Browsing Category

ପ୍ରମୁଖ ଖବର

ରାଜନାଥଙ୍କ ବି.ଆର୍.ଓ ସଂଗଠନ ସହ ବୈଠକ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମାବିବାଦ କମ୍ ହୋଇଥିଲେବି ଭାରତ ନିଜ ପାଦକୁ ପଛକୁ ହଟାଇ ନେଇନି । ଚୀନ୍ ପୁଣି ଥରେ ସୀମାକୁ କବ୍ଜା କରିବାକୁ ଚେଷ୍ଟା କରିବ । ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଡରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ବି.ଆର୍ .ଓ
Read More...

କ୍ୟାପିଟାଲ ମେଡିକାଲରେ କରୋନା ଆତଙ୍କ

ଭୁବନେଶ୍ୱର: ଭୁବନେଶ୍ଵର କ୍ୟାପିଟାଲ ମେଡିକାଲରେ ଦୁଇ ପଜିଟିଭ୍ ବାହାରିବା ପରେ କର୍ମଚାରୀଙ୍କ ଭିତରେ ଛନକା ପସିଛି । ୧୫ଜଣ ଷ୍ଟାଫ୍ କ୍ୱାରେଂଟାଇନ୍ ପଠାଇ ଦେଇଛନ୍ତି ମେଡିକାଲ୍ କର୍ତୃପକ୍ଷ । ଚିହ୍ନଟ ରୋଗିଙ୍କ ସଂସ୍ପର୍ଶରେ ଆସିଥିବା ଅଧା କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଛି । ଆଜି ଆଉ
Read More...

ରେଳଧାରଣାରୁ ମିଳିଲା ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ମୃତଦେହ

ଭୁବନେଶ୍ୱର- ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ । ଆଜି ସକାଳ ୬.୩୦ ସମୟରେ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଯୁବପିଢିଙ୍କୁ ମୋଟିଭେସନାଲ ସ୍ପିଚ୍ ଦେଇ ବଂଚିବାକୁ ରାହା ଦେଖାଉଥିବା ଆଦିତ୍ୟ ଚିରଦିନ ଲାଗି ଆଖି ବୁଜିଦେବେ
Read More...

ସିଡିଏ ସେକ୍ଟର ୯ରୁ ଉଠିଲା କଂଟେନମେଂଟ କଟକଣା

କଟକ- କଟକ ସିଡିଏ ସେକ୍ଟର ୯ରୁ ଉଠିଲା କଂଟେନମେଂଟ କଟକଣା । ସଂପୃକ୍ତ ଅଂଚଳରୁ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ ଜଟକ ମହାନଗର ନିଗମ ପକ୍ଷରୁ ଜୁନ୍ ୨୮ତାରିଖରୁ ଏହାକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଥିଲା । ତେବେ ଆଜି ଏହାକୁ ଉଠାଇ ନିଆଯାଉଛି । ୨୭ ତାରିଖରେ ସେକ୍ଟର ୯ର ଆମ୍ବତୋଟା
Read More...

ଆଧାରକାର୍ଡ ସଂଶୋଧନ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ- ଆଧାରକାର୍ଡ ସଂଶୋଧନ ପାଇଁ ଆବେଦନ ଆରମ୍ଭ । ଆଧରକାର୍ଡରେ ବେଳେ ବେଳେ ତ୍ରୁଟି ପୂର୍ଣ୍ଣ ନାମ, ଠିକଣା ଓ ଫଟୋ ରହିଯାଇଥାଏ । ତେଣୁ ଏହାକୁ ପୁଣି ଥରେ ସଂଶଧୋନ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଆବେଦନ କାରୀ ସ୍ପିଡ୍ ପୋଷ୍ଟ ଜରିଆରେ ୧୫ ଦିନ ଭିତରେ ସଂଶୋଧିତ ଆଧାର
Read More...

କରୋନା ନେଲା ୪ ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି ୪ ଜଣ କରୋନାରେ ଆଖି ବୁଜିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକ ୪ ଜଣଙ୍କ ମଧ୍ୟରୁ କଟକରୁ ୨ ହୋଇଥିବା ବେଳେ ମୟୂରଭଞ୍ଜରୁ ଜଣେ ଓ ଗଞ୍ଜାମରୁ ଜଣେ ରହିଛନ୍ତି
Read More...

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର

ଭୁବନେଶ୍ୱର- ଆଜି ପୁଣି ନୂଆ ୫୭୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୮ ସ୍ଥାନୀୟ ସଂକ୍ରମିତ ଓ ୪୦୩ ସଙ୍ଗରୋଧ କେନ୍ଦ୍ରର ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୨୭୩, ଗଜପତି ୫୬,
Read More...

ଆଜି ଛତିଶା ନିଯୋଗ ଓ ପରିଚାଳନା କମଟି ବୈଠକ

ପୁରୀ- ଆଜି ବସିବ ଛତିଶା ନିଯୋଗ ଓ ପରିଚାଳନା କମଟି ବୈଠକ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ସଂନ୍ଧ୍ୟା ୬ ଟା ସମୟରେ ନୀଳାଦ୍ରି ଭକ୍ତ ପରିସରରେ ଏହି ବୈଠକ ଅନୁଷ୍ଠିତ ହେବ । ଚଳିତ ରଥଯାତ୍ରାରେ କଣ ସବୁ ତ୍ରୁଟି ରହିଲା, ଅଣସେବକ ରଥ ଉପରେ ଚଢିବା ଏବଂ ସେବାୟତଙ୍କ କୋଭିଡ
Read More...

ଭିଜିଲାନ୍ସ ଜାଲରେ ପୈାର ପରିଷଦ ନିର୍ବାହୀ ଅଧିକାରୀ

ଝାରସୁଗୁଡା: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦେବଗଡ ପୈାର ପରିଷଦ ନିର୍ବାହୀ ଅଧିକାରୀ । ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ ଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସ ଡିଏସପି ବୀରେନ୍ଦ୍ର ନାୟକ ଓ ଦାଶରଥି
Read More...

କ୍ୱାରେଂଟାଇନରେ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏବେ କ୍ୱାରେଂଟାଇନରେ ଅଛନ୍ତି । ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ କରୋନା ପଜିଟିଭ ଆସିଥିବା ବେଳେ ତାଙ୍କ ସଂଷ୍ପର୍ଶରେ ଆସିଥିଲେ ପ୍ରତାପ ଷଡଙ୍ଗୀ । ସୂଚନା ଅନୁସାରେ ସ୍ୱର୍ଗତ ବିଧାୟକ ମଦନମୋହନ ଦତଙ୍କ ଶୋକସଭାରେ ସୁକାନ୍ତଙ୍କ ସହ
Read More...