ଜବତ ହେଲା ଧଳା ଜହର: ବେପାରୀ ଗିରଫ
ଜଳେଶ୍ୱର: କରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟରେ ଲକଡାଉନ୍ କରାଯାଇଥିବା ବେଳେ, ଏହାର ଆଡୁଆଳରେ ବାଲେଶ୍ୱର ଜିଲ୍ଲାରେ ବ୍ରାଉନ୍ ସୁଗାରର କାରବାର ଯୋରସୋରରେ ଚାଲିଛି । ସୂଚନା ଅନୁସାରେ ଜଳେଶ୍ୱର ଥାନା ଅନ୍ତର୍ଗତ ଶେକସରାଇ ଗାଁରେ ସୁକୁମାର ଦାସଗୁପ୍ତା ଦୀର୍ଘ ଦିନ ଧରି ବ୍ରାଉନ୍ ସୁଗାର!-->…
Read More...
Read More...