Browsing Category

ପ୍ରମୁଖ ଖବର

ଫିଫା ବିଶ୍ୱକପର ମ୍ୟାଚ୍ ସୂଚି ଘୋଷଣା

ଦୋହା: କାତାରରେ ଆୟୋଜିତ ହେବ ୨୦୨୨ ଫିପା ବିଶ୍ୱକପ୍ । ଟୁର୍ଣ୍ଣମେଂଟ ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୧୮ ତାରିଖରେ ଶେଷ ହେବ । ୩୨ଟି ଦଳକୁ ନେଇ ୫ଟି ସହରର ୮ଟି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜିତ ହେବ । ଫିପା ପକ୍ଷରୁ ଆଜି ବିଶ୍ୱକପର ମ୍ୟାଚ୍ ସୂଚି ଘୋଷଣା କରାଯାଇଛି । ନଭେମ୍ବର ୨୧ରେ
Read More...

ଖୋର୍ଦ୍ଧା ବାର କର୍ମଚାରୀ ହତ୍ୟାକାଣ୍ଡର ପରଦା ଫାର୍ଶ: ୬ ଗିରିଫ

ଭୁବନେଶ୍ୱର- ଖୋର୍ଦ୍ଧା ବାର କର୍ମଚାରୀ ହତ୍ୟାକାଣ୍ଡରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରିଫ କରିଛି ସ୍ଥାନୀୟ ପୋଲିସ । ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ପ୍ରେସ କନଫରେନସ ଜରିଆରେ ହତ୍ୟାକାଣ୍ଡର ସବିଶେଷ ତଥ୍ୟ ଜଣାଇ କହିଛନ୍ତି ଦୃବୁତ ବିଏମ ଡ୍ଲବୁ କରରେ ସଂଦ୍ଧ୍ୟା ୬ ସମୟରେ ସ୍ଥାନୀୟ
Read More...

ଏ ସପ୍ତାହରେ ବଢିବ ବର୍ଷା

ଭୁବନେଶ୍ୱର: ଟ୍ରଫଲାଇନ୍ ପ୍ରଭାବରେ ଆସନ୍ତା ୧୬ରୁ ୨୧ ତାରିଖ ଭିତରେ ରାଜ୍ୟରେ ବର୍ଷାର ହେବାର ସମ୍ଭାବନା ଅଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଯାହା ଚାଷ କାମ
Read More...

କଳାହାଣ୍ଡିର ବିକୃତ ଛବି

ଭବାନୀପାଟଣା: ଏନସିଆରଟି ଦ୍ୱାରା ପ୍ରସ୍ତୁତ ପଂଚମ ଶ୍ରେଣୀ ଇଭିଏସ୍ ପୁସ୍ତକରେ କଳାହାଣ୍ଡି ଜିଲ୍ଲା ସଂପର୍କରେ ଭୂଲ ତଥ୍ୟ ପ୍ରକାଶିତ ହୋଇଛି । ଏହି ପୁସ୍ତକରେ ସମଗ୍ର କଳାହାଣ୍ଡିକୁ ଦାରିଦ୍ର୍ୟ ଓ ଅନାହାର ଭୂଖଣ୍ଡ ରୂପେ ବର୍ଣ୍ଣନା କରାଯାଇଛି । ଏହି ଜିଲ୍ଲାର ଲୋକମାନେ ଖାଇବାକୁ ନପାଇ ପତ୍ର ଓ
Read More...

ଦିବ୍ୟାଙ୍ଗଙ୍କ ମହାନତା

ବେଗୁନିଆ: ଲୋକେ ଦାନ ଧର୍ମ କରିବାକୁ ଅମଙ୍ଗ ହେଉଥିବା ବେଳେ , ଜଣେ ଦିବ୍ୟାଙ୍ଗ ଭିକ୍ଷାବୃତି କରି ମନ୍ଦିର ନିର୍ମାଣ କରୁଛନ୍ତି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ୍ ବାଘମାରୀ ଅଟ୍ରୀ ଅଂଚଳରେ । ଦିବ୍ୟାଙ୍ଗ ଜଣଙ୍କ
Read More...

