Browsing Category

ପ୍ରମୁଖ ଖବର

ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ପ୍ରଚଳନ

ଭୁବନେଶ୍ୱର: ସାଧାରଣ ଅଭିଯୋଗଗୁଡ଼ିକର ସମାଧାନ ଓ ଶୀଘ୍ର ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଗତ ୬ ତାରିଖରୁ ଓଡ଼ିଶା ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟା ପ୍ରଚଳିତ ହୋଇଛି । ଏହି ଉଦେଶ୍ୟରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ୱେବ୍ ପୋର୍ଟାଲ ବିକଶିତ କରାଯାଇଛି । ଏହା
Read More...

ମନ୍ଦିର ବେଢା ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ବାଲିକୁଦା: ବାଲିକୁଦା ଥାନା ଅଧୀନ ମୁଳୁଗାଁ ପଂଚାୟତର ମୁଳୁଗାଁ ସ୍ଥିତ ଶିବ ମନ୍ଦିର ବେଽଢା ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ମୁଳୁଗାଁର ନୋକା ରାଉତଙ୍କ ପୁଅ ଗୁଣନିଧି ରାଉତ(୪୨) ବୋଲି ଜଣା ଯାଇଛି । ଗୁଣ ନିଧି ପିନ୍ଧିଥିବା ଲୁଙ୍ଗିକୁ ଖୋଲି
Read More...

ବିପିୟୁଟିର ଅନଲାଇନ୍ ପରୀକ୍ଷାକୁ ବିରୋଧ

ଭୁବନେଶ୍ୱର: କରୋନା ମହାମାରୀ ବର୍ତ୍ତମାନ ରାଜ୍ୟରେ ଭୟଙ୍କର ରୂପ ଧାରଣ କରୁଥିବା ବେଳେ ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) କର୍ତ୍ତୃପକ୍ଷ ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ଖାମଖିଆଲି ଭାବରେ ଅନ୍ଲାଇନ୍ ପରୀକ୍ଷା କରିବା ପାଇଁ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହାକୁ
Read More...

ସୁନାନଦୀରେ ଫର୍ଣ୍ଣେସ ତୈଳ : ଜଳ ପ୍ରଦୁଷିତ

ଯୋଡା: ଭାରସାମ୍ୟ ହରାଇ ଓଲଟିଲା ଆରୟା ପ୍ଲାଂଟକୁ ଆସୁଥିବା କେମିକାଲ ଅଏଲ ଟ୍ୟାଙ୍କର ଗାଡି । ଦୁର୍ଘଟଣାରେ ନିର୍ଗତ କେମିକାଲ ଫର୍ଣ୍ଣେସ ଅଏଲ ବସ୍ତି ଅଂଚଳ ଦେଇ ସୁନାନଦୀରେ ମିଶିଯାଇଛି । ଯାହାଫଳରେ ନଦୀରେ ଥିବା ମାଛ,ବେଙ୍ଗ,ସାପ ସହ ଅନ୍ୟାନ୍ୟ ଜଳଚର ପ୍ରାଣୀ ବହୁସଂଖ୍ୟାରେ ମୃତ୍ୟୁ ହେବା
Read More...

ନିର୍ଦେଶକ ରାମ ଗୋପାଳ ବର୍ମାଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ- ବଲିଉଡର ଜଣାଶୁଣା ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମା ଏବେ ଚର୍ଚ୍ଚାରେ ଆସିଛନ୍ତି । ସେ ତାଙ୍କ ଆଗାମୀ ପିଲ୍ମ ମର୍ଡର ପାଇଁ ବିବାଦ ଘେରରେ ଫସିଛନ୍ତି । କୁହାଯାଇଛି ସେ ଏହି ଫିଲ୍ମ ଯାହା ଉପରେ ତିଆରି କରିଛନ୍ତି , ତାଙ୍କ ପରିବାର ଲୋକେ ଫିଲ୍ମ ବିରୋଧରେ ଅଭିଯୋଗ ଆଣିଛନ୍ତି ।
Read More...

