Browsing Category

ପ୍ରମୁଖ ଖବର

କରୋନା ଭାଇରସରୁ ସୁସ୍ଥ ହେଲେ ୧୦୬ ବର୍ଷ ବୟସ୍କ ବୃଦ୍ଧ: ୪ବର୍ଷରେ ସ୍ପାନିଶ ଫ୍ଲୁକୁ କରିଥିଲେ ସାମ୍ନା

ନୂଆଦିଲ୍ଲୀ: ଦିଲ୍ଲୀରେ ଶହେ ବର୍ଷରୁ ଅଧିକ ବୟସର ଜଣେ ବୟସ୍କ ନିକଟରେ କୋଭିଡ-୧୯ରେ ନିଜ ପୁଅଙ୍କ ତୁଳନାରେ ଖୁବ୍ ଶୀଘ୍ର ସୁସ୍ଥ ହୋଇଛନ୍ତି । ସେ ୧୯୧୮ ମସିହାରେ ବ୍ୟାପିଥିବା ସ୍ପାନିଶ ଫ୍ଲୁ ସମୟରେ ସେ ୪ବର୍ଷର ହୋଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ ୧୦୬ବର୍ଷ ବୟସ୍କ ଏହି ରୋଗୀ ନିକଟରେ
Read More...

ଶ୍ରାବଣ ମାସର ପ୍ରଥମ ସୋମବାର : ଶୈବ୍ୟ ପୀଠ ଖାଁ ଖାଁ

ଭୁବନେଶ୍ୱର- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । କିନ୍ତୁ ଶିବ ମନ୍ଦିରେ ଦେଖିବାକୁ ମିଳୁନି ଭକ୍ତଙ୍କ ସମାଗମ । ବିଶେଷ କରି କାଉଡିଆ ମାନେ ଜଳଲାଗି ପାଇଁ ଭିଡ ଜମାଇଥାନ୍ତି , ହେଲେ କରୋନା ପ୍ରତିବନ୍ଧକ ସାଜିଛି । ପୁରୀର ଲୋକନାଥ, ଢେଙ୍କାନାଳ କପିଳାସ, ଭୁବନେଶ୍ୱର ଲିଙ୍ଗରାଜ, କଟକ
Read More...

କଟକ ଚୌଦ୍ୱାର ଜେଲରେ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକ ଚୌଦ୍ୱାର ଜେଲରେ ଜଣେ ୱାର୍ଡର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତ ଜଣଙ୍କ ହେଲେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଡ୍ୟୁଟି କରିଥିଲେ । ଚୌଦ୍ୱାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଚାର୍ଯ୍ୟ ହରିହର ହସ୍ପିଟାଲରେ
Read More...

ବର୍ଷେ ଯାଏ ବଢିଲା କରୋନା ନିୟମ ଅବଧି

ଥିରୁଅନନ୍ତପୁରମ- କରୋନା ସଂକ୍ରମଣ ଚେନକୁ ରୋକିବା ପାଇଁ କଡା ନିଷ୍ପତି ନେଇଛନ୍ତି କେରଳ ସରକାର । ଆଗାମୀ ବର୍ଷେ ଯାଏ କରୋନା ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିର୍ଦେଶ ଦେଇଛନ୍ତି ସରକାର । ରବିବାର କେରଳ ସରକାର ଏହି ଘୋଷଣା କରିଛନ୍ତି । ତେବେ କରୋନା ରୋକିବା ପାଇଁ ଏଯାଏଁ କିଛି ଟିକା
Read More...

ମଝି ଆକାଶରେ ଦୁଇ ବିମାନ ପରସ୍ପର ସହ ଧକ୍କା, ୮ଜଣଙ୍କ ମୃତ୍ୟୁ ସୂଚନା

ୱାସିଂଟନ: ସଡକ ଭଳି ଆକାଶ ପଥରେ ଭୟଙ୍କର ଦୁର୍ଘଟଣା ଘଟିଛି । ମଝି ଆକାଶରେ ଉଡୁଥିବା ବେଳେ ଦୁଇଟି ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଭଳି ଘଟଣା ଏକ ନଦୀ ଉପରେ ଘଟିଥିଲା । ତେଣୁ ଦୁର୍ଘଟଣା ପରେ ବିମାନ ଦୁଇଟି ନଦୀ ମଧ୍ୟକୁ ଖସି ପଡିଛି । ଫଳରେ ବର୍ତମାନ ସୁଦ୍ଧା ୮ଜଣଙ୍କର
Read More...

