Browsing Category

ପ୍ରମୁଖ ଖବର

କୋଭିଡ୍‍-୧୯ରୁ ଆରୋଗ୍ୟଙ୍କ ସଂଖ୍ୟା ୭ଲକ୍ଷ ଟପିଲା, ମୃତ୍ୟୁସଂଖ୍ୟା ୨୭,୪୯୭

ନୂଆଦିଲ୍ଲୀ- ଦେଶରେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୭ଲକ୍ଷକୁ ଅତିକ୍ରମ କରିଛି । ତେବେ ଗତ ୨୪ଘଂଟା ମଧ୍ୟରେ ଆଉ ୨୨ ହଜାର ୬୬୪ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ ଏଯାବତ ମୋଟ ୭ଲକ୍ଷ ୮୭ ଜଣ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଦେଶରେ
Read More...

ଭୁବନେଶ୍ୱରୁ ଆଉ ୪୦ ନୂଆ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ଆଉ ୫୩

ଭୁବନେଶ୍ୱର- ଭୁବନେଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ସଂକ୍ରମିତଙ୍କ ମଧ୍ୟରୁ ଲୋକାଲ କେସ ଅଧିକ ଥିବାରୁ ରାଜଧାନୀ ବାସିଙ୍କ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ନୂଆ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୩୪ ଓ ୧୫
Read More...

ଫନୀ ସହାୟତା ଦାବି, ତହସିଲ କାର୍ଯ୍ୟାଳୟରେ ଗଣଧାରଣା

ସାକ୍ଷୀଗୋପାଳ: ସତ୍ୟବାଦୀ ତହସିଲ ଅଞ୍ଚଳର ଫନୀ ସହାୟତାରୁ ବଞ୍ଚିତ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀମାନେ ସହାୟତା ଦାବି କରି ଷଷ୍ଠ ଥର ନିମନ୍ତେ ଆଜି ସତ୍ୟବାଦୀ ତହସିଲ କାର୍ୟ୍ୟାଳୟ ପରିସରରେ ଗଣଧାରଣା ଦେଇଥିଲେ।  ଏ ସଂକ୍ରାନ୍ତରେ ତହସିଲଦାର ମନୋଜ କୁମାର ନାୟକ ଆନ୍ଦୋଳନକାରୀ ମାନଙ୍କ ସହିତ
Read More...

୩ ଦିନ ପ୍ରବଳ ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ରାଜ୍ୟରେ ମଙ୍ଗଳବାରଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସତର୍କ ସୂଚନା ଦିଆଯାଇଛି। ଏହା ସହିତ ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Read More...

ସମ ହସ୍ପିଟାଲରେ କୋଭ୍ୟାକସିନ ଟିକାର ଶୁଭ ଉଦଘାଟନ

ଭୁବନେଶ୍ୱର- ସମ ହସ୍ପିଟାଲରେ କୋଭିଡ-୧୯ କୋଭ୍ୟାକିସନ ଟିକାର ଶୁଭ ଉଦଘାଟନ କରିଛନ୍ତି ପିଟିସିଟିୟୁର ଅଧ୍ୟକ ଡ. ଇ ଭେକେଂଟ ରାଓ ।କମ୍ୟୁନିଟି ମେଡିସିନ ବିଭାଗ ଅଧିନରେ ଏହି ଟିକାର ପରୀକ୍ଷଣ କରାଯିବ । ପ୍ରଥମ ଥର ପାଇଁ ଓଡିଶାର ସମ ହସ୍ପିଟାରେ ଏହି ଟିକାର ମାନବ ପରୀକ୍ଷଣ କରାଯିବ ବୋଲି
Read More...

ଗିରିରାଜଙ୍କ ବିସ୍ଫୋରକ ମନ୍ତବ୍ୟ; ୩୫ କୋଟି ଯାଚିଥିଲେ ପାଇଲଟ୍‌

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। କଂଗ୍ରେସ ସରକାରରେ ବିଦ୍ରୋହ ସୃଷ୍ଟି କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଏବଂ ତାଙ୍କର ୧୮ ସହଯୋଗୀ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷିତ କରିବାକୁ ନୋଟିସ ଜାରି କରିଥିଲେ।
Read More...

କଟକରୁ ପୁଣି ୧୬ କରୋନା ପଜିଟିଭ ଚିହ୍ନଟ

କଟକ- କଟକରୁ ଚିହ୍ନଟ ହେଲେ ନୂଆ ୧୬ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୬ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮ ଜଣ ହୋମ କ୍ୱାରେଂଟାଇନ ଓ ୨ ଲୋକାଲ କେସ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ କଟକରେ ସଂକ୍ରମିତଙ୍କ ସଂଖ୍ୟା ୩୬୬ରେ ପଂହଚିଥିବା ବେଳେ ୨୧୭ ଜଣ ସୁସ୍ଥ
Read More...

କରୋନାରୁ ସୁସ୍ଥ ହେଲେ ୯୫ ପୋଲିସ କର୍ମଚାରୀ

ଭୁବନେଶ୍ୱର- କରୋନାରୁ ସୁସ୍ଥ ହେଲେ ୯୫ ପୋଲିସ କର୍ମଚାରୀ । ଏହି ଯୋଦ୍ଧା କରୋନାକୁ ହରାଇ ଆରୋଗ୍ୟଲାଭ କରିବା ପରେ ପୁଣିଥିରେ ସର୍ବସାଧାରଣଙ୍କ ସେବାରେ ଯୋଗ ଦେବେ ବୋଲି ପୋଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି । କାମରେ ଯୋଗ ଦେବା ପାଇଁ ଇଛା ପ୍ରକାଶ କରୁଥିବାରୁ ପୋଲିସ ଡିଜି ଟୁଇଟ
Read More...

ସରକାରୀ ବସରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

ରାୟଗଂଜ: ଯୁବତୀଙ୍କୁ ଦୁଷ୍କର୍ମ ତା ପରେ ହତ୍ୟାକୁ ନେଇ ପଶ୍ଚିମବଙ୍ଗର ଦିନାଜପୁର ଜିଲ୍ଲାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଉତେଜିତ ଲୋକେ ଅଭିଯୁକ୍ତକୁ ଗିରଫ ଦାବିରେ ସରକାରୀ ବସ ଓ ପୋଲିସ ଗାଡିରେ ନିଆଁ ଲଗାଇଦେଇଛନ୍ତି । ପୋଲିସର କହିବା ଅନୁସାରେ ଯୁବତୀ ଜଣଙ୍କ ସକାଳୁ ବାହାରକୁ
Read More...

ଭୂମି ପୂଜନରେ ଯୋଗଦେବେ ୨୫୦ ଅତିଥି

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଆସନ୍ତା ୫ ତାରିଖରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦ଜଣ ଅତିଥି ଯୋଗ ଦେବାର ସୂଚନା ମିଳିଛି । ରାମ ମନ୍ଦିର ନିର୍ମାଣ କରିବା ପାଇଁ ସଂଘର୍ଷ କରିଥିବା ବରିଷ୍ଟ ନାଗରିକ ମାନେ ଏହି
Read More...