Browsing Category

ପ୍ରମୁଖ ଖବର

ଯୁବକଙ୍କୁ ଗୋଡାଇ ହାଣିଲେ ୨ ଦୁର୍ବୃତ

ଭୁବନେଶ୍ୱର: ରାଜଧାନୀରେ ଲକଡାଉନ ସମୟରେ ଆଜି ସ୍ୱଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ୨ ଦୁବୃର୍ତ । ଆଜି ବାପୁଜୀନଗର ଓଭରବ୍ରିଜ ନିକଟରେ ଏହି ଘଟଣା ଘଟିଛି । ୨ଜଣ ଦୁର୍ବୃତ ଫାର୍ସା ଏବଂ ଭୂଜାଲିରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି । ଯୁବକ ଜଣକ
Read More...

ପାଇଲଟଙ୍କୁ ୨୪ ପର୍ଯ୍ୟନ୍ତ ଆଶ୍ୱସ୍ତି

ନୂଆଦିଲ୍ଲୀ: ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ସଚିନ ପାଇଲଟ୍ ଏବଂ ତାଙ୍କ ସମର୍ଥକ ୧୮ ବିଧାୟକଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଆଶ୍ୱସ୍ତି ଦେଇଛନ୍ତି । ଏହି ସମୟ ମଧ୍ୟରେ ବାଚସ୍ପତି ସି.ପି ଜୋଶୀ ପାଇଲଟ୍ ଏବଂ ତାଙ୍କ
Read More...

ଭୁବନେଶ୍ୱରରେ କମୁଛି ସଂକ୍ରମଣ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଲକଡାଉନ ଜାରୀ ପରେ ଏବେ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଆଜି ଖୋର୍ଦ୍ଧା ଜିଲାରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)
Read More...

ସୁମିତ ଦେବ ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡ଼ିସି) ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ: ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡ଼ିସି) ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବରେ ମଙ୍ଗଳବାର ସୁମିତ୍ ଦେବଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ବର୍ତମାନ ଏନ୍ଏମଡ଼ିସିର କାର୍ମିକ
Read More...

ୟୁଏଇରେ IPL ନିମନ୍ତେ ସରକାରଙ୍କ ଅନୁମତି ଲୋଡ଼ିବ BCCI

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ସରକାରୀ ଅନୁମତି ମାଗିବ । ଆଇପିଏଲ୍ ମୁଖ୍ୟ  ବ୍ରିଜେଶ ପଟେଲ ମଙ୍ଗଳବାର ଏ ସଂପର୍କରେ ସୂଚନା ଦେଇଛନ୍ତି । ରଏଟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ
Read More...

କରୋନା ପାଇଁ ମାଉଥ୍ ସ୍ପ୍ରେ

ନୂଆଦିଲ୍ଳୀ : କରୋନା ଭୂତାଣୁ ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ମହାମାରୀ ରୂପ ଧାରଣ କରିଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ଭାରତ ସମେତ ବିଶ୍ବର ଅନେକ ଦେଶରେ ୧୨୦ରୁ ଅଧିକ ପ୍ରକାରର ଭ୍ୟାକ୍ସିନ ବା ଟିକା ଉପରେ ଗବେଷଣା ଜାରି
Read More...

କଟକରୁ ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକରୁ ଆଉ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫ଟି ଲୋକାଲ କେସ୍ ସମେତ ଅନ୍ୟ ୨୬ ସଂଗରୋଧ (ସରକାରୀ ସଂଗରୋଧ କେନ୍ଦ୍ରରୁ ୫ ଜଣ ଓ ହୋମ କ୍ୱାରେଣ୍ଟାଇନରୁ ୨୧ ଜଣ)ରୁ ବୋଲି ଜଣାପଡ଼ିଛି । ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ
Read More...

ରାଜ୍ୟରେ ସ୍ଥାପନ କରାଯିବ ଭାସମାନ ସୌର ପ୍ରକଳ୍ପ

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧୨ଟି ଜଳଭଣ୍ଡାରରେ ଭାସମାନ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ (ଜେଡ୍କଲ୍) ଓ ଜାତୀୟ ଜଳ ବିଦ୍ୟୁତ ନିଗମ (ଏନଏଚପିସି)ର ବୁଝାମଣା ସ୍ୱାକ୍ଷରିତ ହୋଇଛି । ଓଏଚପିସି ସମ୍ମିଳନୀ କକ୍ଷରେ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ
Read More...

N୯୫ମାସ୍କ ଉପରେ କେନ୍ଦ୍ରର କଟକଣା

ନୂଆଦିଲ୍ଲୀ-N୯୫ମାସ୍କ ବ୍ୟବହାରକୁ ନେଇ କେନ୍ଦ୍ରର କଟକଣା । ଏନେଇ କେନନ୍ଦ୍ର ସ୍ୱାସ୍ଥ୍ୟସେବା ନିର୍ଦେଶକ ପ୍ରଫେସର ରାଜୀବ ଗର୍ଗ ସବୁ ରାଜ୍ୟକୁ ଜଣାଇଛନ୍ତି । ସାଧାରଣ ଲୋକ ଏହି ମାସ୍କ ଠିକ ରୂପେ ବ୍ୟବହାର କରୁନାହାନ୍ତି । ଏଥି ପାଇଁ କରୋନା ସଂକ୍ରମଣ ରୋକିବାକୁ ନିଆଯାଇଥିବା ପଦକ୍ଷେପ
Read More...