Browsing Category

ପ୍ରମୁଖ ଖବର

୯ ରାଜ୍ୟକୁ କେନ୍ଦ୍ରସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନା ମହାମାରୀର ସଂକ୍ରମଣ ବୃଦ୍ଧି ପାଉଥିବାରୁ କ୍ୟାବିନେଟ୍ ସଚ୍ଚିବ ୯ଟି ରାଜ୍ୟର ସ୍ଥିତି ସମୀକ୍ଷା କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ ଟେଷ୍ଟି ପାଇଁ ୯ଟି ରାଜ୍ୟକୁ ପରାମର୍ଶ ଦେଇଛନ୍ତି । ଏହି ରାଜ୍ୟ ଗୁଡିକ ହେଲେ ଆନ୍ଧ୍ରପ୍ରଦେଶ,
Read More...

ସରକାରୀ ଜମିକୁ କେନ୍ଦ୍ର କରି ତୁମୁଳକାଣ୍ଡ: ଜଣେ ମୃତ

ଆଠଗଡ: ସରକାରୀ ଜମିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ଧୂରୁଷିଆ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଗୟାଧର । ଖବର ପାଇ ଖୁଂଟୁଣୀ ଥାନା ପୋଲିସ ଘଟଣା ସ୍ଥଳରେ
Read More...

ଟଙ୍କା ଆଦାୟ କରିବା ପଡିଲା ମହଙ୍ଗା

ଖୋର୍ଦ୍ଧା: ଖୋର୍ଦ୍ଧା ଫାଣ୍ଡିର ଜଣେ କନେଷ୍ଟବଳ ରାତିଅଧରେ ଟଙ୍କା ଆଦାୟ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ମାଡ ଖାଇଛନ୍ତି । ଘଟଣା ସ୍ଥଳରେ ପେଟ୍ରୋଲିଂ ଭ୍ୟାନ ଓ ଶିଳ୍ପାଂଚଳ ଫାଣ୍ଡି ଅଧିକାରୀ ପଂହଚି ଉତେଜିତ ଲୋକମାନଙ୍କୁ ବୁଝାଇବା ସହ କନେଷ୍ଟବଳକୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ
Read More...

ଲକ୍ଷାଧିକ ଟଙ୍କା ଚୋରି କଲେ ଦୁର୍ବୁତ

କେନ୍ଦ୍ରାପଡା: ଗୋଟିଏ ଗ୍ରାମର ୬ଟି ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ କରି ନେଇଛନ୍ତି ଦୁର୍ବୁତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତ୍ରର୍ଗତ ପଦ୍ମପୁର ପଂଚାୟତର କିଣିଲେ ଗ୍ରାମରେ । ବିଳମ୍ବିତ ରାତିରେ ଲୁଟେରାମାନେ ଗ୍ରାମର ବଟକୃଷ୍ଣ
Read More...

୧୦ କୋଟି ପରିବାର ନିକଟରେ ପହଁଚିବ ବିଶ୍ୱ ହିନ୍ଦୁ ପରିଷଦ

ଅଯୋଧ୍ୟା: ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ସାରା ଦେଶରେ ଜନସଚେତନ ଅଭିଯାନ ଆରମ୍ଭ କରିବ । ଏନେଇ ଭିଏଚପି ଦେଶର ୫ ଲକ୍ଷ ଗାଁର ୧୦ କୋଟି ପରିବାର ନିକଟରେ ପହଁଚିବା ପାଇଁ ଲକ୍ଷ ଧାର୍ଯ୍ୟ କରିଛି । ଯାହା ଦ୍ୱାରା ଭିଏଚପି କାର୍ଯ୍ୟକର୍ତା ମାନେ ପ୍ରତ୍ୟେକ
Read More...

ଲେଡି ଡନ୍ ଗିରଫ: ଉଦ୍ଧାର ହେଲା ଶିଶୁ

ଗୋଣ୍ଡା: ଦେଶରେ ଶିଶୁ ଅପହରଣ ମାମଲା ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ଶିଶୁମାନଙ୍କୁ ଅପହରଣ କରି ସେମାନଙ୍କ ପରିବାର ଠାରୁ ଟଙ୍କା ହାସଲ , ନଚେତ୍ ଶିଶୁକୁ ଅପରାଧ କାମରେ ନିୟୋଜିତ କରୁଛନ୍ତି । ଏପରି ଏକ ଗ୍ୟାଙ୍ଗର ପର୍ଦ୍ଧାଫାସ କରିଛି ଉତ୍ତରପ୍ରଦେଶ ସ୍ଥିତ ଗୋଣ୍ଡା ପୋଲିସ ।
Read More...

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି:ବିନା ପରୀକ୍ଷାରେ ସିଟି ଛାତ୍ରଛାତ୍ରୀଙ୍କ ଫଳ

ଭୁବନେଶ୍ବର : ସିଟି ତାଲିମପ୍ରାପ୍ତ (ଡିଇଏଲ୍‌ଇଡ୍‌)ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହାଦ୍ବାରା ପ୍ରାୟ ୭୫୦୦ ଛାତ୍ରଛାତ୍ରୀଙ୍କର ବିନା ପରୀକ୍ଷାରେ ଫଳ ପ୍ରକାଶ କରାଯିବ। ଏ ସମ୍ପର୍କରେ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ
Read More...

ବୀଣାପାଣି ମହାନ୍ତିଙ୍କୁ ଦିଆଯିବ ଅତିବଡୀ ପୁରଷ୍କାର

ଭୁବନେଶ୍ୱର: ଓଡିଶା ସାହିତ୍ୟ ଏକାଡେମୀ ଇତିହାସରେ ଆଜି ଦିନଟି ସ୍ୱନକ୍ଷେତ୍ର ଦିବସ । ଏହି ଦିବସ ଅବସରରେ ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ସର୍ବୋଚ୍ଚ ସମ୍ମାନ ଅତିବଡୀ ଜଗନ୍ନାଥ ପୁରଷ୍କାର ପ୍ରଦାନ କରାଯିବ । କରୋନା କଟକଣା ହେତୁ ୪ ଜଣ
Read More...

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଭୋପାଳ: ଦେଶରେ ପ୍ରଥମ କରି ଜଣେ ମୁଖ୍ୟମନ୍ତ୍ରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସେ ହେଉଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବା ପରେ ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ଅନେକ
Read More...

ବସ୍ତି ଅପେକ୍ଷା ସହରରେ ଅଧିକ କରୋନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାସ କରୁଥିବା ବସ୍ତି ବାସିନ୍ଦାଙ୍କ ଅପେକ୍ଷା କରୋନା ସଂକ୍ରମିତ ବ୍ୟକ୍ତି ସହରାଂଚଳରେ ଅଧିକ ଅଛନ୍ତି । ଦିଲ୍ଲୀରେ କରାଯାଉଥିବା ସିରୋ ସର୍ଭେରୁ ଏହି ତଥ୍ୟର ଖୁଲାସା ହୋଇଛି । ଏହି ତଥ୍ୟ ଅନୁସାରେ ସହରାଚଂଳରେ କରୋନା ସଂକ୍ରମଣ ଅଧିକ ଥିବାବେଳେ ବସ୍ତି,ଅବୈାଧ
Read More...