Browsing Category

ପ୍ରମୁଖ ଖବର

ଡାକ ଦୂତ ସେବା ବନ୍ଦକଲା ଭାରତୀୟ ରେଳୱେ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଗୋପନୀୟ ତଥ୍ୟ ପଠାଇବା ନେଇ ଜାରି ରଖିଥିବା ବ୍ରିଟିସ୍ ଅମଳର ଡାକ ଦୂତ ସେବା ବନ୍ଦ କରିବାକୁ ନିଷ୍ପିତି ନେଇଛି । ଏହା ପରିବର୍ତେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗାଯୋଗ କରିବାକୁ ନିଜର ସମସ୍ତ ଜୋନକୁ ନିଦେ୍ର୍ଧଶ ଦେଇଛି । ଖର୍ଚ୍ଚ କମ୍ କରିବା ଉଦେଶ୍ୟରେ
Read More...

ଗୁଣୁପୁର ଏସ୍.ବି.ଆଇ ବ୍ୟାଙ୍କ ୭ଦିନିଆ ସିଲ୍

ରାୟଗଡା: ଗୁଣୁପୁର ଏସ୍.ବି.ଆଇ ମୁଖ୍ୟ ଶାଖାକୁ ୭ଦିନ ପାଇଁ ସିଲ୍ କରାଯାଇଛି । ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି । ବ୍ୟାଙ୍କକୁ ସାନିଟାଇଜର କରାଯିବା ସହ ବ୍ୟାଙ୍କ୍ ସମ୍ମୁଖରେ ୭ ଦିନ ପାଇଁ ବନ୍ଦ ନୋଟିସ୍ ମରାଯାଇଛି । ପଜିଟିଭ୍ ବାହାରିଥିବା
Read More...

ରାଜ୍ୟରେ ୪୮ ଘଂଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ମଙ୍ଗଳବାର ଅପରାହ୍ନ ସୁଦ୍ଧା ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ
Read More...

ଜ୍ୟାକ ମାଙ୍କୁ ଭାରତୀୟ କୋର୍ଟର ସମନ

ନୂଆଦିଲ୍ଲୀ: ଆଲିବାବା ଓ ଏହାର ପ୍ରତିଷ୍ଠା ଜ୍ୟାକ୍ ମାଙ୍କୁ ଭାରତୀୟ କୋର୍ଟ ସମନ ଜାରି କରିଛି । ଭାରତର ଜଣେ କର୍ମଚାରୀଙ୍କୁ ଅନୁଚିତ ଭାବେ ବିଦା କରିଥିବାରୁ ଆଲିବାବା ଓ ଜ୍ୟାକ୍ ମାଙ୍କୁ କୋର୍ଟ ସମନ କରିଛି । ଭାରତ-ଚୀନର ତିକ୍ତତା ପାଇଁ ଆଲିବାବାର ୟୁସି ନ୍ୟୁଜ, ୟୁସି ବ୍ରାଉଜର
Read More...

ଅଗଷ୍ଟରେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ

ଭୁବନେଶ୍ୱର: ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବ । ଏବଂ ଅଗଷ୍ଟ ମାସ ଶେଷ ସୁଦ୍ଧା +୨ କଳା ରେଜଲ୍ଟ
Read More...

ଆଦର୍ଶ ଥାନା ସିଲ୍

ମାଲକାନାଗିରି: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ପ୍ରଶାସନ । ତେବେ ମାଲକାନାଗିରି ଆଦର୍ଶ ଥାନାକୁ ସପ୍ତାହେ ପାଇଁ ସିଲ୍ କରାଯାଇଛି । ଥାନାରେ ଜଣେ ପୋଲିସ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏହା ସହିତ ଏକ
Read More...

ଦୋକାନୀଙ୍କ ପାଇଁ ୫ ନିୟମ

ଭୁବନେଶ୍ୱର: ଦୋକାନୀଙ୍କୁ ତାସ୍, କ୍ରିକେଟ, ଭଲିବଲ୍ ଖେଳିବା ମନା , ଯଦି ଖେଳିବେ ସେମାନଙ୍କୁ ୧୪ ଦିନିଆ କ୍ୱାରେଂଟାଇନ୍ ରେ ରଖାଯିବ । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି । ତତ୍ସହିତ ଗଞ୍ଜାମ ଜିଲ୍ଲାରେ
Read More...

୨୯ରେ ବାହାରିବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । କରୋନା ମହାମାରୀ ସଂକ୍ରମଣ ହେତୁ ଏଥର ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହୋଇଛି । ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା
Read More...

ଚୀନ୍‌କୁ ପୁଣି ଝଟ୍‌କା; ଆଉ ୪୭ ଚାଇନିଜ୍‌ ଆପ୍‌ ବ୍ୟାନ କଲା ଭାରତ

ନୂଆଦିଲ୍ଲୀ: ଚୀନ ଉପରେ ଭାରତ ସରକାର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି। ପୂର୍ବରୁ ୫୯ ଚାଇନିଜ୍‌ ମୋବାଇଲ୍‌ ଆପ୍‌ ଉପରେ ସରକାର ପ୍ରତିବନ୍ଧକ ଲଗାଇଥିବାବେଳେ ପୁଣି ୪୭ ଆପ୍‌କୁ ନିଷିଦ୍ଧ କରିଛନ୍ତି। ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୬ ଚାଇନିଜ୍‌ ଆପ୍‌କୁ ଭାରତରେ ନିଷିଦ୍ଧ କରାଯାଇଛି।
Read More...

ବିହାର ଓ ଆସାମରେ ବନ୍ୟା: ୩୫ଲକ୍ଷ ପ୍ରଭାବିତ

ପାଟନା/ଗୁଆହାଟି : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ ଓ ବିହାରରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ଉଦ୍‍ବେଗଜନକ ରହିଛି। ବନ୍ୟା ଯୋଗୁଁ ଏହି ଦୁଇ ରାଜ୍ୟରେ ୩୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ବନ୍ୟାରେ ୨୫ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବିହାର ବନ୍ୟାରେ ୧୦ଲକ୍ଷରୁ ଅଧିକ
Read More...