Browsing Category

ପ୍ରମୁଖ ଖବର

ଶିକ୍ଷକଙ୍କ ମୃତ ଦେହକୁ ଉଠାଇଲେ ସାମ୍ବାଦିକ

ଶେରଗଡ: କରୋନାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବ ଉଠାଇବାକୁ ବି କେହି ଆସୁନଥିବା କଥା ଶୁଣିବାକୁ ମିଳିଥିଲେହେଁ ଏହାର ଦୃଷ୍ଟାନ୍ତ ଉଦାହରଣ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକରେ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଦେହାନ୍ତ ହୋଇଛି । ମାତ୍ର କରୋନା ସନ୍ଦେହରେ
Read More...

ବିଜେପି ବିଜେଡି ମୁହାଁମୁହିଁ

ଭୁବନେଶ୍ୱର: ଗଞ୍ଜାମର କରୋନା ସ୍ଥିତିକୁ ନେଇ ବିଜେପି ବିଜେଡି ମୁହାଁମୁହିଁ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିଜେପି କାର୍ଯ୍ୟକର୍ତା ମାନେ । ବିଜେପି ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଛନ୍ତି, ଗଞ୍ଜାମରେ କରୋନା
Read More...

ଇସ୍ତଫା ଦେବେ ରାହୁଲ ବଜାଜ

ନୂଆଦିଲ୍ଲୀ: ବଜାଜ ଫାଇନାନ୍ସ ଅଧ୍ୟକ୍ଷ ପଦରୁ ରାହୁଲ ବଜାଜ ଇସ୍ତଫା ଦେବେ । ଜୁଲାଇ ୩୧ରୁ ସେ ବଜାଜ ଫାଇନାନ୍ସରୁ ବିଦାୟ ନେବେ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି । କମ୍ପାନିର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରାହୁଲ ବଜାଜ ୧୯୮୭ରୁ ଏହି ପଦରେ ରହି ଆସିଛନ୍ତି । ୫ ଦଶନ୍ଧି ହେବ ସେ
Read More...

ହଜାରେ ଟଙ୍କାରେ ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ : ମହାମାରୀ କରୋନା ପରିସ୍ଥିତିରେ ପୁରା ବିଶ୍ୱ ଗତି କରୁଥିବା ବେଳେ ଆସିଛି ଏକ ଆସ୍ୱସ୍ତି କର ଖବର । ଡିସେମ୍ବର ମାସ ମଧ୍ୟରେ ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି ଭାରତୀୟ ଫାର୍ମା କମ୍ପାନୀ ସେରମ ଇନଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅର୍ଧିକାରୀ ଆଦର ପୁନାୱ୍ାଲା
Read More...

ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଲେ ଓଡିଶାର ୪ ସଦସ୍ୟ

ଭୁବନେଶ୍ୱର- ଓଡିଶାର ୪ ସଦସ୍ୟ ରାଜ୍ୟସଭାର ନୂଆ ସାଂସଦ ଭାବେ ଶପଥ ନେଇଛନ୍ତି । ମୁନାଖାଁ, ମମତା ମହାନ୍ତ, ସୁବାଷ ସିଂ ଓ ସୁଜିତ୍ କୁମାରଙ୍କ ବ୍ୟତିତ ଅନ୍ୟ ୩୯ ସାଂସଦ ଶପଥ ପାଠ କରିଛନ୍ତି । କରୋନା ଭୟାବହତାକୁ ନେଇ ସଂସଦ ଅଧିବେଶନ ବନ୍ଦ ଥିବାରୁ ରାଜ୍ୟ ସଭାର ଅଧ୍ୟକ ଏମ. ଭେଙ୍କେୟା
Read More...

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି

ଭୁବନେଶ୍ୱରେ- ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ । ମୃତକଙ୍କ ମଧ୍ୟରୁ ୩ଜଣ ଗଞ୍ଜାମରୁ ହୋଇଥିବା ବେଳ ଗଜପତି ଓ କଳାହାଣ୍ଡିରୁ ଜଣେ ଲେଖାଏଁ ରହିଛନ୍ତି । ଗଜପତିର ୭୨ ବର୍ଷୀୟ ବୃଦ୍ଧ ପୂର୍ବରୁ ଉଚ୍ଚରକ୍ତ ଚାପ ଓ ଡାଇବେଟିସ ରୋଗରେ ପୀଡିତ ଥିଲେ । କଳାହାଣ୍ଡିର ୮୬ ବର୍ଷୀୟ ବୃଦ୍ଧ ଉଚ୍ଚରକ୍ତ
Read More...

ଗୋଟିଏ ଦିନରେ ସବାଧିକ ରେକର୍ଡ କଲା କରୋନା ଆକ୍ରାନ୍ତ ସଂଖ୍ୟା: ୨୪ ଘଂଟାରେ ୧୦୭୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସଂଖ୍ୟାରେ ଲାଗୁନି ବେକ୍ର । ଦିନକୁୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରତ୍ୟକ ଦିନ ସଂକ୍ରମଣଙ୍କ ସଂଖ୍ୟା ୫୦୦ ପାର କରୁଛି । ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୦୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧
Read More...

ଆମ୍ବ ଦିବସ

ଆମ୍ବ ଭାରତ ଓ ପାକିସ୍ତାନର ଏହା ଏକ ଜାତୀୟ ଫଳ । ଆମ୍ବ ଗଛ ବାଂଲାଦେଶର ଜାତୀୟ ବୃକ୍ଷ । ଜଙ୍ଗଲୀ ଆମ୍ବର ଉତ୍ପତି ଭାରତରେ ହୋଇଥିଲା । ଖ୍ର୍ରୀଷ୍ଟ ପୂର୍ବ ୨୦୦୦ ପୂର୍ବରୁ ଭାରତରେ ଏହା ଉଦ୍ୟାନ କୃଷିର ମାନ୍ୟତା ପାଇସାରିଥିଲା । ଭାରତରୁ ଏହା ଏସିଆର ଅନ୍ୟ ଅଂଚଳକୁ ଯାଇଥିଲା । ଆମ୍ବ
Read More...

ସନ୍ଧ୍ୟା ୫ଟାରେ ବସିବ ମନ୍ତ୍ରୀପରିଷଦ ବୈଠକ

ଭୁବନେଶ୍ୱର- କରୋନା ସ୍ଥିତକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟା ୫ ଟାରେ ବସିବ ରାଜ୍ୟ ମନ୍ତ୍ରୀପରିଷଦ ବୈଠକ । ମହାମାରୀ କରୋନା ପାଇଁ ମୁଖ୍ୟମନ୍ତ୍ରୀ ବଡ ନିଷ୍ପତି ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନିଜ ବାସ
Read More...

କନ୍ଧମାଳର ସମସ୍ତ ବ୍ୟାଙ୍କ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ

କନ୍ଧମାଳ- କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ଧମାଳର ସମସ୍ତ ବ୍ୟାଙ୍କ ସପ୍ତାହେ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଜିଲ୍ଲାର କିଛି ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସମସ୍ତ କର୍ମଚାରୀଙ୍କୁ ୭ ଦିନ ସଙ୍ଗରୋଧରେ
Read More...