Browsing Category

ପ୍ରମୁଖ ଖବର

ସହାୟତା ପାଇଁ ଭରଷା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଗୁଆହାଟୀ: ଆସାମରେ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଫୋନରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କ ସହିତ ଆସାମର ବନ୍ୟା ଓ କୋଭିଡ-୧୯ ସଂପର୍କିତ ପରିସ୍ଥିତି ଓ ବାଗଜାନ ତୈଳ କୂପ
Read More...

କୋରାପୁଟ୍ ଜିଲ୍ଲାରେ ୭ ଦିନିଆ ଲକଡାଉନ୍

ଜୟପୁର: କୋରାପୁଟ ଜିଲ୍ଲାରେ ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ୭ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । କୋରାପୁଟ୍, ଜୟପୁର, ସୁନାବେଡା, ମୁନିସପାଲଟି ଓ କୋଟପାଡ ଏନଏସି ଅଂଚଳକୁ ଲକଡାଉନ୍ ଘୋଷଣା କରାଯାଇଛି । ତେବେ ଲକଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ
Read More...

ଜଳସ୍ରୋତରେ ଭାସିଗଲା ୫ ବଖରା ଘର

ନୂଆଦିଲ୍ଲୀ: ସମଗ୍ର ଉତରଭାରତ ସମେତ ଉତରାଖଣ୍ଡରେ ପ୍ରବଳ ବର୍ଷା ହୋଇଛି । ବର୍ଷା ପରେ ଗୋରୀ ନଦୀର ବନ୍ୟା ଜଳରେ ମୁନସାୟରୀ ଅଂଚଳର ୫ଟି ଘର ଭାସିଯାଇଛି । ପିଥୋରାଗଡ ଜିଲ୍ଲାପାଳ ଭିକେ ଜୋଗଡେନ୍ସ କହିଛନ୍ତି ଯେ ବନ୍ୟା ପୀଡିତ ପରିବାରର ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି
Read More...

କୋଭିଡ୍‍-୧୯ରୁ ଆରୋଗ୍ୟଙ୍କ ସଂଖ୍ୟା ୭ଲକ୍ଷ ଟପିଲା, ମୃତ୍ୟୁସଂଖ୍ୟା ୨୭,୪୯୭

ନୂଆଦିଲ୍ଲୀ- ଦେଶରେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୭ଲକ୍ଷକୁ ଅତିକ୍ରମ କରିଛି । ତେବେ ଗତ ୨୪ଘଂଟା ମଧ୍ୟରେ ଆଉ ୨୨ ହଜାର ୬୬୪ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସହ ଏଯାବତ ମୋଟ ୭ଲକ୍ଷ ୮୭ ଜଣ ସଂକ୍ରମିତ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଦେଶରେ
Read More...

ଭୁବନେଶ୍ୱରୁ ଆଉ ୪୦ ନୂଆ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ଆଉ ୫୩

ଭୁବନେଶ୍ୱର- ଭୁବନେଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ସଂକ୍ରମିତଙ୍କ ମଧ୍ୟରୁ ଲୋକାଲ କେସ ଅଧିକ ଥିବାରୁ ରାଜଧାନୀ ବାସିଙ୍କ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ନୂଆ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୩୪ ଓ ୧୫
Read More...

ଫନୀ ସହାୟତା ଦାବି, ତହସିଲ କାର୍ଯ୍ୟାଳୟରେ ଗଣଧାରଣା

ସାକ୍ଷୀଗୋପାଳ: ସତ୍ୟବାଦୀ ତହସିଲ ଅଞ୍ଚଳର ଫନୀ ସହାୟତାରୁ ବଞ୍ଚିତ ପ୍ରକୃତ କ୍ଷତିଗ୍ରସ୍ତ ହିତାଧିକାରୀମାନେ ସହାୟତା ଦାବି କରି ଷଷ୍ଠ ଥର ନିମନ୍ତେ ଆଜି ସତ୍ୟବାଦୀ ତହସିଲ କାର୍ୟ୍ୟାଳୟ ପରିସରରେ ଗଣଧାରଣା ଦେଇଥିଲେ।  ଏ ସଂକ୍ରାନ୍ତରେ ତହସିଲଦାର ମନୋଜ କୁମାର ନାୟକ ଆନ୍ଦୋଳନକାରୀ ମାନଙ୍କ ସହିତ
Read More...

୩ ଦିନ ପ୍ରବଳ ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର: ରାଜ୍ୟରେ ମଙ୍ଗଳବାରଠାରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସତର୍କ ସୂଚନା ଦିଆଯାଇଛି। ଏହା ସହିତ ଉତ୍ତର ଓଡ଼ିଶା, ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Read More...

ସମ ହସ୍ପିଟାଲରେ କୋଭ୍ୟାକସିନ ଟିକାର ଶୁଭ ଉଦଘାଟନ

ଭୁବନେଶ୍ୱର- ସମ ହସ୍ପିଟାଲରେ କୋଭିଡ-୧୯ କୋଭ୍ୟାକିସନ ଟିକାର ଶୁଭ ଉଦଘାଟନ କରିଛନ୍ତି ପିଟିସିଟିୟୁର ଅଧ୍ୟକ ଡ. ଇ ଭେକେଂଟ ରାଓ ।କମ୍ୟୁନିଟି ମେଡିସିନ ବିଭାଗ ଅଧିନରେ ଏହି ଟିକାର ପରୀକ୍ଷଣ କରାଯିବ । ପ୍ରଥମ ଥର ପାଇଁ ଓଡିଶାର ସମ ହସ୍ପିଟାରେ ଏହି ଟିକାର ମାନବ ପରୀକ୍ଷଣ କରାଯିବ ବୋଲି
Read More...

ଗିରିରାଜଙ୍କ ବିସ୍ଫୋରକ ମନ୍ତବ୍ୟ; ୩୫ କୋଟି ଯାଚିଥିଲେ ପାଇଲଟ୍‌

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। କଂଗ୍ରେସ ସରକାରରେ ବିଦ୍ରୋହ ସୃଷ୍ଟି କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଏବଂ ତାଙ୍କର ୧୮ ସହଯୋଗୀ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷିତ କରିବାକୁ ନୋଟିସ ଜାରି କରିଥିଲେ।
Read More...

କଟକରୁ ପୁଣି ୧୬ କରୋନା ପଜିଟିଭ ଚିହ୍ନଟ

କଟକ- କଟକରୁ ଚିହ୍ନଟ ହେଲେ ନୂଆ ୧୬ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୬ ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮ ଜଣ ହୋମ କ୍ୱାରେଂଟାଇନ ଓ ୨ ଲୋକାଲ କେସ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ କଟକରେ ସଂକ୍ରମିତଙ୍କ ସଂଖ୍ୟା ୩୬୬ରେ ପଂହଚିଥିବା ବେଳେ ୨୧୭ ଜଣ ସୁସ୍ଥ
Read More...