Browsing Category

ପ୍ରମୁଖ ଖବର

ଖଣି ଖନନରେ ଅନିୟମିତତା

ଭୁବନେଶ୍ୱର: ଉଚ୍ଚ ଶ୍ରେଣୀର ଖଣିଜ ପଦାର୍ଥ ଗୁଡିକୁ ନିମ୍ନମାନର ଦେଖାଇ ପରିବହନ କରାଯାଉଥିବାର ଅଭିଯୋଗ ହୋଇଛି । ଏଥିପାଇଁ ଗତ ୩-୪ବର୍ଷ ମଧ୍ୟରେ ଖଣିକୁ ଦିଆଯାଇଥିବା ଷ୍ଟାକିଂ ଏବଂ ତଦନ୍ତ ଓ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ
Read More...

୩୬ ବିଜେଡି ସାଧାରଣ ସଂପାଦକଙ୍କୁ ନିଯୁକ୍ତି

ଭୁବନେଶ୍ୱର- ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୬ ସାଧାରଣ ସଂପାଦକଙ୍କୁ ନିଯୁକ୍ତି କରିଛନ୍ତି । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଛାତ୍ର ଏବଂ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର ଦାୟିତ୍ୱ ଦିଆଯାଇଛି। ବିଜେଡିରେ ୩୬ଜଣ ନେତାଙ୍କୁ ଦଳର
Read More...

ଲାଂଚ ନେଲା ବେଳେ ଧରାପଡ଼ିଲେ କନଷ୍ଟେବଲ୍

ଭୁବନେଶ୍ୱର- ୮ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଡିଲେ କମିଶନରେଟ୍ ପୁଲିସ୍ ରେ କାର୍ଯ୍ୟରତ ଜଣେ କନଷ୍ଟେବଲ୍ । ତାଙ୍କ ନାଁ ହେଲା ସୁରେଶ ଦାସ । ସେ କମିଶନରେଟ୍ ପୁଲିସ ର ଆକାଉଂଟସ୍ ସେକ୍ସନରେ କାମ କରୁଥିଲେ । ସେ ଜଣେ ପୁଲିସ କର୍ମଚାରୀଠାରୁ ଲାଂଚ ନେଉଥିବ ବେଳେ ଭିଜିଲାନ୍ସ ତାକୁ
Read More...

ଫିଫା ବିଶ୍ୱକପର ମ୍ୟାଚ୍ ସୂଚି ଘୋଷଣା

ଦୋହା: କାତାରରେ ଆୟୋଜିତ ହେବ ୨୦୨୨ ଫିପା ବିଶ୍ୱକପ୍ । ଟୁର୍ଣ୍ଣମେଂଟ ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୧୮ ତାରିଖରେ ଶେଷ ହେବ । ୩୨ଟି ଦଳକୁ ନେଇ ୫ଟି ସହରର ୮ଟି ଷ୍ଟାଡିୟମରେ ମ୍ୟାଚ୍ ଆୟୋଜିତ ହେବ । ଫିପା ପକ୍ଷରୁ ଆଜି ବିଶ୍ୱକପର ମ୍ୟାଚ୍ ସୂଚି ଘୋଷଣା କରାଯାଇଛି । ନଭେମ୍ବର ୨୧ରେ
Read More...

ଖୋର୍ଦ୍ଧା ବାର କର୍ମଚାରୀ ହତ୍ୟାକାଣ୍ଡର ପରଦା ଫାର୍ଶ: ୬ ଗିରିଫ

ଭୁବନେଶ୍ୱର- ଖୋର୍ଦ୍ଧା ବାର କର୍ମଚାରୀ ହତ୍ୟାକାଣ୍ଡରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରିଫ କରିଛି ସ୍ଥାନୀୟ ପୋଲିସ । ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ପ୍ରେସ କନଫରେନସ ଜରିଆରେ ହତ୍ୟାକାଣ୍ଡର ସବିଶେଷ ତଥ୍ୟ ଜଣାଇ କହିଛନ୍ତି ଦୃବୁତ ବିଏମ ଡ୍ଲବୁ କରରେ ସଂଦ୍ଧ୍ୟା ୬ ସମୟରେ ସ୍ଥାନୀୟ
Read More...

