Browsing Category

ପ୍ରମୁଖ ଖବର

ଟାଇଗରଙ୍କ ପ୍ରେମ ସମ୍ପର୍କକୁ ନେଇ ଜ୍ୟାକିଙ୍କ ଖୁଲାସା

ମୁମ୍ବାଇ: ବି-ଟାଉନ୍ ଡ୍ୟାନ୍ସିଂ ଷ୍ଟାର ଟାଇଗର ଶ୍ରୁଫ ଖୁବ୍ କମ୍ ଦିନ ମଧ୍ୟରେ ବାପା ଜ୍ୟାକି ସ୍ରଫଙ୍କ ଭଳି ସେ ନିଜ ଏକ ସୂତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ନିଜ ଅଭିନୟ, ଦମଦାର ଆକ୍ସନ ଏବଂ ଡ୍ୟାନ୍ସ ଜରିଆରେ ଦର୍ଶକଙ୍କୁ ଦିୱାନା କରିଛନ୍ତି ଟାଇଗର । ତେବେ ଏହି ଅଭିନେତା ଜଣଙ୍କ ନିଜ
Read More...

ଶାଢୀ ବାନ୍ଧରେ ‘ମା’କୁ ନେଇ ରାଜେଶ ଏବେ ଚର୍ଚ୍ଚାରେ

ସୁବର୍ଣ୍ଣପୁର: ସୁକ୍ଷ୍ମ ସୁତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ସୁବର୍ଣ୍ଣପୁର । ଦେଶରେ ବିଭିନ୍ନ ପ୍ରାନ୍ତରେ ସୁବର୍ଣ୍ଣପୁରର ବାନ୍ଧ କଳା ବେଶ ଆଦୃତ ହୋଇଛି । ସବୁବେଳେ କିଛି ନୁଆ କରି ଦେଖାଇବା କାରିଗରଙ୍କ ନିଶା । ଏହି ଳକ୍ଷ ନେଇ ସେମାନେ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର
Read More...

କୋଭାକ୍ସିନ ଫେଜ-୩ ଟ୍ରାଏଲ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,: କରୋନା ବିରୋଦ୍ଧରେ ବ୍ୟବହାର ହେଉଥିବା କୋଭାକ୍ସିନ ଟିକା କେତେ ସଫଳ? ତାହା ଜାଣିବା ପାଇଁ ଚାଲିଥିବା ଟିକାର ଫେଜ-୩ ଟ୍ରାଏଲ ରିପୋର୍ଟ ଆଜି ଭାରତ ବାୟୋଟେକ ପକ୍ଷରୁ ଡିସିଜିଆଇ ନିକଟେରେ ଦାଖଲ କରାଯାଇଛି । ଏବେ ଡିସିଜିଆଇର ସବଜେକ୍ଟ ଏକ୍‌ସପର୍ଟ କମିଟି(ଏସଇସି) ଏହାର ଫଳାଫଳ
Read More...

୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଲଘୁଚାନ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୭ଟି ଜିଲ୍ଲା ଏହା ଯାଜପୁର, କେନ୍ଦ୍ରପଡା, ଜଗତସିଂହପୁର, କେନ୍ଦୁଝର, କଟକ, ମୟୂରଭଞ୍ଜ
Read More...

ସରକାରୀ ଟିକାକରଣ ଅଭିଯାନର ପ୍ରଚାର କରିବେ ସବୁ ବିଶ୍ୱବିଦ୍ୟାଳୟ

ନୁଆଦିଲ୍ଲୀ: ଦେଶରେ ଆରମ୍ଭ କରିଥିବା ବିଶାଳ ଟିକାକରଣ ଅଭିଯାନର ପ୍ରଚାର କରିବେ ସବୁ ବିଶ୍ୱବିଦ୍ୟାଳୟ । ଟିକାକରଣ ଅଭିଯାନର ପ୍ରଚାର ଓ ପ୍ରସାରଣ ପାଇଁ ବ୍ୟାନର/ହୋଡିଂ ଲଗାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁମୋଦନ କମିଶନ(ୟୁଜିସି) କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୟୁଜିସି କହିଛି ଯେ,
Read More...

ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଜି

ଭୁବନେଶ୍ୱର: ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆସନ୍ତା କାଲି ଦିନ ୧୧ଟା ବେଳେ ଅନୁଷ୍ଟିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରିବେ । ଭର୍ଚ୍ଚୁଆଲି ଏହି ବୈଠକ ହେବାକୁ ଯାଉଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ରହି ବୈଠକରେ ଭାଗ ନେବେ ଏବଂ ଅନ୍ୟ ୧୪
Read More...

ଅଲିମ୍ପିକ୍ସ ହକି ଟିମ ଉପ ଅଧିନାୟକ ହେଲେ ବୀରେନ୍ଦ୍ର

ନୂଆଦିଲ୍ଲୀ: ପୁଣି ଥରେ ଜାତୀୟ ପୁରୁଷ ହକି ଟିମରେ ଓଡିଆଙ୍କ ଦବଦବା ଦେଖିବାକୁ ମିଳିଛି । ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମର ଉପଅଧିନାୟକ ହୋଇଛନ୍ତି ଓଡିଆ ପୁଅ ବୀରେନ୍ଦ୍ର ଲାକ୍ରା । ଲାକ୍ରା ଓ ହରମନପ୍ରିତ ସିଂହ ଟୁର୍ଣ୍ଣାମେଂଟରେ ଉପଅଧିନାୟକ ଦାୟୀତ୍ୱ
Read More...

ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ!

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ । ଏହା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ରାଜ୍ୟ ସରକାରଙ୍କ ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟାଳୟ ମାର୍ଚ୍ଚ ୧୦, ୨୦୨ରେ ସରିବା । ନିର୍ବାଚନ
Read More...

ଆଜି ବି ବର୍ଷିବ, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ବି ୧୨ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୧୨ ଜିଲ୍ଲା ହେଉଛି ନୂଆପଡ଼ା, ସମ୍ବଲପୁର, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ସେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ । ଏଠାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷ ସମ୍ଭାବନା
Read More...

ଦେଶରେ ଦୈନିକ ସଂକ୍ରମଣ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଦୀର୍ଘ ୮୮ ଦିନ ପରେ କରୋନା ଦୈନିକ ସଂକ୍ରମଣ ସବୁଠାରୁ କମ ରେକର୍ଡ କରାଯାଇଛି । ୨୪ ଘଂଟାରେ ଆଉ ୫୩ ହଜାର ୨୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୩୫,୨୨୧କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୪୨୨
Read More...