Browsing Category

ପ୍ରମୁଖ ଖବର

ଗଞ୍ଜାମରେ ପ୍ଲାଜମା ଥେରାପି ଆରମ୍ଭ

ବ୍ରହ୍ମପୁର- ଗଞ୍ଜାମରେ ପ୍ଲାଜମା ଥେରାପିର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱରରୁ ୬ ୟୁନିଟ୍ ପ୍ଳାଜମା ସଂଗ୍ରହ କରାଯାଇଛି । କରୋନାରେ ଗୁରୁତର ଥିବା ରୋଗୀଙ୍କ ଦେହରେ ଏହି ପ୍ଲାଜମା ଦିଆଯିବ । ପ୍ଲାମା ଦେବା ଦ୍ୱାରା ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା କମିବ ବୋଲି ଗଞ୍ଜମ ଜିଲ୍ଲାପ୍ରଶାସନ
Read More...

ଅଲବିଦା ବିଜୟ ମହାନ୍ତି

ଭୁବନେଶ୍ୱର- ପଂଚଭୂତରେ ଲୀନ ହେଲା ବିଜୟ ମହାନ୍ତିଙ୍କ ମରଶରୀର । ଭୁବନେଶ୍ୱର ସତ୍ୟନଗର ଶଶ୍ମାନରେ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦାହ ସଂସ୍କାରରେ ଜ୍ୱାଇଁ ଦେଲେ ମୁଖାଗ୍ନି । କୋଭିଡ କଟକଣାକୁ ମାନି କମ ସଂଖ୍ୟକ ଲୋକ ଶଶ୍ମାନରେ ଉପସ୍ଥିତ ରହିଥିଲେ । ସମସ୍ତଙ୍କ ଆଖିରୁ
Read More...

କାନ୍ଥକୁ ପେଲିଦେଲେ ମାଙ୍କଡ ଦଳ: ୫ମୃତ

ଲକ୍ଷ୍ନୌ: ମାଙ୍କଡ ଦଳ ଗୋଟିଏ ଇଟା କାନ୍ଥକୁ ପେଲିଦେବାରୁ ତା’ ତଳେ ଚାପି ହୋଇ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ୟୁପିର ଶାହାଜାନପୁର ଜିଲ୍ଲାରେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଘରର ପଙ୍ଖା ଖରାପ ହୋଇଯାଇଥିବାରୁ ଉକ୍ତ
Read More...

ଶୁଭାରମ୍ଭ ହେଲା ଟେଲିମେଡିସିନ୍ ସେବା

ଭଦ୍ରକ: ଭଦ୍ରକ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଟେଲିମେଡିସିନ୍ ସେବାର ଶୁଭାରମ୍ଭ ହୋଇଛି । କରୋନା ମହାମାରୀ ଭଳି ସମୟରେ ଲୋକଙ୍କୁ ଘରେ ବସି ସ୍ୱାସ୍ଥ୍ୟ ସେବା ଯୋଗାଇବା ଓ ସଂକ୍ରମଣରୁ ନିୟନ୍ତ୍ରଣ ରଖିବା ଏଭଳି ସେବାର ଆରମ୍ବ ହୋଇଛି । ଏଥିପାଇଁ ଡାକ୍ତରଖାନା ପକ୍ଷରୁ ୭୬୫୫୦୫୦୮୬୭ ,
Read More...

ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଦେହାନ୍ତ

ଗଜପତି: ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଦେହାନ୍ତ ହୋଇଛି । କରୁଣାକର କୋଭିଡ ହସ୍ପିଟାଲ ଓ କେୟାର ସେଂଟର ପରିଚାଳନା ଦାୟିତ୍ୱରେ ଥିଲେ । କିଛି ଦିନ ତଳେ ସେ ଅସୁସ୍ଥ ଥିଲେ । ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା , ଆଜି ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ରାଇକାଙ୍କ
Read More...

୪୨ ଲକ୍ଷ ଟଙ୍କାର ଚରସ ଜବତ

ନୂଆଦିଲ୍ଲୀ: ଭାରତୀୟ କୋଷ୍ଟଗାର୍ଡଙ୍କ ଦ୍ୱାରା ୪୨ ଲକ୍ଷ ଟଙ୍କାର ଚରସ ଜବତ ହୋଇଛି । କୋଷ୍ଟଗାର୍ଡ ପାଟ୍ରୋଲିଂ ଦଳ ଜାଖା ଉପକୂଳ ନିକଟରୁ ୪୨ ଲକ୍ଷ ଟଙ୍କାର ୨୮ ପ୍ୟାକେଟ୍ ଚରସ ଜବତ କରିଛନ୍ତି ବୋଲି ଆଇସିଜି ସୂଚନା ଦେଇଛନ୍ତି । ଜବତ ହୋଇଥିବା ଏକ କିଲୋଗ୍ରାମ ଓଜନର ପ୍ୟାକେଟକୁ ସାମୁଦ୍ରିକ
Read More...

ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୬ ଆହାତ

ଯାଜପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯାଜପୁର ଜିଲ୍ଲା ରୋଡ ଥାନା ଅର୍ନ୍ତଗତ ଖଣ୍ଡାହତା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ଦୁଇ ମହିଳାଙ୍କ ସମେତ ଚାରି ଜଣ ଆହାତ ହୋଇଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିବା
Read More...

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ଗାଡି କାଗଜପତ୍ରର ବୈଧତା

ଭୁବନେଶ୍ୱର- ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ଗାଡି ଫିଟନେସ, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରସନ କାଗଜପତ୍ରର ବୈଧତା ଅବଦ୍ଧି । ରାଜ୍ୟରେ ଲକଡାଉନ ସ୍ଥିତି ଜାରି ରିଥିବାରୁ ଏଭଳି ନିଷ୍ପତି ନେଉଛନ୍ତି ପରିବହନ କମିସନର । ଏହି ସମୟସୀମା ମଧ୍ୟରେ କୌଣସି କାଗଜପତ୍ର ବୈଧତା
Read More...

ସରକାରଙ୍କ ବଡ ଘୋଷଣା

ଭୁବନେଶ୍ୱର: କରୋନାରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସତ୍କାରକୁ ନେଇ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ପୂର୍ବରୁ ମଧ୍ୟ ରାଜ୍ୟ ସରକାର କରୋନାରେ ମୃତ୍ୟୁ ବରଣ କରୁଥିବା କରୋନା ଯୋଦ୍ଧାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଥିଲେ । କରୋନାରେ ମୃତ୍ୟୁବରଣ କରୁଥିବା
Read More...

ରଥଯାତ୍ରାରେ ନିୟୋଜିତ ୨ ସେବାୟତଙ୍କ କରୋନା ପଜିଟିଭ

ପୁରୀ- ରଥଯାତ୍ରାରେ ନିୟୋଜିତ ହୋଇଥିବା ୨ ସେବାୟତଙ୍କ ରିପୋର୍ଟ ପଜିିଟିଭ ଆସିଛି । ୨ ସେବାୟତଙ୍କୁ କୋଭିଡ ହସ୍ପିଟାଲରେ ଭିର୍ତି କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ରଥ ଯାତ୍ରାରେ ସଂପୃକ୍ତ ୨୬୩୬ ସେବାୟତଙ୍କ ୩ଥର କରୋନା ପରୀକ୍ଷା କରାଯାଇଥିଲା । ରଥଯାତ୍ରା ପୂର୍ବରୁ ଥରେ,
Read More...