ଏ ସପ୍ତାହରେ ବଢିବ ବର୍ଷା

ଭୁବନେଶ୍ୱର: ଟ୍ରଫଲାଇନ୍ ପ୍ରଭାବରେ ଆସନ୍ତା ୧୬ରୁ ୨୧ ତାରିଖ ଭିତରେ ରାଜ୍ୟରେ ବର୍ଷାର ହେବାର ସମ୍ଭାବନା ଅଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଭୁବନେଶ୍ୱର ସମେତ ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଯାହା ଚାଷ କାମ
Read More...

କଳାହାଣ୍ଡିର ବିକୃତ ଛବି

ଭବାନୀପାଟଣା: ଏନସିଆରଟି ଦ୍ୱାରା ପ୍ରସ୍ତୁତ ପଂଚମ ଶ୍ରେଣୀ ଇଭିଏସ୍ ପୁସ୍ତକରେ କଳାହାଣ୍ଡି ଜିଲ୍ଲା ସଂପର୍କରେ ଭୂଲ ତଥ୍ୟ ପ୍ରକାଶିତ ହୋଇଛି । ଏହି ପୁସ୍ତକରେ ସମଗ୍ର କଳାହାଣ୍ଡିକୁ ଦାରିଦ୍ର୍ୟ ଓ ଅନାହାର ଭୂଖଣ୍ଡ ରୂପେ ବର୍ଣ୍ଣନା କରାଯାଇଛି । ଏହି ଜିଲ୍ଲାର ଲୋକମାନେ ଖାଇବାକୁ ନପାଇ ପତ୍ର ଓ
Read More...

ଦିବ୍ୟାଙ୍ଗଙ୍କ ମହାନତା

ବେଗୁନିଆ: ଲୋକେ ଦାନ ଧର୍ମ କରିବାକୁ ଅମଙ୍ଗ ହେଉଥିବା ବେଳେ , ଜଣେ ଦିବ୍ୟାଙ୍ଗ ଭିକ୍ଷାବୃତି କରି ମନ୍ଦିର ନିର୍ମାଣ କରୁଛନ୍ତି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ସତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବେଗୁନିଆ ବ୍ଲକ୍ ବାଘମାରୀ ଅଟ୍ରୀ ଅଂଚଳରେ । ଦିବ୍ୟାଙ୍ଗ ଜଣଙ୍କ
Read More...

ଇସ୍କନ ମୁଖ୍ୟ ସେବକଙ୍କୁ କରୋନା

ଜଳେଶ୍ୱର: ଜଳେଶ୍ୱର ବ୍ଲକ ଅଧୀନ ଗୋବରଘଟା ପଂଚାୟତର କୃଷ୍ଣନଗର ସ୍ଥିତ ଇସ୍କନ ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ତଥା ତାଙ୍କ ପତ୍ନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପତି,ପତ୍ନୀ ସମାଜସେବା କାର୍ଯ୍ୟରେ ନିୟୋଜିତ ଥିବାରୁ , ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି । ଏଥିପାଇଁ ଲୋକଙ୍କ
Read More...

ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ବହି ଖାତା ବଂଟନ

ବାରିପଦା: କିସ୍, କିଟ୍, କଳିଙ୍ଗ ଟିଭିର ପ୍ରତିଷ୍ଠାତା ତଥା କନ୍ଧମାଳର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କିସ୍ ଅନୁଷ୍ଠାନରେ ପାଠ ପଢୁଥିବା ଓଡିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଖାଇବା ନିମନ୍ତେ ଚୂଡା, ଚିନି ବିସ୍କୁଟ, ଡାଲି ଆଦି ଶୁଖିଲା ଖାଦ୍ୟ ଏବଂ ପାଠ ପଢିବା ନିମନ୍ତେ ବହି, ଖାତା,
Read More...