୨୬ ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ
ପୁରୀ- ଆସନ୍ତା ନଭେମ୍ବର ୨୭ରେ ତାରିଖରେ ପଡୁଛି ଶ୍ର୍ରୀଜିଉଙ୍କ ନାଗାର୍ଜୁନ ବେଶ । ଦୀର୍ଘ ୨୬ ବର୍ଷ ପରେ ପୁଣି ଥରେ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଚଳିତ ବର୍ଷ କାର୍ତିକ ମାସରେ ମହାପ୍ରଭୁଙ୍କ ଏହି ଦୁର୍ଳଭ ବେଶ ଅନୁଷ୍ଠିତ ହେବ । ୨୬ ବର୍ଷ ପରେ ଏହି ବେଶ!-->…
Read More...
Read More...