Browsing Category

ପ୍ରମୁଖ ଖବର

ଦେଶରେ ୧୪ ଲକ୍ଷ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।  ଗତ ୨୪ ଘଣ୍ଟାରେ ୪୯ ହଜାର ୯୩୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଛି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ
Read More...

‘ରାଉରକେଲା ୱାନ’ ପ୍ରକଳ୍ପ ଉପରେ ସହାରବାସୀଙ୍କ ନଜର

ରାଉରକେଲା:  ରାଉରକେଲା ସ୍ମାର୍ଟସିଟି ଲିମିଟେଡ଼ ପକ୍ଷରୁ ୧୨୦.୩୬ କୋଟିଟଙ୍କା ବ୍ୟୟରେ ଆରମ୍ଭ ହେଉଥିବା ‘ରାଉରକେଲା ୱାନ’ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ସହରବାସୀଙ୍କର ଆଖି ରହିଛି। କାରଣ ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ଉପରେ ରାଉରକେଲା ସହରର ସାମଗ୍ରିକ ବିକାଶ ନିର୍ଭର କରୁଛି।
Read More...

ଫ୍ରାନ୍ସରୁ ଆସୁଛି ରାଫେଲ

ନୂଆଦିଲ୍ଲୀ: ଶେଷରେ ଭାରତୀୟ ବାୟୁସେନାର ପ୍ରତୀକ୍ଷା ଏକପ୍ରକାର ଅନ୍ତ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିବେ। ପ୍ରାୟ ୭୩୬୪ କିଲୋମିଟର ଉଡ଼ାଣ ପରେ ବୁଧବାର ବିମାନଗୁଡ଼ିକ ଆସି ଭାରତର ଅମ୍ବାଲା ବିମାନଘାଟିରେ ପହଞ୍ଚିବେ।
Read More...

୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି । ୨୪ ଘଂଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୪୭କୁ ବୃଦ୍ଧି ପାଇଛି । ୭ଜଣ ମୃତକଙ୍କ ମଧ୍ୟରୁ
Read More...

୩,୩୩୮ କରୋନା ରୋଗୀଙ୍କ ପତା ମିଳୁନି

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାା ବେଳେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ୩,୩୩୮ ଜଣ ଲୋକ ଏହି ସଂକ୍ରମଣ ପାଇଁ ପଜିଟିଭ ପରୀକ୍ଷା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କ ପତା
Read More...

ଓଏଏସ ଅନିଶା ଦାସଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମହଙ୍ଗା ପଡିଲା ବାଲି ମାଫିଆଙ୍କ ସହ ବେତନଟି ତହସିଲଦାର ଅନିଶା ଦାସଙ୍କ ଡ଼ିଲ | ଓଏଏସ ଅନିଶା ଦାସଙ୍କୁ ପ୍ରଥମେ କଳାହାଣ୍ଡିକୁ ବଦଳି ପରେ ଆଜି ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର | ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି | ମୋରମ
Read More...

ଏନ୍କାଉଣ୍ଟରରେ ହାର୍ଡକୋର ନକ୍ସଲ ନିହତ

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ସୀମାନ୍ତ ଆନ୍ଧ୍ରର ଗୁଜେଡି ଜଙ୍ଗଲରେ ସକାଳେ ନକ୍ସଲ ଏବଂ ଆନ୍ଧ୍ରର ଗ୍ରେହାଉଣ୍ଡ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନ୍କାଉଣ୍ଟର ରେ ଜଣେ ହାର୍ଡକୋର
Read More...

ମହିଳା ଡିଏସପି ଙ୍କୁ ବନ୍ଧୁକ ଦେଖାଇ ସୁନା ଚେନ୍ ଲୁଟ୍

ଭୁବନେଶ୍ୱର: ଡିଏସପିଙ୍କ ଘରୁ ଚୋରି । ଭିଜିଲାନ୍ସ ବିଭାଗର ଜଣେ ମହିଳା ଡିଏସପିଙ୍କ ଘରେ ପଶି ସୁନା ଚେନ୍ ଲୁଟିନେଲେ ଲୁଟେରା । ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଏନେଇ ଡିଏସପି ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ,ଖାରବେଳ ନ୪ଗର ୟୁନିଟ୍ ୩ ସରକାରୀ
Read More...

ଡ୍ରୋନ ଦ୍ଵାରା ଏରିଏଲ୍ ସାନିଟାଇଜର ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଆଇଟିଆର୍ ପକ୍ଷରୁ ଆଜି ଡ୍ରୋନ ଦ୍ଵାରା ଏରିଏଲ୍ ସାନିଟାଇଜ କରାଯାଇଥିଲା। ଆନ୍ନା ୟୁନିଭରସିଟି ଓ ଆଇଟିଆର୍ ଚେନ୍ନାଇର ମିଳିତ ସହଭାଗିତାରେ ଏହି ଡ୍ରୋନକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି। ସକାଳେ ବାଲେଶ୍ୱର ସହରର
Read More...

ଉତ୍ତର କୋରିଆରେ ପ୍ରଥମ କରୋନା ଚିହ୍ନଟ

ଉତ୍ତର କୋରିଆ : ଉତ୍ତର କୋରିଆରେ କରୋନା ଭୂତାଣୁ ବା କୋଭିଡ -୧୯ର ପ୍ରଥମ ମାମଲା ଦେଖିବାକୁ ମିଳିଛି । କରୋନାର ପ୍ରଥମ ମାମଲା ଚିହ୍ନଟ ପରେ କିମ ଜୋଙ୍ଗ-ଉନ୍ ପ୍ରଶାସନ ସୀମାରେ ଥିବା କେସୋଙ୍ଗକୁ ଲକଡାଉନ ଘଷଣା କରିଛନ୍ତି । କରୋନା ଆକ୍ରାନ୍ତ ଜଣଙ୍କ ତିନି ବର୍ଷ ପୂର୍ବେ ଦକ୍ଷିଣ କୋରିଆ
Read More...