Browsing Category

ପ୍ରମୁଖ ଖବର

୨ କନେଷ୍ଟେବଳଙ୍କୁ କରୋନା

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଦୁଇ କନେଷ୍ଟବଳ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଏହି ସୂଚନା ଦେଇ ଭୁବନେଶ୍ୱର ପୋଲିସ କମିଶନର ସୁଧାଂସୁ ଷଡଙ୍ଗୀ କହିଛନ୍ତି ଯେ ରିଜର୍ଭ ଲାଇନର ଦୁଇ କନେଷ୍ଟବଳଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି । ଦୁଇ କନେଷ୍ଟବଳଙ୍କ ମଧ୍ୟରୁ ଜଣଙ୍କର ଘର
Read More...

ଦାୟିତ୍ୱ ନେଲେ ଭୁବନେଶ୍ୱର ଓ କଟକ ନୂଆ ଡିସିପି

ଭୁବନେଶ୍ୱର- ଦାୟିତ୍ୱ ଗ୍ରହଣ କଲେ ଭୁବନେଶ୍ୱର ଓ କଟକ ଡିସିପି । ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଉମାଶଙ୍କର ଦାସ । ପୂର୍ବରୁ ଡିସିପିି ଦାୟିତ୍ୱରେ ଥିବା ଅତିରିକ୍ତ ପୋଲିସ କମିଶନର ଅନୁପ ସାହୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ନୂଆ ଡିସିପି ଉମାଶଙ୍କର ଦାଶ ପୂର୍ବରୁ
Read More...

ଜୁଲାଇ ମାସ ସାବଧାନ

ଭୁବନେଶ୍ୱର- ଜୁଲାଇ ମାସରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି । ଜୁଲଇ ମାସରେ କେବଳ ୧୧ ହଜାର ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ୩ ହଜାର ୪୯୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ରାଜ୍ୟରେ କରୋନା
Read More...

ପ୍ଲାଜମା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର- କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କୁ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି । ଏହା ଦ୍ୱରା ବହୁ ମୂୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏହି ଥେରାପି ଦ୍ୱାରା ସୁଫଳ
Read More...

ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା

ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା ପୁରୀ- ଶ୍ରୀଜୀଉଙ୍କ ଚିତାଲାଗି ଅମାବାସ୍ୟା । ଏହି ଦିନ ମହାପ୍ରଭୁ ସ୍ୱର୍ଣ୍ଣଚିତା ଲାଗି ହୋଇଥିନ୍ତି । ଚିତାଲାଗି ଅମାବାସ୍ୟାରେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଜ ଘରକୁ ବିଜେ କରିଥାନ୍ତି । ଏହା ପରେ
Read More...

କରୋନା ନେଲା ଆଉ ୬ ମୁଣ୍ଡ

ଭୁବନେଶ୍ୱରେ- ରାଜ୍ୟରେ କରୋନାରେ ଆଖିବୁଜିଲେ ଆଉ ୬ ଆକ୍ରାନ୍ତ । ମୃତକଙ୍କ ମଧ୍ୟରୁ ୫ ଜଣ ହଟସ୍ପଟ ଗଞ୍ଜାମର ହୋଇଥିବା ବେଳେ ଜଣେ ଗଜପତିର ଅଛନ୍ତି । ଗଞ୍ଜାମରେ ମୃତ୍ୟୁ ବରଣ କରିଥିବା ୫ଜଣଙ୍କ ମଧ୍ୟରୁ ୭୦ ବର୍ଷୀୟ ଜଣେ ବୃଦ୍ଧା ରହିଛନ୍ତି । ସେ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ । ଅନ୍ୟ ୨
Read More...

ରାଜ୍ୟର ୨୩ ଜିଲ୍ଲାରେ ୬୭୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ଗତ ୨୪ ଘଂଟାରେ ନୂଆ ୬୭୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୪୬ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୨୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ
Read More...

ପ୍ଲାଜମା ଦାନ ପାଇଁ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ଲାଜମା ଦାନ କରିବାକୁ ଯାଉଥିବା କରୋନା ଯୋଦ୍ଧାଙ୍କୁ ପ୍ରଶାଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଟୁଇଟ କରି ଏନଡିଆରଏଫ, ହୋମଗାର୍ଡ, ଅଗ୍ନିଶମବାହିନୀ କର୍ମଚାରୀ ଯେଉଁମାନେ ପ୍ଲାଜମା ଦାନ କରିବାକୁ ନିଷ୍ପତି ନେଇଛନ୍ତି ତାଙ୍କୁ ପ୍ରଶଂସା କରିଛନ୍ତି । କରୋନାରେ ଆକ୍ରାନ୍ତ
Read More...

ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ : ଆଇଏମ୍ଏ

ନୂଆଦିଲ୍ଲୀ: ଭାରତରେ କରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ଦୈନିକ ୩୦ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୪୦ ହଜାର ପାଖାରେ ପହଞ୍ଚିଥିଲା । ଏସବୁ ଭିତରେ ରବିବାର ଭାରତୀୟ ମେଡିକଲ ଆସୋସିଏସନ (ଆଇଏମଏ) ବଡ ବୟାନ ଦେଇ କହିଛି,
Read More...

ନୂଆ ଡିସିପିଙ୍କୁ କଟକରେ ସ୍ୱାଗତ

କଟକ : ଭୁବନେଶ୍ୱର -କଟକ କମିଶନରେଟ ପୁଲିସର କଟକ ଡିସିପି ଭାବେ ନିଯୁକ୍ତ ପ୍ରତୀକ ସିଂହଙ୍କୁ ରବିବାର କଟକରେ ସ୍ୱାଗତ କରାଯାଇଛି। କଟକ ଡିସିପିଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି। କଟକ ଡିସିପି ଅଖିଳେଶ୍ୱର ସିଂହ,ଏସିପି ଏବଂ ସମସ୍ତ
Read More...