ଲକ୍ଷାଧିକ ଟଙ୍କା ଚୋରି କଲେ ଦୁର୍ବୁତ
କେନ୍ଦ୍ରାପଡା: ଗୋଟିଏ ଗ୍ରାମର ୬ଟି ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ କରି ନେଇଛନ୍ତି ଦୁର୍ବୁତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତ୍ରର୍ଗତ ପଦ୍ମପୁର ପଂଚାୟତର କିଣିଲେ ଗ୍ରାମରେ । ବିଳମ୍ବିତ ରାତିରେ ଲୁଟେରାମାନେ ଗ୍ରାମର ବଟକୃଷ୍ଣ!-->…
Read More...
Read More...