Browsing Category

ପ୍ରମୁଖ ଖବର

ଭୁବନେଶ୍ୱରରୁ ୨୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରୁ ନୂଆ ୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳ ୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୫ ଆକ୍ରାନ୍ତଙ୍କ ମଧ୍ୟରୁ ସତ୍ୟନଗର କାଳୀମନ୍ଦିର ପାଖରୁ ଜଣେ, କୋଳଥିଆରୁ ଜଣେ, ଚନ୍ଦକାର ଏକ ଚକ୍ଷୁ
Read More...

୨୦୩୦ ମସିହା ସୁଦ୍ଧା ଉତର ପୂର୍ବ ରାଜ୍ୟର ରାଜଧାନୀକୁ ରେଳ ସଂଯୋଗ: ଭାରତୀୟ ରେଳବାଇ

ନୂଆଦିଲ୍ଲୀ- ଭାରତୀୟ ରେଳବାଇ ୨୦୩୦ ମସିହା ସୁଦ୍ଧା ଉତର ପୂର୍ବ ରାଜ୍ୟର ରାଜଧାନୀକୁ ରେଳ ନେଟୱାର୍କ ଦ୍ୱାରା ସଂଯୋଗ କରିବା ପାଇଁ ନିଷ୍ପତି ନେଇଛି । ଏ ସମ୍ପର୍କରେ ରେଲୱେ ବୋର୍ଡ ମୁଖ୍ୟ ବିନୋଦ କୁମାର ୟାଦଭ କହିଛନ୍ତି । ସକିିମ ବ୍ୟତିତ ଅନ୍ୟ ସମସ୍ତ ଉତର ପୂର୍ବ ରାଜ୍ୟର ରାଜଧାନୀକୁୁ ରେଳ
Read More...

ଜୁଲାଇ ୩୧ ପର୍ଯ୍ୟନ୍ତ ସମ୍ବଲପୁର ସଟଡାଉନ

ସମ୍ବଲପୁର- କରୋନା ସଂକ୍ରମଣକୁ ରୋକିବା ପାଇଁ ସମ୍ବଲପୁରକୁ ୧୦ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରାଶସନ । ବୁଧବାର ଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୨ ଦଫା ଲାଗୁହେବ । ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଦଫା ସଟଡାଉନ ହେବ । ସେହିପରି ୨୬ରୁ ୩୧ ତାରିଖ
Read More...

ଗଞ୍ଜାମରେ ପ୍ଲାଜମା ଥେରାପି ଆରମ୍ଭ

ବ୍ରହ୍ମପୁର- ଗଞ୍ଜାମରେ ପ୍ଲାଜମା ଥେରାପିର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱରରୁ ୬ ୟୁନିଟ୍ ପ୍ଳାଜମା ସଂଗ୍ରହ କରାଯାଇଛି । କରୋନାରେ ଗୁରୁତର ଥିବା ରୋଗୀଙ୍କ ଦେହରେ ଏହି ପ୍ଲାଜମା ଦିଆଯିବ । ପ୍ଲାମା ଦେବା ଦ୍ୱାରା ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା କମିବ ବୋଲି ଗଞ୍ଜମ ଜିଲ୍ଲାପ୍ରଶାସନ
Read More...

ଅଲବିଦା ବିଜୟ ମହାନ୍ତି

ଭୁବନେଶ୍ୱର- ପଂଚଭୂତରେ ଲୀନ ହେଲା ବିଜୟ ମହାନ୍ତିଙ୍କ ମରଶରୀର । ଭୁବନେଶ୍ୱର ସତ୍ୟନଗର ଶଶ୍ମାନରେ ବିଜୟ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦାହ ସଂସ୍କାରରେ ଜ୍ୱାଇଁ ଦେଲେ ମୁଖାଗ୍ନି । କୋଭିଡ କଟକଣାକୁ ମାନି କମ ସଂଖ୍ୟକ ଲୋକ ଶଶ୍ମାନରେ ଉପସ୍ଥିତ ରହିଥିଲେ । ସମସ୍ତଙ୍କ ଆଖିରୁ
Read More...

