗ ଦ୍ୱାରା ପ୍ରକାଶିତ ସଦ୍ୟ ତାଲିକାରେ ଦେଶରେ ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ୧୮ ତମ ସ୍ଥାନରେ ରହିଛି କଳାହାଣ୍ଡି। ଜାତୀୟ ସ୍ତରରେ କଳାହାଣ୍ଡି ୧୮ ତମ ସ୍ଥାନରେ ରହିବା ସହ ରାଜ୍ୟର ୧୦ ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରେ କଳାହାଣ୍ଡି ପ୍ରଥମ ସ୍ଥାନରେ ରହିଛି। ଫେବୃୟାରୀ
Read More...

ପ୍ରଭାସ ଦନଶଂନା ଦକ୍ଷିଣପୂର୍ବ ରେଲୱେର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

ଭୁବନେଶ୍ୱର - ଓଡିଶା୧୯୮୯ ବ୍ୟାଚର ଆଇଆରଟିଏସ ଅଫିସର ପ୍ରଭାସ ଦନଶଂନା ଦକ୍ଷିଣପୂର୍ବ ରେଲୱେର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ୧୯୯୧ ମସିହାରେ ସେ ଭାରତୀୟ ରେଲୱେରେ ନିଯୁକ୍ତି ପାଇଥିଲେ । ୧୯୯୩ ମସିହାରେ ଦକ୍ଷିଣପୂର୍ବ ରେଲୱେର ଚକ୍ରଧରପୁର ଡିଭିଜନରେ ସହ
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଲିଙ୍ଗରାଜ ମନ୍ଦିର ପରସରରୁ ଗଲା ମାଟି ଓ ପବିତ୍ର ଜଳ

ଭୁବନେଶ୍ୱର- ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଜୋରସୋର ଚାଳିଛି । ନିର୍ମାଣ କାର୍ଯ୍ୟ ପାଇଁ ଭାରତର ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ ତୀର୍ଥ ଜଳ ସଂଗ୍ରହ କରାଯାଉଛି । ବୁଧାବର ବିଶ୍ୱ
Read More...

ଅଗଷ୍ଟରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର : ଅଗଷ୍ଟ ମାସରେ ୧୦ ଦିନ ଧରି ବନ୍ଦ ରହିବ ବ୍ୟାଙ୍କ। ମାସର ପ୍ରଥମ ଦିବସ ଅଗଷ୍ଟ ପହିଲା (ଶନିବାର)ରେ ଇଦ୍‌-ଉଲ୍‌-ଜୁହା ଲାଗି ବ୍ୟାଙ୍କ ଛୁଟି। ଏହାର ପରଦିନ ୨ ତାରିଖ ରବିବାର ପଡୁଥିବା ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ। ଅଗଷ୍ଟ ୮ ମାସର ଦ୍ବିତୀୟ ଶନିବାର ଏବଂ ୯ ରବିବାର ପାଇଁ
Read More...

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ଜୁଲାଇ ୨୯ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ । ଏହାକୁ ଇଂରାଜୀରେ ‘ଗ୍ଲୋବାଲ ଟାଇଗର ଡେ' ମଧ୍ୟ କୁହାଯାଏ । ୨୦୧୦ରେ ସେନ୍ଟ ପିଟ୍ସବର୍ଗରେ ଅନୁଷ୍ଠିତ ‘ ବ୍ୟାଘ୍ର ଶୀର୍ଷକ ସମ୍ମିଳନୀ’ ରେ ଏହି ଦିବସ ପାଳନ ପାଇଁ ନିଷ୍ପତି ନିଆଯାଇଥିଲା । ବ୍ୟାଘ୍ର ସଂରକ୍ଷଣ ବାବଦରେ ଜନସଚେତନତା ସୃଷ୍ଟି
Read More...