ଅପରାଜିତାଙ୍କ ବିରୋଧରେ ମାମଲା, ଆକ୍ସନ ଟେକେନ୍ ରିପୋର୍ଟ ମାଗିଲା ବିଏମସି

ଭୁବନେଶ୍ୱର- କୋଭିଡ ନିୟମ ଭାଙ୍ଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଥାନାରେ ମାମଲା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଅପରାଜିତାଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ କମିଶନରେଟ୍ ପୋଲିସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛି
Read More...

ମେ’ଫେୟାର ଗ୍ରୁପ୍ ଅଧ୍ୟକ୍ଷ ଦିଲ୍ଲୀପ ରାୟଙ୍କ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ

ଭୁବନେଶ୍ୱର: ଗୋପାଳପୁର ମେ’ଫେୟାର ହୋଟେଲ ସିଲ ହେବା ଘଟଣା ନେଇ ମେ’ଫେୟାର ହୋଟେଲ ଗ୍ରୁପ୍ ଅଧ୍ୟକ୍ଷ ଦିଲ୍ଲୀପ ରାୟ ପ୍ରଶାସନର ପଦକ୍ଷେପକୁ ପ୍ରଶଂସା କରିଉନ୍ତି । କିନ୍ତୁ ମେ’ଫେୟାର ପକ୍ଷରୁ କୋଭିଡ ନିୟମ ଉଲଂଘନ କରାଯାଇଥିବାରୁ ସେ ମଧ୍ୟ ପ୍ରାର୍ଥନା କରିଛନ୍ତି । ସୂଚନା ଯୋଗ୍ୟ ଶନିବାର
Read More...

ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲାଦାଖ ସୀମାରେ ଉତେଜନା ବଢୁଥିବା ଓ ସମଗ୍ର ଦେଶରେ କରୋନା ପଜେଟିଭ ସଂଖ୍ୟା ବୃଦ୍ଧି ପାଉଥିଲା ବେଳେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ଯାଇ ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ୪୦ ମିନିଟି ଧରି ଭେଟିବା ସହିତ ତାଙ୍କୁ ଦେଶର ସମ୍ପ୍ରତିକ ପରିସ୍ପିତି
Read More...

ଥାନାରେ ୨୪ ଘଂଟା ଖୋଲା ରହିବ ସିସିଟିଭ

କଟକ: ବୀରମିତ୍ରପୁର ଘଟଣା ପରେ ପୋଲିସ ବିଭାଗ ଭାବମୂର୍ତି ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି । ଥାନାରେ ସିସି କ୍ୟାମେରା ଯେଭଳି ୨୪ ଘଂଟା କାର୍ଯ୍ୟକ୍ଷମ ରହିବ ସେଥିପାଇଁ ଡିଜି ଅଭୟ ନିର୍ଦେଶ ଦେଇଛନ୍ତି । ଅନେକ ସମୟରେ ଥାନାରେ କୌଣସି ବେଆଇନ କାମ ଘଟିଲେ, ପୋଲିସ ଅଫିସର ଫୁଟେଜ ଡିଲିଟ୍
Read More...

ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ/ଭୁବନେଶ୍ୱର: ସୁନା ବେଶ ପରେ ରତ୍ନ ସିଂହାସନକୁ ଶ୍ରୀଜିଊ ପ୍ରତ୍ୟାବର୍ତନ କରିବାପରେ ରବିବାର ପ୍ରଥମ ଥର ନୀଳାଚଳ ଅବଢା ବାହାରିଛି । ଅନ୍ୟ ପକ୍ଷରେ କରୋନାକୁୁ ସାରା ରାଜ୍ୟ ମୁକାବିଲା କରୁଥିଲା ବେଳେ କଟକଣା ଭିତରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ପୁରୀ
Read More...