Browsing Category

ପ୍ରମୁଖ ଖବର

ମଂଚେଶ୍ୱର ଅଟାକଳ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ୨୬ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ମଂଚେଶ୍ୱର ଅଟକାଳ କର୍ମଚାରୀ ସୁପରସ୍ପେ୍ରଡର । ଆଜି ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୬ ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡିଛି । ଯାହାକି ପ୍ରଶାସନକୁ ଚିନ୍ତାରେ ପକାଇଛି ।
Read More...

ପୁଣି ଓଡିଶାକୁ ବିପଦ

ଭୁବନେଶ୍ୱର: କରୋନା ମହାମାରୀ ସଂକଟ ବେଳେ ଓଡିଶାକୁ ଆଉ ଏକ ବିପଦ ଆସୁଛି । ଚଳିତବର୍ଷ ରାଜ୍ୟରେ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ୧୦ଟି ଜିଲ୍ଲାରେ କମ୍ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ଅତି କମ୍ ବର୍ଷା ହୋଇଛି । ଏହି କାରଣରୁ ଏହି ୧୧ଟି ଜିଲ୍ଲାରେ ମରୁଡି
Read More...

ବର୍ଷକ ଭିତରେ ସୁନା ଦର ୨୫% ବୃଦ୍ଧି

ନୂଆଦିଲ୍ଲୀ: ଏକ ବର୍ଷ ମଧ୍ୟରେ ସୁନା ଦର ୨୫ ପ୍ରତିଶତ ବୃଦ୍ଧି ହୋଇଛି । ମହାମାରୀ କରୋନା ଭାଇରସ୍ ସୁନା ଦରକୁ ଅଧିକ ପ୍ରଭାବିତ କରିଛି । ଯେଉଁଥିପାଇଁ ପ୍ରତିଦିନ ସୁନାଦର ବୃଦ୍ଧି ହେବାରେ ଲାଗିଛି । ସୁନା ଦର ୧୦ ଗ୍ରାମ ପିଛା ତୀବ୍ର ଗତିରେ ବଢି ୪୯ ହଜାର ୫୦୦ ଟଙ୍କାରେ ପହଁଚିଛି । କେବଳ
Read More...

୩୫ ବର୍ଷ ପରେ ରାୟ ପ୍ରକାଶ; ରାଜା ମାନ ସିଂହ ହତ୍ୟା ମାମଲାରେ ୧୧ପୁଲିସ ଦୋଷୀ

ମଥୁରା : ରାଜସ୍ଥାନର ଭରତପୁର ରାଜା ମାନ୍‌ ସିଂହଙ୍କ ହତ୍ୟା ଘଟଣାର ଦୀର୍ଘ ୩୫ ବର୍ଷ ପରେ ୧୧ ପୁଲିସ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଉତ୍ତରପ୍ରଦେଶର ମଥୁରାସ୍ଥିତ ଅଦାଲତ ବୁଧବାର ସେମାନଙ୍କ ଦଣ୍ଡ ଘୋଷଣା କରିବେ। ୧୯୮୫ ଫେବୃଆରୀ ୨୧ରେ ଘଟିଥିବା ଏହି ଲୋମହର୍ଷକ ହତ୍ୟାକାଣ୍ଡ
Read More...

କୋଭିଡ ଟିକା ପାଇଁ ପୁନୱାଲଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର- କୋଭିଡ ଟିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଆଇ ସିଓ ପୁନୱାଲଙ୍କ ସହ ଭିଡିଓ କଲ ଜରିଆରେ କଥାବାର୍ତ ହୋଇଛନ୍ତି । ଖୁବ୍ ଶୀଘ୍ର ଓଡିଶାରେ ଟିକା ପଂହଚାଇବା ପାଇଁ ପୁନୱାଲଙ୍କୁ କହିଛନ୍ତି । କରୋନା ଟିକା ପ୍ରସ୍ତୁତ କରୁଥିବା ଅକ୍ସର୍ଫୋଟ ୟୁନିଭରସିଟର ପରୀକ୍ଷଣ
Read More...