୪ଟି ହସ୍ପିଟାଲ ନଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

କଟକ: ଅତି ଜରୁରୀ ନଥିଲେ କଟକର ୪ଟି ହସ୍ପିଟାଲ ନଯିବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ । ସେଗୁଡିକ ହେଲା ଆଚାର୍ଯ୍ୟ ହରିହର, ଏସସିବି, ଶିଶୁ ଭବନ ଓ ସିଟି ହସ୍ପିଟାଲ । ସହରରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ବେଳେ ପରିସ୍ଥିତି ନଜରରେ ରଖି ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କହିଛନ୍ତି
Read More...

ସୈାର ଶକ୍ତିରେ ଚାଲିବ ଟ୍ରେନ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱୋର ଟ୍ରାକରେ ଏବେ ସୋଲାର ପାୱାରରେ ଚାଳିବ ଟ୍ରେନ୍ । ଭାରତୀୟ ରେଲୱେ ଏଥିପାଇଁ ପ୍ରସ୍ତୁତି ଶେଷ କରିନେଇଛି । ରେଲୱେ ପକ୍ଷରୁ କୁହାଯାଇଛି ଯେ , ବିଶ୍ୱ ଇତିହାସରେ ଏହା ପ୍ରଥମ ଥର , ଯେବେ ସୈାରଶକ୍ତିର ବ୍ୟବହାର ଟ୍ରେନ୍ ଚଳାଚଳା ପାଇଁ କରାଯିବ । ଏହି ପାୱର
Read More...

ମଙ୍ଗଳା ମୁହାଣରୁ ମୃତଦେହ ଉଦ୍ଧାର : ୨ ଅଟକ

ପୁରୀ: ବଳିଆପଣ୍ଡା ଥାନା ଅଧିନ ଷ୍ଟର୍ଲି ରିସୋର୍ଟ ନିକଟରେ ବ୍ୟବସାୟିଙ୍କୁ ହତ୍ୟା ପରେ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ରାତି ତମାମ ପାଣିରେ ଖୋଜାଖୋଜି କରିବା ପରେ ପୋଲିସ୍ କୁ ମଙ୍ଗଳା ମୁହାଣରୁ ବ୍ୟବସାୟିଙ୍କ ମୃତ ଦେହ ମିଳିଛି । ପରିବାର ଲୋକଙ୍କ ଅଭିଯୋଗକୁ ଭିତି କରି ପୋଲିସ୍
Read More...

ଭୁବନେଶ୍ୱରରେ ଆରମ୍ଭ ହେବ ରାପିଡ ଆଂଟିବଡି ଟେଷ୍ଟ

ଭୁବନେଶ୍ୱର- ରାଜଧାନୀରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ବିଶେଷ କରି ଲୋକାଲ କେସ୍ ଅଧିକ ବାହାରୁଥିବାରୁ ଚଳିତ ସପ୍ତାହରୁ ଭୁବନେଶ୍ୱରରେ ରାପିଡ ଆଂଟିବଡି ଟେଷ୍ଟ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ୨୦୦୦ରୁ ୨୫୦୦ ପର୍ଯ୍ୟନ୍ତ ରାପିଡ
Read More...

ଉଷୁନା ଗ୍ରାମରେ ଆତଙ୍କ

କଟକ: ବଡମ୍ବା ଥାନାରେ କାର୍ଯ୍ୟରତ ଜଣେ ପୋଲିସ୍ କନେଷ୍ଟବଳ ସ୍ୱାବ୍ ଦେଇ ଗାଁକୁ ଆସିଥିଲେ । ସ୍ୱାବ ପରୀକ୍ଷା ରିପୋର୍ଟରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଉଷୁନା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କୋଭିଡ ଗାଇଡ଼ଲାଇନ୍ ଅନୁସାରେ ସ୍ୱାବ ସଂଗ୍ରହ କରାଯିବା ବ୍ୟକ୍ତି
Read More...