Browsing Category

ପ୍ରମୁଖ ଖବର

କରୋନାରୁ ସୁସ୍ଥ ହେଲେ ୯୫ ପୋଲିସ କର୍ମଚାରୀ

ଭୁବନେଶ୍ୱର- କରୋନାରୁ ସୁସ୍ଥ ହେଲେ ୯୫ ପୋଲିସ କର୍ମଚାରୀ । ଏହି ଯୋଦ୍ଧା କରୋନାକୁ ହରାଇ ଆରୋଗ୍ୟଲାଭ କରିବା ପରେ ପୁଣିଥିରେ ସର୍ବସାଧାରଣଙ୍କ ସେବାରେ ଯୋଗ ଦେବେ ବୋଲି ପୋଲିସ ମହାନିର୍ଦେଶକ ଅଭୟ ସୂଚନା ଦେଇଛନ୍ତି । କାମରେ ଯୋଗ ଦେବା ପାଇଁ ଇଛା ପ୍ରକାଶ କରୁଥିବାରୁ ପୋଲିସ ଡିଜି ଟୁଇଟ
Read More...

ସରକାରୀ ବସରେ ନିଆଁ ଲଗାଇଲେ ବିକ୍ଷୋଭକାରୀ

ରାୟଗଂଜ: ଯୁବତୀଙ୍କୁ ଦୁଷ୍କର୍ମ ତା ପରେ ହତ୍ୟାକୁ ନେଇ ପଶ୍ଚିମବଙ୍ଗର ଦିନାଜପୁର ଜିଲ୍ଲାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଉତେଜିତ ଲୋକେ ଅଭିଯୁକ୍ତକୁ ଗିରଫ ଦାବିରେ ସରକାରୀ ବସ ଓ ପୋଲିସ ଗାଡିରେ ନିଆଁ ଲଗାଇଦେଇଛନ୍ତି । ପୋଲିସର କହିବା ଅନୁସାରେ ଯୁବତୀ ଜଣଙ୍କ ସକାଳୁ ବାହାରକୁ
Read More...

ଭୂମି ପୂଜନରେ ଯୋଗଦେବେ ୨୫୦ ଅତିଥି

ନୂଆଦିଲ୍ଲୀ: ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଆସନ୍ତା ୫ ତାରିଖରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦ଜଣ ଅତିଥି ଯୋଗ ଦେବାର ସୂଚନା ମିଳିଛି । ରାମ ମନ୍ଦିର ନିର୍ମାଣ କରିବା ପାଇଁ ସଂଘର୍ଷ କରିଥିବା ବରିଷ୍ଟ ନାଗରିକ ମାନେ ଏହି
Read More...

୨ କନେଷ୍ଟେବଳଙ୍କୁ କରୋନା

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଦୁଇ କନେଷ୍ଟବଳ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହି ସୂଚନା ଦେଇ ଭୁବନେଶ୍ୱର ପୋଲିସ କମିଶନର ସୁଧାଂସୁ ଷଡଙ୍ଗୀ କହିଛନ୍ତି ଯେ ରିଜର୍ଭ ଲାଇନର ଦୁଇ କନେଷ୍ଟବଳଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି । ଦୁଇ କନେଷ୍ଟବଳଙ୍କ ମଧ୍ୟରୁ ଜଣଙ୍କର ଘର
Read More...

ଦାୟିତ୍ୱ ନେଲେ ଭୁବନେଶ୍ୱର ଓ କଟକ ନୂଆ ଡିସିପି

ଭୁବନେଶ୍ୱର- ଦାୟିତ୍ୱ ଗ୍ରହଣ କଲେ ଭୁବନେଶ୍ୱର ଓ କଟକ ଡିସିପି । ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଉମାଶଙ୍କର ଦାସ । ପୂର୍ବରୁ ଡିସିପିି ଦାୟିତ୍ୱରେ ଥିବା ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ନୂଆ ଡିସିପି ଉମାଶଙ୍କର ଦାଶ ପୂର୍ବରୁ
Read More...

ଜୁଲାଇ ମାସ ସାବଧାନ

ଭୁବନେଶ୍ୱର- ଜୁଲାଇ ମାସରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି । ଜୁଲଇ ମାସରେ କେବଳ ୧୧ ହଜାର ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ୩ ହଜାର ୪୯୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ରାଜ୍ୟରେ କରୋନା
Read More...

ପ୍ଲାଜମା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର- କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ଏହା ଦ୍ୱରା ବହୁ ମୂୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏହି ଥେରାପି ଦ୍ୱାରା ସୁଫଳ
Read More...

ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା

ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା ପୁରୀ- ଶ୍ରୀଜୀଉଙ୍କ ଚିତାଲାଗି ଅମାବାସ୍ୟା । ଏହି ଦିନ ମହାପ୍ରଭୁ ସ୍ୱର୍ଣ୍ଣଚିତା ଲାଗି ହୋଇଥିନ୍ତି । ଚିତାଲାଗି ଅମାବାସ୍ୟାରେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଜ ଘରକୁ ବିଜେ କରିଥାନ୍ତି । ଏହା ପରେ
Read More...

କରୋନା ନେଲା ଆଉ ୬ ମୁଣ୍ଡ

ଭୁବନେଶ୍ୱରେ- ରାଜ୍ୟରେ କରୋନାରେ ଆଖିବୁଜିଲେ ଆଉ ୬ ଆକ୍ରାନ୍ତ । ମୃତକଙ୍କ ମଧ୍ୟରୁ ୫ ଜଣ ହଟସ୍ପଟ ଗଞ୍ଜାମର ହୋଇଥିବା ବେଳେ ଜଣେ ଗଜପତିର ଅଛନ୍ତି । ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୫ଜଣଙ୍କ ମଧ୍ୟରୁ ୭୦ ବର୍ଷୀୟ ଜଣେ ବୃଦ୍ଧା ରହିଛନ୍ତି । ସେ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ । ଅନ୍ୟ ୨
Read More...

ରାଜ୍ୟର ୨୩ ଜିଲ୍ଲାରେ ୬୭୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ଗତ ୨୪ ଘଂଟାରେ ନୂଆ ୬୭୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୪୬ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୨୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ
Read More...