Browsing Category

ପ୍ରମୁଖ ଖବର

ଚାକିରି ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ

ଭୁବନେଶ୍ୱର: ଚାକିରୀ କରାଇଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ କରାଯିବାର ଅଭିଯୋଗ ଆସିଛି । ପୀଡିତା ଜଣଙ୍କ ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ କହିବା ଅନୁସାରେ , ଅରିସଲର ବଂଟି ନାମକ ଜଣେ ଯୁବକ ତାଙ୍କୁ ଛତାପର ଗୁରୁକୁଳ କଲେଜରେ କାମ ଦେବ କହି ଡାକିନେଇଥିଲା ।
Read More...

ଦୁଇ ଦିନ ପର୍ଯ୍ୟନ୍ତ ସଟଡାଉନ ହେଲା ରେଳଭବନ

ନୂଆଦିଲ୍ଲୀ- ରେଳଭବନର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ୨ ଦିନ ଅର୍ଥାତ ଜୁଲାଇ ୧୪ରୁ ୧୫ ତାରିଖ ପର୍ଯ୍ୟନ୍ତ ରେଳଭବନ ବନ୍ଦ କରିଛନ୍ତି ରେଳମନ୍ତ୍ରୀ । କର୍ମଚାରୀ ମାନଙ୍କୁ ଅଫିସ ଆସିବାକୁ ବାରଣ କରାବା ସହ ଘରେ ରହି କାମ କରିବାକୁ ନିର୍ଦେଶ ଦିଆଯାଇଛି । ରେଳଭବନ ଚାରିପାଖ
Read More...

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି

ଭୁବନେଶ୍ୱରେ- ରାଜ୍ୟରେ ପୁଣି କରୋନାରେ ନେଲା ଆଉ ୪ ଜୀବନ । ମୃତକଙ୍କ ଘର କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଓ ଗଞ୍ଜାମ ରହିଛି । ସେମାନଙ୍କ ବୟସ ଯଥାକ୍ରମେ ୭୧, ୭୧,୮୦, ୪୦,ବର୍ଷ ରହିଛି । ମୃତ୍ୟୁବରଣ କରିଥିବା କଟକର ୭୧ ବର୍ଷୀୟ ବୃଦ୍ଧ ପୂର୍ବରୁ କ୍ୟାନସର ରୋଗରେ ପୀଡିତ ଥିଲେ । ସେହିପରି
Read More...

ଭାରତରେ ସଂକ୍ରମିତ ସଂଖ୍ୟା ୯ଲକ୍ଷ ପାର

ନୂଆଦିଲ୍ଲୀ- ଦେଶରେ ହୁ ହୁ ହେଇ ବଡୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ଘଂଟାରେ ନୂଆ ୨୮,୪୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଭରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୬,୭୫୨କୁ ବୃଦ୍ଧି ହୋଇଥିବା ବେଳେ ୫୭୧୪୫୯
Read More...

ମାରାତ୍ମକ ହେଉଛି କରୋନା: ହୁ

ନ୍ୟୁୟର୍କ- କରୋନା ମହାମାରୀ ଅତ୍ୟଧିକ ମାରାତ୍ମକ ହେଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ ଏକ ଭିଡିଓ କନଫରେନସ ଜରିଆରେ କହିଛନ୍ତି । ସ୍ଥିତିରେ ସୁଧାର ଆସିବା ପାଇଁ ସମୟ ଲାଗିବ । ରାଜନୀତିକ ବ୍ୟକ୍ତିଙ୍କ ନାମ ନନେଇ ପରୋକ୍ଷରେ ଟେଡ୍ରୋସ
Read More...

ରାଜ୍ୟରେ ନୂଆ ୫୪୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହେଲେ ନୂଆ ୫୪୩ କରୋନା ପଜିଟିଭ । ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୮୯ ଲୋକାଲ କେସ ରହିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୧୮୮, ଖୋର୍ଦ୍ଧା ୮୭, କଟକ ୩୯, ଗଜପତି ୨୯, ରାୟଗଡା ୨୪, କେନ୍ଦୁଝର ଓ
Read More...

୧୮ପର୍ଯ୍ୟନ୍ତ ଭିସୁଟ ବନ୍ଦ

ସମମ୍ବଲପୁର: ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଭିସୁଟ) କୁଳପତି ସଟଡାଉନ ଘୋଷଣା କରିଛନ୍ତି । ଜଣେ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେବାପରେ କୁଳପତି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ୫ଜଣ କର୍ମଚଚାରୀ କୋରୋନା
Read More...

ଆଫଗାନିସ୍ତାନରେ ବିସ୍ଫୋରଣ: ୪୩ ଆହତ

କାବୁଲ: ଉତର ଆଫଗାନିସ୍ତାନର ସାମଗନ ଅଂଚଳରେ ଏକ କାରରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୪୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ହସ୍ପିଟାଲ ନିଆଯାଇଛି । ପ୍ରାଦେଶିକ ପରିଷଦର ଡେପୁଟି ହେଡ୍ ମହମ୍ମଦ ହାସିମ୍ ସରୱାରୀ କହିଛନ୍ତି ଯେ ,ଏହି ବିସ୍ଫୋରଣ ପଛରେ କୈାଣସି
Read More...

ଲକ୍ଷଣନଥିବା ରୋଗୀଙ୍କୁ ହୋମ ଆଇସୋଲେସନ ଅନୁମତି

ଭୁବନେଶ୍ୱର- ଏଣିକି ଲକ୍ଷଣନଥିବା ବା ସାମାନ୍ୟ ଲକ୍ଷଣଥିବା ରୋଗୀଙ୍କୁ ହୋମ ଆଇସୋଲେସନ ପାଇଁ ଅନୁମତି ଦେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସର୍ତମଳକ ଭାବେ ଘରେ ରହି ଚିକିତ୍ସିତ ହୋଇପାରିବେ । ୧୪୪ ପୌରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟରେ ହେବ ହୋମ ଆଇସୋଲେସନ । ଯେଉଁମାନଙ୍କ ଘରେ ହୋମ
Read More...

ଚିନ୍ତାରେ ପାକ୍

ନୂଆଦିଲ୍ଲୀ: ତୁର୍କୀ ସେନା ଦ୍ୱାରା ଜାରି ଏକ ରିପୋର୍ଟ ଯୋଗୁ ପାକିସ୍ତାନର ଚିନ୍ତା ବଢିଯାଇଛି । ପାକିସ୍ତାନ ନିକଟରେ ଆମେରିକା ଦ୍ୱାରା ନିର୍ମିତ ୭୦ଟି ଏଫ-୧୬ ଯୁଦ୍ଧବିମାନ ରହିଛି । ଯାହା ଦ୍ୱାରା ସେ ଯୁଦ୍ଧ ସମୟରେ ଭାରତକୁ ବଡ ଧରଣର ଝଟକା ଦେଇପାରିବ । କିନ୍ତୁ ତୁର୍କୀ ରିପୋର୍ଟ ଅନୁସାରେ ,
Read More...