କାନ୍ଥକୁ ପେଲିଦେଲେ ମାଙ୍କଡ ଦଳ: ୫ମୃତ

ଲକ୍ଷ୍ନୌ: ମାଙ୍କଡ ଦଳ ଗୋଟିଏ ଇଟା କାନ୍ଥକୁ ପେଲିଦେବାରୁ ତା’ ତଳେ ଚାପି ହୋଇ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ୟୁପିର ଶାହାଜାନପୁର ଜିଲ୍ଲାରେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଘରର ପଙ୍ଖା ଖରାପ ହୋଇଯାଇଥିବାରୁ ଉକ୍ତ
Read More...

ଶୁଭାରମ୍ଭ ହେଲା ଟେଲିମେଡିସିନ୍ ସେବା

ଭଦ୍ରକ: ଭଦ୍ରକ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଟେଲିମେଡିସିନ୍ ସେବାର ଶୁଭାରମ୍ଭ ହୋଇଛି । କରୋନା ମହାମାରୀ ଭଳି ସମୟରେ ଲୋକଙ୍କୁ ଘରେ ବସି ସ୍ୱାସ୍ଥ୍ୟ ସେବା ଯୋଗାଇବା ଓ ସଂକ୍ରମଣରୁ ନିୟନ୍ତ୍ରଣ ରଖିବା ଏଭଳି ସେବାର ଆରମ୍ବ ହୋଇଛି । ଏଥିପାଇଁ ଡାକ୍ତରଖାନା ପକ୍ଷରୁ ୭୬୫୫୦୫୦୮୬୭ ,
Read More...

ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଦେହାନ୍ତ

ଗଜପତି: ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ଦେହାନ୍ତ ହୋଇଛି । କରୁଣାକର କୋଭିଡ ହସ୍ପିଟାଲ ଓ କେୟାର ସେଂଟର ପରିଚାଳନା ଦାୟିତ୍ୱରେ ଥିଲେ । କିଛି ଦିନ ତଳେ ସେ ଅସୁସ୍ଥ ଥିଲେ । ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା , ଆଜି ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ରାଇକାଙ୍କ
Read More...

୪୨ ଲକ୍ଷ ଟଙ୍କାର ଚରସ ଜବତ

ନୂଆଦିଲ୍ଲୀ: ଭାରତୀୟ କୋଷ୍ଟଗାର୍ଡଙ୍କ ଦ୍ୱାରା ୪୨ ଲକ୍ଷ ଟଙ୍କାର ଚରସ ଜବତ ହୋଇଛି । କୋଷ୍ଟଗାର୍ଡ ପାଟ୍ରୋଲିଂ ଦଳ ଜାଖା ଉପକୂଳ ନିକଟରୁ ୪୨ ଲକ୍ଷ ଟଙ୍କାର ୨୮ ପ୍ୟାକେଟ୍ ଚରସ ଜବତ କରିଛନ୍ତି ବୋଲି ଆଇସିଜି ସୂଚନା ଦେଇଛନ୍ତି । ଜବତ ହୋଇଥିବା ଏକ କିଲୋଗ୍ରାମ ଓଜନର ପ୍ୟାକେଟକୁ ସାମୁଦ୍ରିକ
Read More...

ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୬ ଆହାତ

ଯାଜପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯାଜପୁର ଜିଲ୍ଲା ରୋଡ ଥାନା ଅର୍ନ୍ତଗତ ଖଣ୍ଡାହତା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ଦୁଇ ମହିଳାଙ୍କ ସମେତ ଚାରି ଜଣ ଆହାତ ହୋଇଥିବା ସୂଚନା ମିଳିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିବା
Read More...