Browsing Category

ପ୍ରମୁଖ ଖବର

ଦେଶରେ ୪୮,୯୧୬ ଆକ୍ରାନ୍ତ, ୭୫୭ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟା ଭିତରେ ସର୍ବାଧିକ ୪୮,୯୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ଲକ୍ଷ ୩୬ହଜାର ୮୬୧ରେ ପହଞ୍ଚିଛି । ସେହିଭଳି ଗତ ୨୪ଘଂଟାରେ ୭୫୭ ଜଣଙ୍କର ମୃତ୍ୟୁ ଘଟିଛି । ତେବେ କରୋନା ମୃତ୍ୟୁ ସଂଖ୍ୟା ୩୧ ହଜାର ୩୫୮କୁ ବୃଦ୍ଧି
Read More...

ଏଏସଆଇଙ୍କ ଶବ ପଡିରହିବା ଘଟଣା ; ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ -ଏସପି

ଖଲ୍ଲିକୋଟ : କୋଦଳା ହସ୍ପିଟାଲରେ ଏଏସଆଇଙ୍କ ଶବ ପଡିରହିବା ଘଟଣାରେ ଶନିବାର ଗଞ୍ଜାମ ଏସପି ବ୍ରିଜେଶ ରାୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ମୃତ ଏଏସଆଇ କରୋନାରେ ଆକ୍ରାନ୍ତ ହୋଇଥିଲେ । କିଛି ମେଡ଼ିକାଲ କାର୍ଯ୍ୟ ପାଇଁ ମୃତ ଦେହ ସେଠାରେ ରଖାଯାଇଥିଲା । ସେ ଆମ ସହକର୍ମୀ ଥିଲେ , ଆମ ଭାଇ
Read More...

ଭୁବନେଶ୍ୱର ରେ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ କ୍ବାରେଣ୍ଟାଇନ କେନ୍ଦ୍ରରୁ ଓ ୪୯ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ
Read More...

ବିଦେଶୀ କ୍ଲବ ତରଫରୁ ଖେଳି ପାରନ୍ତି ସାଣ୍ଡେସ

ନୂଆଦିଲ୍ଲୀ: ବିଦେଶୀ କ୍ଲବ ତରଫରୁ ଭାରତୀୟ ଫୁଟବଲ ଦଳର ଡିଫେଣ୍ଡର ସାଣ୍ଡେସ ଝିଙ୍ଗହାନ ଖେଳିପାରନ୍ତି ବୋଲି ଭାରତୀୟ ଫୁଟବଲ ସହକାରୀ ପ୍ରଶିକ୍ଷକ ସାନୁମଗମ ଭେଙ୍କଟେଶ କହିଛନ୍ତି । ପୂର୍ବରୁ ସାଣ୍ଡେଶ ଆଇଏସଏଲରେ କେରଳା ବ୍ଲାଷ୍ଟର ପାଇଁ ଖେଳୁଥିବା ଚୁକ୍ତିକୁ କେରଳ ଏହି ବର୍ଷ ବାତିଲ କରିଦେଇଛି
Read More...

୨୦୨୧ରେ ଅଲିମ୍ପିକ୍ସ ନିଶ୍ଚିନ୍ତ: ଆଇଓଏ

ନୂଆଦିଲ୍ଲୀ: ୨୦୨୧ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବ ଅଲିମ୍ପିକ୍ସ । କିନ୍ତୁ ବିଶ୍ୱରେ କରୋନା ମହାମାରୀର ସଂକଟ ସମୟରେ ଆସନ୍ତା ବର୍ଷ କ୍ରୀଡା ହୋଇପାରିବକି ନାହିଁ , ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାର ଉତରରେ ଭାରତୀୟ ଅଲିମ୍ପିକ୍ସ ସଂଘ ନିଶ୍ଚିତ ଯେ ଆସନ୍ତାବର୍ଷ ଟୋକିଓରେ ଅଲିମ୍ପିକ୍ସ
Read More...

ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବାକୁ ଯାଉଛି । ଦିନେ ଦୁଇଦିନ ଭିତରେ ରେଜଲ୍ଟ ବାହାରିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଅଧିକାରୀ କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଭୟରେ ଖାତା ଦେଖା ଏବଂ ମୁଲ୍ୟାୟାନ ପ୍ରକିୟା ବିଳମ୍ବ ହୋଇଥିଲା । ଏହି କାରଣରୁ ମାଟ୍ରିକ୍
Read More...

ଆସୁଛି ରାଫେଲ୍

ନୂଆଦିଲ୍ଲୀ: ଭାରତ ଏବଂ ଚୀନର ତିକ୍ତତା ମଧ୍ୟରେ ଭାରତୀୟ ବାୟୁସେନା ରାଫାଲ୍ ଯୁଦ୍ଧ ବିମାନକୁ ଜାହାଜରେ ଅନ୍ତର୍ଭୁକ୍ତ କରିବାର କାଉଂଟଡାଉନ୍ ଆରମ୍ଭ ହୋଇଛି । ରାଫେଲ ଯୁଦ୍ଧ ବିମାନ ୨୯ ଜୁଲାଇରେ ଅମ୍ବାଲା ଏୟାରଫୋର୍ସ ପହଁଚିବ ବୋଲି ଆଶା କରାଯାଉଛି । ଏଭଳି ପରିସ୍ଥତିରେ ଅମ୍ବାଲା ବାୟୁସେନା
Read More...

ଜୁଆ ଆଡ୍ଡାରେ ଚଢାଉ: ୭ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜୁଆ ଆଡ୍ଡାରେ ଚଢାଉ କରିବା ସମୟରେ ପୋଲିସ କର୍ମଚାରୀ ମାନେ ଆକ୍ରମଣର ଶିକାର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାକଟପୁର ବ୍ଲକ ଭଣ୍ଡିସାହିରେ । ବିଶ୍ୱସ୍ତ ସୂତ୍ରରୁ ଜୁଆ ଖେଳ ବିଷୟରେ ପୋଲିସକୁ ଖବର ମିଳିଥିଲା । ପୋଲିସ ଘଟଣା ସ୍ଥଳରେ
Read More...

ଦେଶରେ ପୁଣି ଥରେ ଲାଗୁହୋଇପାରେ ଲକଡାଉନ୍: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ସଂକ୍ରମଣ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ଅନେକ ରାଜ୍ୟରେ କରୋନାର ସ୍ଥତି ବେକାବୁ ହେଲାଣି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ୨୭ ଜୁଲାଇରେ ମହାରାଷ୍ଟ୍ର, ପଶ୍ଚମବଙ୍ଗ ଏବଂ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକ କରିବେ । ଏହି
Read More...

ରାମ ମନ୍ଦିର ନିର୍ମାଣ ପାଇଁ ଦୀପ ଜାଳନ୍ତୁ: ଆରଏସଏସ

ଭୋପାଲ: ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଅଗଷ୍ଟ ୫ ତାରିଖରେ ଅନୁଷ୍ଟିତ ହେବାକୁ ଯାଉଛି । ସେହିଦିନ ଦେଶର ସମସ୍ତ ଲୋକଙ୍କୁ ଘରେ ବସି ଦୀପ ଜାଳିବାକୁ ଅନୁରୋଧ କରିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ । ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କ୍ୟାବିନେଟ୍ ମନ୍ତ୍ରୀ ରାମ
Read More...