୮ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ
ଭୁବନେଶ୍ୱର: କରୋନା ମହାମାରୀ ସଂକଟ ସମୟରେ ପୂରା ବିଶ୍ୱ ଯୁଝି ହେଉଥିବାବେଳେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ନିୟମିତ ଭାବେ ଗୋରୁ ଚାଲଣ ହେଉଛି । ପୂର୍ବରୁ କେନ୍ଦ୍ରସରକାର ଗୋରୁ ଚାଲଣ ଉପରେ ପ୍ରତିବନ୍ଧକ ଲଗାଇଥିଲେବି ଲୋକଙ୍କ ଏଥିପ୍ରତି ଭୟ ନାର୍ହି । ଖନ୍ତାପଡା ଥାନା ଅନ୍ତର୍ଗତ ଗୋପାଳପୁର!-->…
Read More...
Read More...