Browsing Category

ପ୍ରମୁଖ ଖବର

୨୦ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମିଳିବ ଟେଲି ମେଡିସିନ୍‌ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ୍‌ ସେବା। ମହାମାରୀ ‘କରୋନା’ ଯୋଗୁଁ ସାଧାରଣ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି
Read More...

ହଟିବାକୁ ଚୀନ୍ ନାରାଜ : ଭାରତର ସେନାଠୁଳ

ଲଦାଖ: ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଓ ଚୀନ ମଧ୍ୟରେ ଉତେଜନା ହ୍ରାସ ପାଇଁ ଉଦ୍ୟମ ଚାଲିଥିଲା ବେଳେ ଚୀନ ଏବେ ପାନଗୌଙ୍ଗ ଟିଏସଓ”ର ଫିଙ୍ଗର ୪ଅଞ୍ଚଳରୁ ସେନା ହଟାଇବାକୁ ମନା କରିଦେଇଥିଲା ଜଣାଯାଇଛି । ତେବେେ ଏହାକୁ ନେଇ ନିକଟ ଭବିଷ୍ୟତରେ ସୀମାନ୍ତରେ ଉତେଜନା ବୃଦ୍ଧି
Read More...

ୟୁଜିସି ନେଇ ଅଦାଲତକୁ ଯିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: କରୋନା ମହାମାରୀ ଯେତେବେଳେ ଆତଙ୍କ ସୃଷ୍ଟି କରିଛି, ସାଧାରଣ ଜନତା ବଂଚିବା ପାଇଁ ରାହା ଖୋଜୁଛନ୍ତି, ସେତେବେଳେ ବି.ପି.ୟୁ.ଟି କର୍ତୃପକ୍ଷ ଶେଷବର୍ଷ ପରୀକ୍ଷା କରିବା ଘୋଷଣା କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଛାତ୍ର କଂଗ୍ରେସର ଏ ସଂକ୍ରାନ୍ତରେ ୟୁଜିସି ଏବଂ
Read More...

ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭

ଭୁବନେଶ୍ବର : ଗୁରୁବାର ରାଜ୍ୟରେ ଆଉ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦,୮୭୭କୁ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ କରୋନା ଆକ୍ରାନ୍ତ
Read More...

୨୦୧୫ରୁ ଏ ପର୍ଯ୍ୟନ୍ତ ଦୂତୀଙ୍କୁ ୪.୦୯ କୋଟି ଟଙ୍କା ମିଳିଛି:ରାଜ୍ୟ ସରକାର

ଭୁବନେଶ୍ୱର- ଦୂତୀ ଚାନ୍ଦଙ୍କୁ ରାଜ୍ୟ ସରକାର କେତେ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି ତାହା ଆଜି ପ୍ରକାଶ କରିଛନ୍ତି । ଏସିଆନ ଖେଳ ପାଇଁ ୩ କୋଟି ଟଙ୍କା ଆର୍ଥିକ ରାଶି ଦେଇଛନ୍ତି । ସେହିପରି ୨୦୧୫-୧୯ରେ ୩୦ ଲକ୍ଷ ଟଙ୍କା, ଟୋକିଓ ଅଲମ୍ପିକ ଟ୍ରେନିଙ୍ଗ ପାଇଁ ୫୦ ଲକ୍ଷ ଟଙ୍କା ଆର୍ଥିକ
Read More...

ପ୍ଳାଜମା ଦାନ ବ୍ୟକ୍ତିଙ୍କୁ ସରକାରଙ୍କ ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଳୀ: କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଜୀବନ ବଂଚାଇବା ପାଇଁ ପ୍ଲାଜମାର ବହୁତ ଜରୁରୀ ରହିଛି । ଏଥିପାଇଁ କର୍ଣ୍ଣାଟକ ସରକାର ଏହି ନିଷ୍ପତି ନେଇଛନ୍ତି , ଯେଉଁମାନେ ପ୍ଳାଜମା ଦାନ କରିବେ ସେମାନଙ୍କୁ ୫୦୦ ଟଙ୍କା ଲେଖାଏଁ ଦିଆଯିବ । କର୍ଣ୍ଣାଟକର ମେଡିକଲ ଶିକ୍ଷା ମନ୍ତ୍ରୀ କେ.ସୁଧାକର
Read More...

ସୈାରଭ ଗାଙ୍ଗୁଲିଙ୍କ ଭାଇଙ୍କୁ କରୋନା

ମୁମ୍ବାଇ: ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟର ସୈାରଭ ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନା ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଏଥିପାଇଁ ସୈାରଭ ଗାଙ୍ଗୁଲି ଏବେ ହୋମ୍ କ୍ୱାରେଂଟାଇନ୍ ରେ ଅଛନ୍ତି । ସ୍ନେହାଶିଷ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗାଲର ସହସମ୍ପାଦକ
Read More...

ପୋଲିସିର ମାଡ ଖାଇ କିଟନାସକ ପିଇଲେ କୃଷକ

ଗୁନା: ପୋଲିସିର ମାଡ ଖାଇ କିଟାନାସକ ଔଷଧ ପିଇଦେଇଛନ୍ତି ଜଣେ କୃଷକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ସୂଚନା ଅନୁସାରେ ପୋଲିସ ଅଧିକାରୀ ଜମି ଖାଲି କରିବାକୁ ଆସି ଜମିରେ ଚାଷ କରୁଥିବା କୃଷକକୁ ଅମାନୁଷିକ ଭାବେ ମାଡ ମାରିଥିଲେ । କୃଷକ ଜଣଙ୍କ ପୋଲିସ୍
Read More...

ଟ୍ରକ୍ ଉପରେ ଚଢିଗଲା ଟ୍ରେନ ‘ୱାଗନ୍’

ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳରେ ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ବନ୍ଦର ଭିତରେ ଥିବା ଆଇରନ୍ ପ୍ଲଟରେ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଟ୍ରକଟି ରେଳ ଲାଇନରେ ଯାଉଥିବା ସମୟରେ ପଛପଟୁ ୱାଗନ୍ ସିଧାସଳଖ ଧକ୍କା ହେବା ସହିତ ଟ୍ରକ ର ପଛପଟେ ସମ୍ପୂର୍ଣ୍ଣ
Read More...

ସେପ୍ଟେମ୍ବରରେ ବସିବ ବିଧାନସଭା:ବାଚସ୍ପତି

ଭୁବନେଶ୍ବର: ଆସନ୍ତା ବିଧାନସଭା ଅଧିବେଶନ ସେପ୍ଟେମ୍ବର ମାସରେ ବସିବ । ଏନେଇ ବିଚାର ବିମର୍ଶ ଚାଲିଛି। ଲୋକସଭା ବାଚସ୍ପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ବିଧାନସଭା ଅଧିନେବଶ ଅନୁଷ୍ଠିତ ହେବ। ଏହି ଅଧିବେଶନରେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି
Read More...