Browsing Category

ପ୍ରମୁଖ ଖବର

୧୧ ପୁଲିସ କର୍ମଚାରୀଙ୍କୁ କରୋନା

ଖୋର୍ଦ୍ଧା : ୧୧ ଜଣ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବାଣପୁର, ବାଲୁଗାଁର ବିଭିନ୍ନ ଥାନା ଓ ଫାଣ୍ଡିର ୧୧ ପୁଲିସ କରୋନା​‌ରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଥାନା ଓ ଫାଣ୍ଡିର ଅନ୍ୟ କର୍ମଚାରୀମାନଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି। ଏନେଇ
Read More...

କରୋନା ନେଲା ୬ ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ କରୋନାରେ ଆଉ ୬ ଜଣଙ୍କ ମୃତୁ୍ୟ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩, ଭଦ୍ରକ, ଗଜପତି ଓ ରାୟଗଡାରୁ ଜଣେ ଲେଖାଏଁ ରହିଛନ୍ତି । ଏମାନଙ୍କ ବୟସ ଯଥାକ୍ରମେ ୪୪,୭୧, ୫୩,
Read More...

କରୋନା ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର- ଲୋକସଭା ଭବନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତି ନେଇଛନ୍ତି । ଯଦି କୌଣସି ସରକାରୀ କାର୍ଯ୍ୟଳୟରୁ କରୋନା ପଜେଟିଭ ଚିହ୍ନଟ ହୁଅନ୍ତି
Read More...

ପୁଣିଥରେ ଭାରତ-ନେପାଳ ସୀମା ବିବାଦ

ନେପାଳ : ଭାରତ-ନେପାଳ ବିବାଦୀୟ ସୀମା ନିକଟରେ ଭାରତୀୟ ଅଧିକାରୀମାନେ(ଇଣ୍ଡିଆନ ଆର୍ମି ଅଫିସର) ନେପାଳ ଅଧିକାରୀଙ୍କ ସହ ଆଲୋଚନା ପାଇଁ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ନେପାଳର ନାଗରିକମାନେ ସେଠାରେ ଅଧିକ ମାତ୍ରାରେ ଏକତ୍ରିତ ହୋଇ
Read More...

୩୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏକ ମାସ ଭିତରେ ଦୈନିକ ସଂକ୍ରମଣ ୧୫ ହଜାରରୁ ୫୦ ହଜାର ନିକଟତର ହୋଇଛି। ଅର୍ଥାତ ଗତ ଜୁନ ୨୪ରେ ୧୫ ହଜାର ୯୬୯ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଅର୍ଥାତ ଜୁଲାଇ ୨୪ ସୁଦ୍ଧା ଗତ ୨୪
Read More...

ଆସାମ ବନ୍ୟାରେ ୨୬ଲକ୍ଷ ବିପନ୍ନ : ୮୯ ମୃତ

ଗୌହାଟୀ: ଆସାମରେ କରୋନା ମାହାମାୟୀ ଦିନକୁ ଦିନ କାୟା ବିସ୍ତାର କରୁଥିଲା ବେଳେ ବ୍ରହ୍ମପୁତ୍ରରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ପରିସ୍ଥିତିକୁ ସଙ୍ଗିନ ହୋଇପଡିଛି । ବନ୍ୟାରେ ୨୬ ଲୋକରୁ ଉର୍ଦ୍ଧ ଲୋକ ବିପନ୍ନ ହୋଇଥିଲା ବେଳେ ବର୍ତମାନ ସୁଦ୍ଧା ୮୯ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।
Read More...

ରାଜସ୍ଥାନ ମାମଲା : ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ବାଚସ୍ପତି ନିରପେକ୍ଷ କୋର୍ଟ ଆସିଲେ କାହିଁକି

ନୂଆଦିଲ୍ଲୀ: ରାଜସ୍ଥାନର ହାଇକୋର୍ଟର ରାୟକୁ ଚ୍ୟାଲେଞ୍ଜକରି ବିଧାନସଭା ବାଚସ୍ପତି ସିପି ଜୋସି ଦାୟ କରିଥିବା ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆଜି ରହିତାଦେଶ ଦେବାକୁ ମନା କରିଦେଇଛନ୍ତି । ତେବେ ମାମଲାର ପରବର୍ତୀ ଶୁଣାଣୀ ଆସନ୍ତା ସୋମବାର ଦିନ କରିବାକୁ ସର୍ବୋଚ ଅଦାଲତ ଦିବସ
Read More...

ପ୍ରଥମରୁ +୨ ପର୍ଯ୍ୟନ୍ତ କମିବ ପାଠ୍ୟକ୍ରମ

ଭୁବନେଶ୍ୱର: ପ୍ରଥମଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ (ସିଲାବସ୍) ଚଳିତ ଶିକ୍ଷାବର୍ଷରେ କମିବ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ
Read More...

ଗ୍ଲେନମାର୍କ ପକ୍ଷରୁ ଖୁସି ଖବର

ନୂଆଦିଲ୍ଲୀ : କରୋନା ମହାମାରି ସହ ସାରା ବିଶ୍ୱ ଯୁଝି ହେଉଥିବା ବେଳେ ମେଡିସିନ୍ କଂପାନୀ ଗ୍ଳେନମାର୍କ ପକ୍ଷରୁ ଆସିଛି ଏକ ଖୁସି ଖବର । ସାମାନ୍ୟ ଓ ମଧ୍ୟମ ଧରଣର କରୋନା ରୋଗୀଙ୍କ ଉପରେ ଆଟିଂଭାଇରାଲ୍ ଔଷଧ ଫାଭିପିରାଭିରର ଫେଜ-୩ ସକରାତ୍ମକ ପ୍ରଭାବ ପକାଉଥିବାର ଗ୍ଲେନମାର୍କ
Read More...

ମଧ୍ୟପ୍ରଦେଶ: ମନ୍ତ୍ରୀ ଅରବିନ୍ଦ ଭଦୋରିଆଙ୍କୁ କରୋନା

ଭୋପାଳ : ଦେଶରେ କ୍ରମାଗତ ଭାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟ ମନ୍ତ୍ରୀ ଅରବିନ୍ଦ ଭଦୋରିଆ କୋଭିଡ -୧୯ରେ ସଂକ୍ରମିତ ହୋଇଥିବା ଜଣାପଡିଛି। ମନ୍ତ୍ରୀ ଗତକାଲି କ୍ୟାବିନେଟ ବୈଠକରେ ଯୋଗଦେଇ ରାଜ୍ୟପାଳ ଲାଲଜୀ
Read More...