ଆଣ୍ଟି-ଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ହେଲିକପ୍ଟରରୁ ଲଞ୍ଚ୍‌ କରାଯାଇପାରୁଥିବା ‘ନାଗ’ କ୍ଷେପଣାସ୍ତ୍ର(ହେଲିନା)ର ପରୀକ୍ଷଣ ସଫଳ ହୋଇଛି। ଏହାକୁ ଏବେ ‘ଧ୍ରୁବାସ୍ତ୍ର’ ଆଣ୍ଟି ଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ନାମରେ ନାମିତ କରାଯାଇଛି। ଓଡ଼ିଶାର ବାଲେଶ୍ଵର ଜିଲାରେ ଅବସ୍ଥିତ ଆଇଟିଆରରେ ଗତ ୧୫ ଓ ୧୬ ତାରିଖରେ ଏହାର ପରୀକ୍ଷଣ
Read More...

ଶ୍ରମିକକୁ ଦିଅ ସର୍ବନିମ୍ନ ରୋଜଗାର

ଭୁବନେଶ୍ୱର: ଓଡିଶାର ଅର୍ଥନୀତିକୁ ତ୍ୱାରାନ୍ୱିତ କରିବା ପାଇଁ କରୋନା ପରବର୍ତି ସ୍ଥିତିରେ ଶ୍ରମିକ ମାନଙ୍କୁ ସର୍ବନିମ୍ନ ଆୟ ସହ ରୋଜଗାର ଯୋଗାଇ ଦେବା ନିହାତି ଜରୁରି । ଭୁବନେଶ୍ୱର ଭିତିକ ଗବେଷଣା ଚକ୍ରର ଗବେଷଣା ୟୁନିଟ୍ ‘ବିକାଶ ଗବେଷଣା କେନ୍ଦ୍ର’ ସରକାରଙ୍କୁ ଏଭଳି ସୁପାରିସ୍ କରିଛି ।
Read More...

ପତ୍ନୀକୁ ହତ୍ୟା କରି ମାଟିରେ ପୋତିଥିଲେ ସ୍ୱାମୀ

ରାଉରକେଲା: ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ସ୍ୱାମୀ ତା ସ୍ତ୍ରୀକୁ ହତ୍ୟା କରି ମାଟିରେ ପୋତି ଦେଇଥିଲେ ଏବଂ ମାସେ ପରେ ସ୍ତ୍ରୀ ର ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର
Read More...

କେନ୍ଦୁଝର ଜିଲ୍ଲାର ଐତିହାସିକ ପଦକ୍ଷେପ

କେନ୍ଦୁଝର: ରାଜ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଥମ ଜିଲ୍ଲା ଭାବେ ଐତିହାସିକ ପଦକ୍ଷେପ ନେଇଛି । ଜିଲ୍ଲା ଖଣିଜ ପାଣ୍ଠିରୁ ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନଭୋଜନ ସାଙ୍ଗକୁ ମାଗଣା ୟୁନିଫର୍ମ ଓ ପାଠ୍ୟ ପୁସ୍ତକ ବଂଟନ କରାଯିବ । ଜିଲ୍ଲାପାଳ ଆଶିଷ ଠାକରେ ଏହି ସୂଚନା ଦେଇ କହିଛନ୍ତି, ଦଶମ
Read More...

ରାଜ୍ୟ ସରକାରଙ୍କ ଘୋଷଣା : ୫ମାସ ମିଳିବ ମାଗଣା ଡାଲି ଓ ଚାଉଳ

ଭୁବନେଶ୍ୱର : କରୋନା ମହାମାରୀରେ ସମୟରେ ଚାଲିଥିବା ଲକ୍ ଡାଉନ୍ ଓ ସଟ୍ଡାଉନ ଗରିବ ଲୋକଙ୍କ ଜିବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରରକ୍ଷା ଯୋଜନାରେ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ମାସ ମାଗଣାରେ ଡାଲି ଓ ଚାଉଳ ଯୋଗାଇ
Read More...