ଇସ୍କନ ମୁଖ୍ୟ ସେବକଙ୍କୁ କରୋନା

ଜଳେଶ୍ୱର: ଜଳେଶ୍ୱର ବ୍ଲକ ଅଧୀନ ଗୋବରଘଟା ପଂଚାୟତର କୃଷ୍ଣନଗର ସ୍ଥିତ ଇସ୍କନ ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ତଥା ତାଙ୍କ ପତ୍ନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପତି,ପତ୍ନୀ ସମାଜସେବା କାର୍ଯ୍ୟରେ ନିୟୋଜିତ ଥିବାରୁ , ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି । ଏଥିପାଇଁ ଲୋକଙ୍କ
Read More...

ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ବହି ଖାତା ବଂଟନ

ବାରିପଦା: କିସ୍, କିଟ୍, କଳିଙ୍ଗ ଟିଭିର ପ୍ରତିଷ୍ଠାତା ତଥା କନ୍ଧମାଳର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କିସ୍ ଅନୁଷ୍ଠାନରେ ପାଠ ପଢୁଥିବା ଓଡିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଖାଇବା ନିମନ୍ତେ ଚୂଡା, ଚିନି ବିସ୍କୁଟ, ଡାଲି ଆଦି ଶୁଖିଲା ଖାଦ୍ୟ ଏବଂ ପାଠ ପଢିବା ନିମନ୍ତେ ବହି, ଖାତା,
Read More...

୩୯୯ ଟଙ୍କାରେ କରୋନା ଟେଷ୍ଟ

ଭୁବନେଶ୍ୱର- ଦିଲ୍ଲୀ ଆଇଆଇଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ଟେଷ୍ଟିଂ କିଟର ଶୁଭରାମ୍ଭ କରାଯାଇଛି । ଏହା ବିଶ୍ୱର ସବୁଠାରୁ ଶସ୍ତା କିଟ । ଏହାର ମୂଳ ଦର ୩୯୯ ଟଙ୍କା ରହିଛି । ଆରଏନଏ ଆଇସୋଲେସନ ଏବଂ ଲାବେରେଟୋରୀ ଚାର୍ଜସ୍ ମିଶାଇଲେ ଏହାର ଦର ୬୫୦ ଟଙ୍କା ଯାଏ ବଢିବ । ୩ ଘଂଟାରେ
Read More...

ଅନଲାଇନ କ୍ଳାସ ପାଇଁ ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ- ଅନଲାଇନ କ୍ଳାସ ପାଇଁ ଏମଏଚଆରଡି ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ପ୍ରଗ୍ୟାତା ନାମକ ଏହି ନୂତନ ଗାଇଡଲାଇନରେ ପ୍ରାକ ପ୍ରାଥମିକ ଶେଣ୍ରୀର ପିଲାଙ୍କ ପାଇଁ ଗୋଟିଏ ଦିନରେ ଅନଲାଇନ କ୍ଳାସର ଅବଧି ୩୦ ମିନିଟରୁ ଅଧିକ ନ ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରଥମରୁ ଅଷ୍ଟମ
Read More...

କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର- ରାଜ୍ୟରେ ପୁଣି ଆଉ ୨ ଜଣ କରୋନାରେ ଆଖି ବୁଜିଛନ୍ତି । ମୃତକ ଦ୍ୱୟ ଗଞ୍ଜାମ ଜିଲ୍ଲାର । ସେମାନଙ୍କ ବୟସ ଯଥାକ୍ରମେ ୫୧ ଓ ୩୪ ବର୍ଷ ବୟସ । ପୂର୍ବରୁୁ ସେମାନେ ବିଭିନ୍ନ ରୋଗରେ ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି । କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ
Read More...