Browsing Category

ପ୍ରମୁଖ ଖବର

୪୦ ୱେବସାଇଟ୍ ବ୍ୟାନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୪୦ଟି ୱେବସାଇଟ୍ ବ୍ୟାନ୍ କରିଛନ୍ତି । ଏହି ସମସ୍ତ ୱେବସାଇଟ୍ ଖଲିସ୍ତାନ ସପକ୍ଷବାଦୀ ସଂଗଠନ ଶିଖର ଫର ଜଷ୍ଟିସ୍ ସହ ଜଡିତ ଓ ରାଷ୍ଟ ବିରୋଧି କାର୍ଯ୍ୟରେ ଜଡିତ ଥିଲା । ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ ୧୯୬୭ ଅନୁସାରେ ଏହାକୁ ବେଆଇନ୍ ଘୋଷଣା କରିଛି ।
Read More...

ବାପାକୁ ମାରି ଜଙ୍ଗଲରେ ଫିଙ୍ଗିଲା ପୁଅ

ମୋହନା: ପାରିବାରିକ କଳହକୁ କେନ୍ଦ୍ର କରି ବାପା କୁ ହତ୍ୟା କରି ମୃତ ଦେହକୁ ଜଙ୍ଗଲରେ ଫୋପାଡିଦେଇଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ପେଜାପାଣି ଗ୍ରାମରେ । ମୃତକ ଜଣଙ୍କ ଦୁର୍ମନ ଶବର ବୋଲି ଜଣାପଡିଛି । ପୋଲିସ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ
Read More...

ବଜ୍ରାଘାତରେ ଚାଲିଗଲା ଜୀବନ

ବୈାଦ୍ଧ: ବୈାଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପୁରୁଣାକଟକ ଥାନା ଧଳପୁର ଗ୍ରାମରେ ବଜ୍ରଘାତ ଯୋଗୁଁ ଶିବ ବେହେରାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ସେ ନିଜ ଘରେ ଥିବା ସମୟରେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତରଖାନା ନେଇଥିବା ବେଳେ
Read More...

ନକଲି ସାମ୍ବାଦିକଙ୍କୁ ନିସ୍ତୁକ ପିଟିଲେ ଠିକାଦାର

ଚନ୍ଦ୍ରଶେଖରପୁର: ଡିଷ୍ଟ୍ରିକ୍ଟ ସେଂଟର ପେଟ୍ରୋଲ ପମ୍ପ ପାଖରେ ରାସ୍ତା ମରାମତି କାମ ଚାଲୁଥିବାବେଳେ ଦୁଇ ଯୁବକ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମିଛ ପରିଚୟ ଦେଇ ଠିକାଦାରଙ୍କ ଠାରୁ ନିସ୍ତୁକ ମାଡ ଖାଇଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖର ପୁର ଅଂଚଳରେ । କାମ ଚାଲିଥିବା
Read More...

ପ୍ଲାଜମା ଦେଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ- ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ଲାଜମା ଦେଇଛନ୍ତି । ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପ୍ଲାଜାମା ଦେଉଥିବାର ଫୋଟ ଟୁଇଟ କରିଛନ୍ତି ନିଜେ ସମ୍ବିତ ପାତ୍ର । ଗତ ମାସରେ ସମ୍ବିତ ପାତ୍ର କରୋନାରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
Read More...

୩୫ ଲକ୍ଷ ଲାଂଚ ନେଇ ଧରାପଡିଲେ ମହିଳା ଏସ୍ଆଇ

ଅହମ୍ମଦାବାଦ: ଦୁର୍ଷମ ମାମଲା ରଫାଦଫା ପାଇଁ ୩୫ ଲକ୍ଷ ଟଙ୍କା ଲାଂଚ ନେଇ କ୍ରାଇମବ୍ରାଂଚ ହାତରେ ଧରାପଡିଲେ ମହିଳା ଏସ୍ଆଇ । ଦୁଇଜଣ ମହିଳା କର୍ମଚାରୀ ଙ୍କ ଉପରେ ତାଙ୍କର ଜଣେ ଉଚ୍ଚ ଅଧିକାରୀ ଯୈାନ ଶୋଷଣ କରିଥିବା ଅଭିଯୋଗର ତଦନ୍ତ ସାଟେଲାଇଟ୍ ଥାନାର ମହିଳା ଏସ୍ଆଇ ଶ୍ୱେତା ଜାଡେଜାଙ୍କୁ
Read More...

ବିଧାନସଭାର ବିଭିନ୍ନ କମିଟି ବୈଠକ ବାତିଲ

ଭୁବନେଶ୍ୱର- କରୋନା ସ୍ଥିତି ହୁ ହୁ ହୋଇ ବଢୁଥିବାବରୁ ଏହାର ପ୍ରଭାବ ବିଧାନସଭାର ଉପରେ ମଧ୍ୟ ପଡିଛି । ବିଧାନସଭାରେ ହେବାକୁ ଥିବା ବିଭିନ୍ନ କମିଟି ବୈଠକକୁ ବାତିଲ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତେବେ ଗତମାସରେ ବିଧାନସଭାର ବିଭିନ୍ନ
Read More...

୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ : ୧ମୃତ ୨ଜଣ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିର୍ଜାପୁର ଗାଁରେ ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ତରୁଲତା ବିଶ୍ୱାଳ । ସେ ତାଙ୍କ ସ୍ୱାମୀ ନିତ୍ୟ ରଞ୍ଜନ ବିଶ୍ୱାଳ ଓ ଝିଅ ଜୟଶ୍ରୀ ମଲ୍ଲୀକ
Read More...

କରୋନାରେ ଆକ୍ରାନ୍ତ ହେଲେ ଜଣେ ବିଧାୟକ

ବାଲେଶ୍ୱର- ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ତେବେ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଉକ୍ତ ବିଧାୟକ କହିଥିବା ସୂଚନା ମିଳିଛି । ସୂଚନା ଅନୁସାରେ
Read More...

କରୋନା ନେଲା ଆଉ ୨ ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୨ ଆକ୍ରାନ୍ତ । ମୃତକଙ୍କ ଘର ଗଞ୍ଜାମ ଓ ଯାଜପୁର । ବୟସ ଯଥା କ୍ରମେ ୭୭ ଓ ୬୪ ବର୍ଷ । ପୂର୍ବରୁ ସେମାନେ ଉଚ୍ଚ ରକ୍ତ ଚାପ ଓ ମଧୁମେହରେ ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛନ୍ତି । ସେହିପରି ଗଞ୍ଜାମରେ
Read More...