Browsing Category

ପ୍ରମୁଖ ଖବର

କରୋନା ନେଲା ୧୦ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ମୃତ୍ୟୁ ହାର ମଧ୍ୟ ବଢିଚାଲିଛି । ଫୁଣି ଥରେ କରୋନାରେ ୧୦ ଜଣଙ୍କ ଜୀବନ ଯାଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦ରେ ପହଁଚିଛି । ମୃତକଙ୍କ ମଧ୍ୟରେ ୯ଜଣ ପୁରୁଷ ଥିବାବେଳେ ଜଣେ ମହିଳା ଅଛନ୍ତି ବୋଲି ରାଜ୍ୟ
Read More...

ଚକ୍ରଦୋଳି ଦିବସ

ଆଜି ଚକ୍ରଦୋଳି ଦିବସ । ୨୦୧୪ରୁ ଏହି ଦିବସ ପାଳନ କରାଯାଉଛି । ବହୁ ପ୍ରାଚୀନ କାଳରୁ ଏହା ଆବାଳ ବୃଦ୍ଧବନିତାଙ୍କ ମନୋରଂଜନ କରିଆସିଲାଣି । ୫୦୦ ଏଡିରେ ବାଇଜାନଟାଇନ୍ ସାମ୍ରାଜ୍ୟରେ ଏହାର ଉତ୍ପତି ହୋଇଥିଲା । ୧୮୭୧ରେ ଆଇଓୱା ଅନ୍ତର୍ଗତ ଡାଭେନପୋର୍ଟର ମାର୍କିନ୍ ଉଭାବକ ୱାଲିଅମ୍ ସ୍ନାଇଡର୍,
Read More...

ଶ୍ରୀନଗରରେ ଏନକାଉଣ୍ଟର; ୨ ଆତଙ୍କୀ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଶ୍ରୀନଗରର ପାରିମ୍ପୋରାରେ
Read More...

ପୁଣି ସଚିନ ପାଇଲଟ ଆଶ୍ୱସ୍ଥ

ଜୟପୁର: ରାଜସ୍ଥାନ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ ଓ ଅନ୍ୟ ୧୮ଜଣ ବିଧାୟକଙ୍କ ସଭ୍ୟରଦ ଲାଗି ବାଚସ୍ପତିଙ୍କ ନୋଟିସ ଉପରେ ରାଜସ୍ଥାନ ହାଇକୋର୍ଟ ଆଜି ସ୍ଥିତାବସ୍ତା ବଜାୟୀ ରଖିବାକୁ ନିର୍ଦେଶ ଦେଇଛନ୍ତି । ଫଳରେ ପୁଣିଥରେ କୋର୍ଟରୁ ଆଶ୍ୱସ୍ତି ପାଇଛନ୍ତି ସଚିନ ପାଇଲଟ । ମାମଲାର
Read More...

ପ୍ଲାଜମା ଥେରାପି ସଫଳ, ପ୍ରଥମ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ

ଭୁବନେଶ୍ୱର : ପ୍ଲାଜମା ନେଇଥିବା ରାଜ୍ୟର ପ୍ରଥମ ରୋଗୀ ସୁସ୍ଥ ହୋଇଛନ୍ତି । ସେ ଆଜି ହସ୍ପିଟାଲରୁ ଘରକୁ ଫେରିଛନ୍ତି । ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ ହେବା ପରେ ଏବେ ଏହା କରୋନା ମୁକାବିଲା ପାଇଁ ସହାୟକ ହେବା ନେଇ ଆଶା ସଂଚାର କରିଛି । ଅନ୍ୟପକ୍ଷରେ ପ୍ଲାଜମା ନେଇଥିବା ଅନ୍ୟ ୧୩ ଜଣ
Read More...

୩ୟ ଥର ପାଇଁ କରୋନା ପଜିଟିଭ୍

ବ୍ରାସିଲିଆ: ବ୍ରାଜିଲର ରାଷ୍ଟ୍ରପତି ବୋଲସୋନାରୋଙ୍କ ନମୁନା ଆଉ ଥରେ ପରୀକ୍ଷା କରାଯାଇଥିଲା । ଏଥରକ ବି ସେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛିି । ଜୁଲାଇ ୭ରୁ ଏ ପର୍ଯ୍ୟନ୍ତ ସେ ତିନି ଥର କରୋନା ପଜିଟିଭ ବାହାରିସରିଲେଣି । ବୋଲସୋନାରୋ ହେଉଛନ୍ତି ବିଶ୍ୱର ଏପରି ଏକ ନେତା ,
Read More...

କୋଭାକ୍ସିନର ମାନବୀୟ ପରୀକ୍ଷା ଆରମ୍ଭ

ଚେନ୍ନାଇ: ସ୍ୱଦେଶୀ କରୋନା ଟିକା ‘କୋଭାକ୍ସିନ’ର ପ୍ରଥମ ପର୍ଯ୍ୟାୟ ମାନବୀୟ ପରୀକ୍ଷା ଚେନ୍ନାଇରେ ଆରମ୍ଭ ହୋଇଛି । ଏହି ପରୀକ୍ଷାକୁ ଚେନ୍ନାଇସ୍ଥିତ ଏସଆରଏମ ମେଡିକାଲ କଲେଜ ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟରରେ କରାଯାଇଛି । ହସ୍ପିଟାଲରେ ଏହି ପରୀକ୍ଷାର ନେତୃତ୍ୱରେ ଥିବା ଡାକ୍ତର ସତ୍ୟଜିତ
Read More...

ଗେମ୍ ଖେଳିବାକୁ ମନାକରିବାରୁ ଆତ୍ମହତ୍ୟା କଲା ପୁଅ

କଳାହାଣ୍ଡି: ମୋବାଇଲରେ ଗେମ୍ ଖେଳିବା ନିଶା ସମସ୍ତିଙ୍କୁ ଘାରିଛି । ଗେମ୍ ଖେଳିବାକୁ ମନା କରିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ନାବାଳକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେସିଙ୍ଗା ଥାନା ମାଳପଡା ଗାଁରେ । ମୃତକ ନାବାଳକ ଜଣଙ୍କ ହେଲେ ଇସାନ ପ୍ରଦାନ ବୟସ-୧୧ ବର୍ଷ ।
Read More...

ଅସୁରକ୍ଷିତ ରାଜଧାନୀ

ଭୁବନେଶ୍ୱର: ଅସୁରକ୍ଷିତ ହୋଇପଡିଛି ରାଜଧାନୀ । ଭୁବନେଶ୍ୱର ଜାଗମରା ପ୍ରମେୟ ଅଫିସ ଛକ ନିକଟରେ ଜଣେ ଯୁବକ ୩ ହାତ ଖଣ୍ଡା ଧରି ଜଣେ ବରିଷ୍ଟ ସାମ୍ବାଦିକଙ୍କୁ ବିନା କାରଣରେ ହାଣିବାକୁ ଗୋଡାଇଥିଲେ । ତେବେ ପ୍ରମେୟର ଅନ୍ୟ ସାମ୍ବାଦିକ ଓ ସୁରକ୍ଷାକର୍ମୀ ପହଁଚିଯିବାରୁ ଆକ୍ରମଣକାରୀ ଜଣଙ୍କ
Read More...

ପୋଲସରା ବିଧାୟକ କରୋନା ଆକ୍ରାନ୍ତ

ଗଞ୍ଜାମ : ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଧାୟକଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ପୂର୍ବରୁ ଗଞ୍ଜାମରୁ ଫେରିଥିବାବେଳେ ବୁଧବାର ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ବିଧାୟକ କହିଛନ୍ତି। ଏବେ
Read More...