Browsing Category

ପ୍ରମୁଖ ଖବର

୮୨ ଟଙ୍କାରେ ପହଁଚିଲା ଡିଜେଲ, ଲଗାତାର ଦ୍ୱିତୀୟ ଦିନ ପାଇଁ ଦର ବୃଦ୍ଧି

ନୂଆଦିଲ୍ଲୀ : ଦିଲ୍ଲୀରେ ଡିଜେଲ ମୂଲ୍ୟ ଲିଟର ପିଛା ୮୨ ଟଙ୍କାରେ ପହଞ୍ଚିଛି। ରବିବାର ଦିନ ଲଗାତାର ଦ୍ୱିତୀୟ ଦିନ ପାଇଁ ଡିଜେଲ ଦର ବୃଦ୍ଧି ପାଇଛି। ଡିଜେଲ ମୂଲ୍ୟ ଲିଟର ପିଛା ଦ୍ଵିତୀୟ ଦିନ ପାଇଁ ୧୫ ପଇସା ବୃଦ୍ଧି ହେବା ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୧ ଟଙ୍କା ୯୪ ପଇସାରେ ପହଞ୍ଚିଛି।
Read More...

ଗୋ ମାଂସ ଚାଲାଣରେ ଜଣେ ମହିଳା ସମେତ ୩ ଗିରଫ

ରାଉରକେଲା : ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଗୋ ମାଂସ ଜବତ କରାଯାଇଛି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି ପୁଲିସ । ଖାଲି ସେତିକି ନୁହେଁ ଗୋ ମାଂସ ଚାଲାଣକାରୀଙ୍କ ଆକ୍ରମଣରେ ବଜରଙ୍ଗ ଦଳର ଜଣେ କର୍ମୀ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସୁନ୍ଦରଗଡ
Read More...

କରୋନା ପାଇଁ ଚାକିରି ଯିବାର ଡ଼ର ; ଆତ୍ମହତ୍ୟା କଲେ ପରିବାରର ୩ ସଦସ୍ୟ

କର୍ଣ୍ଣାଟକ : ଦେଶର ସମସ୍ତ ସ୍ଥାନରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିସାରିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ସମୟରେ ବହୁ ଲୋକେ ନିଜର ଚାକିରି ଯିବା ଭୟରେ ରହୁଛନ୍ତି। ଏହି ଡ଼ରର ବଶବର୍ତୀ ହୋଇ କର୍ଣ୍ଣାଟକର ଧାରବାଡ଼ର କଲାବିକାଈ ଚଲାରେ ରହୁଥିବା ଏକ
Read More...

ପୁଲିସ-ମାଓବାଦୀ ମୁହାଁମୁହିଁ ; ଗୁଳିବିନିମୟ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଣି ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ରବିବାର ଜଣାପଡ଼ିଛି। ସ୍ୱାଭିମାନ ଅଞ୍ଚଳର ପଣସପୁଟ ଅଞ୍ଚଳରେ ଗୁଳିବିନିମୟ ଚାଲୁ ରହିଛି। ମାଲକାନଗିରି ଏସଓଜି, ଡି ଭି ଏଫ ଓ ଆନ୍ଧ୍ର ଗ୍ରେହଣ୍ଡଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ
Read More...

କଟକ ରେ ପୁଣି ୬୦ କରୋନା ପଜିଟିଭ : ତିନିଦିନରେ ୧୯୨ ଛୁଇଁଲା ଅକ୍ରାନ୍ତଙ୍କ ସଂଖ୍ୟା

କଟକ: ଚିନ୍ତା ବଢାଇଲା କଟକର ସାହି, ବସ୍ତି । ପୁଣି ଗୋଟିଏ ଦିନରେ କଟକ ସହରରୁ ୬୦ ଜଣ କରୋନା ଆକ୍ରାନ୍ତ ଚିହତନଟ ହୋଇଛନ୍ତି । ଗତ ତିନିଦିନରେ କଟକ ସହରରୁ ୧୯୨ଜଣ ଆକ୍ରାନ୍ତ ଚିହ୍ନଟ ହେବା ଘଟଣାକୁ ନେଇ ସହରରେ ଆତଙ୍କ ସୃଷ୍ଟି କଲାଣି । ଚୌଦ୍ୱାର ସର୍କଲ ଜେଲର ଜଣେ କର୍ମଚାରୀ , ଷଷ୍ଠ
Read More...

ଗେହଲଟଙ୍କ ନୂଆ ରଣନୀତି, ଘେରିବେ ପ୍ରଧାନମନ୍ତ୍ରୀଙ୍କ ବାସଭବନ

ଜୟପୁର : ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ସଚିନ ପାଇଲଟ ଓ କଂଗ୍ରେସର ୧୮ ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ ଉପରେ ରାଜ୍ୟ ହାଇକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦେଶ ଶାସକ କଂଗ୍ରେସକୁ ବିଳଚିତ କରିଦେଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭାର ଅଧିବେଶନ
Read More...

ଦେଶରେ ୨୪ ଘଣ୍ଟାରେ ୪୮,୬୬୧ ଆକ୍ରାନ୍ତ ଓ ୭୦୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।  ଗତ ୨୪ ଘଣ୍ଟାରେ ୪୮ ହଜାର ୬୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଛି। ସେହିପରି ଗୋଟିଏ
Read More...

ରାଜ୍ୟରେ ୨୫ ହଜାର ଟପିଲା କରୋନା ଆକ୍ରାନ୍ତ, ଆଜି ୧୩୭୬ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୦ଟି ଜିଲ୍ଲାରୁ ୧୩୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ୩୮୯ରେ ପହଂଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୧୭ ଓ ସ୍ଥାନୀୟ ଅଂଚଳରୁ ୪୫୯ ଜଣ ଅଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ
Read More...

ମନ କଥା କହିଲେ ମୋଦୀ, କରୋନା ଏବେ ବି ମାରାତ୍ମକ ସ୍ଥିତିରେ

ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କ ସହ ନିଜ ମନର କଥା କହିବା ଅବସରରେ ଦେଶର ବିଜୟ ପାଇଁ ପ୍ରାଣବଳି ଦେଇଥିବା ସେନାନୀମାନଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି, ଆଜି ୨୬ ଜୁଲାଇ, ଆଜି ଏକ ବିଶେଷ ଦିନ, ଆଜି ହେଉଛି ‘କାର୍ଗିଲ ବିଜୟ ଦିବସ’। ୨୧ ବର୍ଷ ପୂର୍ବେ ଆଜି ଆମର ସେନା କାର୍ଗିଲ ଯୁଦ୍ଧରେ
Read More...

ଇନ୍ସପେକ୍ଟରଙ୍କୁ ଗୁଳି କରି ଏସଆଇର ଆତ୍ମହତ୍ୟା

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ଏସଆଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ରାଜଧାନୀ ନୁଆଦିଲ୍ଲୀର ଲୋଦୀ ଷ୍ଟେଟର ୬୧ ନମ୍ବର ବଙ୍ଗଳାରେ ଏହି ହତ୍ୟାକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁସାରେ, ଏହି
Read More...