Browsing Category

ପ୍ରମୁଖ ଖବର

ବିଦ୍ୟୁତ ଖୁଂଟିରୁ ଖସି କର୍ମଚାରୀଙ୍କ ମୃତ୍ୟୁ

ଭଦ୍ରକ: ବିଦ୍ୟୁତ ଖୁଂଟିରେ ଚଢି କାମକରୁଥିବା ସମୟରେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କରଦା ଗାଁର ଜ୍ଞାନଜିତ ଦାସ । ସେ ନେସ୍କୋ ଯୁବଲିଟର ଭଦ୍ରକ ପାୱାରହାଉସରେ କାର୍ଯ୍ୟରତ ଥିଲେ । ବିଳମ୍ବିତ
Read More...

ଜାମିନରେ ମୁକୁଳିଲେ ବିଭୁ ଷଡଙ୍ଗୀ

ଭୁବନେଶ୍ୱର: ଜେଲରୁ ବାହାରିଲେ ଆୟୁଷ ନିର୍ଦେଶାଳୟ ନିର୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ । ତାଙ୍କ କହିବା କଥା ହେଉଛି ଯେ ପୂର୍ବରୁ ତାଙ୍କ ନାଁ ରେ ଆସିଥିବା ଅସଦାଚରଣ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ମୋର କିଛି ଭୂଲ ନାହିଁ ମୋତେ ଫସାଇ ଦିଆଯାଇଛି । ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ ।
Read More...

ଓପିଡି ୪୮ ଘଂଟା ପାଇଁ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲର ହସ୍ପିଟାଲ ଜଣେ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଭେଷଜ ବିଭାଗର ଡାକ୍ତର ବୋଲି ଜଣାଯାଇଛି । ଡାକ୍ତରଙ୍କ ସଂସ୍ପର୍ଶରେ ଭେଷଜ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଏବଂ ଅନ୍ୟମାନେ ଆସିଥିବାରୁ ଭେଷଜ ଓପିଡିକୁ ୪୮ ଘଂଟା ପାଇଁ ବନ୍ଦ କରାଯାଇଛି
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ ନାମଲେଖା

ଭୁବନେଶ୍ୱର- ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଅନଲାଇନ ନାମଲେଖା ପକ୍ରିୟା ଆରମ୍ଭ କରିଛନ୍ତି । ଏନେଇ ରାଜ୍ୟମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଓଡିଶାରେ ଥିବା ୧୦୩ ଦିବ୍ୟାଙ୍ଗ ସ୍କୁଲର ପିଲା ଅନଲାଇନରେ ଆବେଦନ କରିପାରିବେ । ଅନଲାଇନରେ ନାମ ଲେଖା ପାଇଁ
Read More...

ଆଇପିଏସ୍ ସ୍ତରରେ ବଡ ଅଦଳବଦଳ: କଟକ ଓ ଭୁବନେଶ୍ୱରରେ ନୂଆ ଡିସିପି

ଭୁବନେଶ୍ୱର- ଆଇପିଏସ୍ ସ୍ତରରେ ବଡ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ କରାଯାଇଛି । ପୁରୀ ଏସପି ଉମାଶଙ୍କର ଦାଶ ଭୁବନେଶ୍ୱର ଡିସିପି ହୋଇଥିବା ବେଳେ କନ୍ଧମାଳ ଏସପି ଭୁବନେଶ୍ୱର ଇନଚାର୍ଜ ଡିସିପି ଥିବା ଅନୁପ ସାହୁଙ୍କର କିଛି ଦିନ ତଳେ
Read More...

ବୁଧବାର ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରିକ୍ଷାଫଳ

ନୂଆଦିଲ୍ଲୀ- ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ । ସିବିଏସଇ ର ଅଫିସିଆଲ ୱେବସାଇଟ( cbseresults.nic.in ) ଏବଂ ସରକାରୀ ୱେବ୍ ସାଇଟ ( results.gov.in ) ରେ ଏହି ପରୀକ୍ଷାଫଳ ଉପଲବ୍ଧ ହେବ । ମାନବ ସମ୍ବଳ ବକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଟ୍ୱିଟ୍
Read More...

୧୮ ନାରୀନେତ୍ରୀଙ୍କୁ ଜିଲ୍ଲା ସାଂଗଠନିକ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜେଡି ରାଜ୍ୟ ମହିଳା କମିଟିରେ ବରିଷ୍ଟ ନାରୀନେତ୍ରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନାରୀନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାରୀନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରକୁ କେନ୍ଦୁଝର ଜିଲ୍ଲା, ଗୀତା
Read More...

ଚାକିରି ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ଚାକିରୀ କରାଇଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରାଯିବାର ଅଭିଯୋଗ ଆସିଛି । ପୀଡିତା ଜଣଙ୍କ ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ କହିବା ଅନୁସାରେ , ଅରିସଲର ବଂଟି ନାମକ ଜଣେ ଯୁବକ ତାଙ୍କୁ ଛତାପର ଗୁରୁକୁଳ କଲେଜରେ କାମ ଦେବ କହି ଡାକିନେଇଥିଲା ।
Read More...

ଦୁଇ ଦିନ ପର୍ଯ୍ୟନ୍ତ ସଟଡାଉନ ହେଲା ରେଳଭବନ

ନୂଆଦିଲ୍ଲୀ- ରେଳଭବନର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ୨ ଦିନ ଅର୍ଥାତ ଜୁଲାଇ ୧୪ରୁ ୧୫ ତାରିଖ ପର୍ଯ୍ୟନ୍ତ ରେଳଭବନ ବନ୍ଦ କରିଛନ୍ତି ରେଳମନ୍ତ୍ରୀ । କର୍ମଚାରୀ ମାନଙ୍କୁ ଅଫିସ ଆସିବାକୁ ବାରଣ କରାବା ସହ ଘରେ ରହି କାମ କରିବାକୁ ନିର୍ଦେଶ ଦିଆଯାଇଛି । ରେଳଭବନ ଚାରିପାଖ
Read More...

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି

ଭୁବନେଶ୍ୱରେ- ରାଜ୍ୟରେ ପୁଣି କରୋନାରେ ନେଲା ଆଉ ୪ ଜୀବନ । ମୃତକଙ୍କ ଘର କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଓ ଗଞ୍ଜାମ ରହିଛି । ସେମାନଙ୍କ ବୟସ ଯଥାକ୍ରମେ ୭୧, ୭୧,୮୦, ୪୦,ବର୍ଷ ରହିଛି । ମୃତ୍ୟୁବରଣ କରିଥିବା କଟକର ୭୧ ବର୍ଷୀୟ ବୃଦ୍ଧ ପୂର୍ବରୁ କ୍ୟାନସର ରୋଗରେ ପୀଡିତ ଥିଲେ । ସେହିପରି
Read More...