Browsing Category

ପ୍ରମୁଖ ଖବର

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଯେଉଁ ହାରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ପୁଣି କରୋନାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ଘର ବାଲେଶ୍ୱର, ଗଞ୍ଜାମ, କନ୍ଧମାଳ,
Read More...

ପ୍ରକାଶ ପାଇଲା ଚଳିତ ବର୍ଷ ମ୍ୟାଟ୍ରିକ ରେଜଲ୍ଟ

ଭୁବନେଶ୍ୱର- ଚଳିତ ବର୍ଷ ଲକଡାଉନ ସଟଡାଉନ ସତ୍ୱେ ପ୍ରକାଶ ପାଇଲା ମ୍ୟାଟି୍ରକ ରେଜଲ୍ଟ । ବୋର୍ଡ ପକ୍ଷରୁ ଭିଡିଓ ରିଲିଜ ଜରିଆରେ ପରୀକ୍ଷା ଫଳ ପ୍ରକାଶ ପାଇଛିା ଚଳିତ ବର୍ଷ ପାସ୍ ହାର ୭୮.୭୬% ରହିଛି ପୁଅଙ୍କୁ ପଛରେ ପକାଇଲେ ଝିଅ । ଝିଅଙ୍କ ପାସ୍ ହାର ୮୧.୯୮% ରହିଥିବା ବେଳ ପୁଅଙ୍କ
Read More...

୨୮ ଜିଲ୍ଲାରୁ ୧୦୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ହୁ ହୁ ହୋଇ ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ପାର କରୁଛି । ଗତ ୨୪ ଘଂଟାରେ ୧୦୬୪ ନୂଆ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬୬୨ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳ ୪୦୬ ସ୍ଥାନୀୟ ସଂକ୍ରମିତ
Read More...

୨୬ ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ- ଆସନ୍ତା ନଭେମ୍ବର ୨୭ରେ ତାରିଖରେ ପଡୁଛି ଶ୍ର୍ରୀଜିଉଙ୍କ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ପୁଣି ଥରେ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଚଳିତ ବର୍ଷ କାର୍ତିକ ମାସରେ ମହାପ୍ରଭୁଙ୍କ ଏହି ଦୁର୍ଳଭ ବେଶ ଅନୁଷ୍ଠିତ ହେବ । ୨୬ ବର୍ଷ ପରେ ଏହି ବେଶ
Read More...

କରୋନା ମୃତକଙ୍କୁ ଅଣଦେଖା ନକରିବାକୁ ନିର୍ଦେଶ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ମୃତକଙ୍କ ପ୍ରତି ଅସନମ୍ମାନ ଦିନକୁ ଦିନ ବଢି ଚାଲିଥିଲା ବେଳେ ପରିବାର ଲୋକ ମଧ୍ୟ ଅକଥନୀୟ ଦୁର୍ଦ୍ଧଶାର ସମ୍ମୁଖୀନ ହେଉଛନ୍ତ । ସାହି ପଡିଶା, ବନ୍ଧୁ ବାନ୍ଧବ ଶବ ସତ୍କାର ନିମନ୍ତେ ଧରାଛୁଆଁ ଦେଉ ନାହାନ୍ତି । ଫଳରେ ଘଂଟା ଘଂଟା ଧରି ପଡି ରହୁଛି ଶବ ।
Read More...

ଓଡିଶାରେ ପ୍ରଥମ ଥର ପାଇଁ କୋଭାସ୍କିନର ପରୀକ୍ଷଣ

ଭୁବନେଶ୍ୱର: ଓଡିଶାରେ ପ୍ରଥମ ଥର ପାଇଁ ସମ୍ ହସ୍ପିଟାଲରେ କୋଭାସ୍କିନର ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଛି । ହ୍ୟୁମାନ ଟ୍ରାଏଲରେ ଅନେକ ସ୍ୱେଛାସେବୀ ଅଶଂଗ୍ରହଣ କରିଥିଲେ । ସେଥିମଧ୍ୟରୁ ବିଜନେସ୍ ମ୍ୟାନ ଗିିରିଜା ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଯାହାଙ୍କ ଠାରେ କୋଭାସ୍କିନର ପ୍ରଥମ ମାନବୀୟ
Read More...

କଟକରେ ପୁଣି ୪୧ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକରେ ପୁଣି ୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୪୧ ଜଣଙ୍କ ମଧ୍ୟରୁ ୩୯ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୭ରେ ପହଁଚିଛି । ସେମାନଙ୍କ ମଧ୍ୟରୁ
Read More...

ଗେହଲଟକୁ ଶିକ୍ଷା ଦେବେ ମାୟାବତୀ

ନୂଆଦିଲ୍ଲୀ: ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟରେ ଏଂଟ୍ରି କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । କଂଗ୍ରେସ ଚଂଚକତା କରି ବିଏସପିର ୬ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିଦେଇଥିବା ଅଭିଯୋଗ କରି ମାୟାବତୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରାଜସ୍ଥାନ
Read More...

ନୟାଗଡ଼ରେ କଙ୍ଗାରୁକୋର୍ଟ ! ୧୫ ପରିବାର ଗାଁରୁ ବାସନ୍ଦ

ନୟାଗଡ଼ : ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅଞ୍ଚଳ ଏକ ଗ୍ରାମରେ ଘଟିଛି ଅମାନବୀୟ ଘଟଣା। ଗ୍ରାମବାସୀଙ୍କ କଥାରେ ହଁ ନ ମାରିବାରୁ କଙ୍ଗାରୁକୋର୍ଟ କରି ୧୫ ପରିବାରକୁ ବାସନ୍ଦ କରାଯାଇଥିବା ଜଣାପଡ଼ିଛି। ଗ୍ରାମରୁ ବସନ୍ଦ ପରେ ସେମାନେ ଦିନ ବେଳା ବସ ଷ୍ଟାଣ୍ଡରେ ଓ ରାତ୍ରି ସମୟରେ ବନ୍ଧୁ ବାନ୍ଧବଙ୍କ
Read More...

ରାଜ୍ୟରେ ଆଉ ୭ ଜୀବନ ନେଲା କରୋନା, ୫ ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତରେ ପୁଣି ୭ଜଣଙ୍କ ମୃତ୍ୟୁ ହୋଇଛି । ୭ଜଣଙ୍କ ମଧ୍ୟରୁ ଭୁବନେଶ୍ୱରର ଜଣେ ୫ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ଏଥିସହ ରାଜ୍ୟରେ ମୋଟ ମୃତୁ୍ୟ ସଂଖ୍ୟା ୧୫୪ରେ ପହଂଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍
Read More...