Browsing Category

ପ୍ରମୁଖ ଖବର

ଚୀନକୁ ବିଶ୍ୱାସ କରିପାରୁନି ଭାରତ

ନୂଆଦିଲ୍ଳୀ: ଲଦାଖର ଗଲୱାନ ଉପତ୍ୟକାରୁ ଚୀନ ସେନା ପଛକୁ ହଟିଥିଲେ ମଧ୍ୟ ଅବିଶ୍ୱାସର ବାତାବରଣ ଦୂର ହୋଇନାହିଁ । ଚୀନ ଉପରେ ଭାରତ ବିଶ୍ୱାସ କରିପାରୁ ନଥିବାରୁ ପୁନର୍ବାର ସୀମାନ୍ତକୁ ଅଞ୍ଚଳକୁ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପ୍ରେରଣ କରିଛି । ସେହିପରି ସୀମାନ୍ତରେ ଭାରତୀୟ ବାୟୁସେନାର ଲଢୁଆ
Read More...

କୋଭିଡ ଯୋଦ୍ଧା ମୃତ ଶିକ୍ଷକଙ୍କ ପରିବାରକୁ ୫୦ ଲକ୍ଷ ସହାୟତା ଦାବି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଲଛମନପଲ୍ଲୀ ଗ୍ରାମର କେ.ରାଇସିଙ୍ଗା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ସୁଦ୍ଧାର୍ଥ ଶଙ୍କର ପାଢୀ ଓ କବିସୂର୍ଯ୍ୟନଗର ଏସ୍.ପଙ୍କନବାଡ଼ି ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକ ସୀମାଞ୍ଚଳ ଶତପଥୀ ଏକମାସ ଧରି ସଙ୍ଗରୋଧ
Read More...

ବିଷ୍ଣୁଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରରେ ସଂପନ୍ନ

ଜଗତସିଂହପୁର: ପରଲୋକ ଗତ ବିଜେଡିର ବରିଷ୍ଠ ବିଧାୟକ ବିଷ୍ଣୃଚରଣ ସେଠୀଙ୍କ ଶେଷକୃତ୍ୟ ଆଜି ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି । ସମଗ୍ର ଉପକୁଳବର୍ତୀ ଅଞ୍ଚଳରେ ଦଳିତ, ନିଷ୍ପେସିତ ଜନସାଧାରଣଙ୍କ ନେତା ଭାବରେ ଏବଂ ଜଗତସିଂହପୁର ମାଟି, ପାଣି ପବନ ସହ ଭାଗି ହେଉଥିବା ମନ୍ତ୍ରୀ, ସାଂସଦ, ବିଧାୟକ,
Read More...

ରାଜଧାନୀରେ ୫ ହଜାର ଆଂଟିଜେନ୍ ଟେଷ୍ଟ କିଟ୍

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଆଂଟିଜେନ୍ କରୋନା ପରୀକ୍ଷା । ଆଜି ଏଥିପାଇଁ ୫ ହଜାର ରା଼ପୀଡ଼ ଆଂଟିଜେନ୍ କିଟ୍ ଆସି ଭୁବନେଶ୍ୱରରେ ପହଂଚିଛି । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟର (ଆରଏସ୍ଆରସି) ଭୁବନେଶ୍ୱର ନିର୍ଦେଶକ ଡାକ୍ତର ସଂଘମିତ୍ରା ପତି ଏ ନେଇ ସୂଚନା ଦେଇଛନ୍ତି । ଡାକ୍ତର
Read More...

୨୦୨୨ ସୁଦ୍ଧା ମିଳିବ ୧୫୦୦ ମେଗାୱାଟ୍ ସୌର ବିଜୁଳି

ଭୁବନେଶ୍ୱର: ବିଦ୍ୟୁତ ଚାହିଦା ପୂରଣ ପାଇଁ ସବୁଜ ଶକ୍ତି ଉତ୍ପାଦନ ଉପରେ ଏବେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବାୟୁମଣ୍ଡଳରେ ଅଙ୍ଗାରକମ୍ଳ ପରିମାଣ ହ୍ରାସ ପାଇଁ ଏଣିକି ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି କରାଯିବ । ଆସନ୍ତା ୨୦୨୨ ସୁଦ୍ଧା ରାଜ୍ୟରେ ୧୫୦୦ ମେଗା ୱାଟ୍ ସୌର ଶକ୍ତି ବିଜୁଳି
Read More...

ଟେକ୍ ମହିନ୍ଦ୍ରା ଅଫିସ ସିଲ୍ କଲା ବିଏମସି

ଭୂବନେଶ୍ୱର- ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସକୁ ସିଲ୍ କରିଛି ବିଏମସି । ତିନି ଦିନ ଭିତରେ ଏହି ଅଫିସରେ ୭ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହେବା ପରେ ଆଜି ଅଫିସକୁ ସିଲ୍ କରାଯାଇଛି । ଏହାସହ ୨୦ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଂଟାଇନରେ ରହିବାକୁ ସମସ୍ତ
Read More...

ଚୀନର ନୂଆ ଧମକ

ଚୀନ୍: ଚାଇନାର କମ୍ୟୁନିଷ୍ଟ ପାର୍ଟି ସହ ଜଡିତ ଏକ ଖବରକାଗଜ ଗ୍ଳୋବାଲ ଟାଇମ୍ସ ପୁଣି ଥରେ ଭାରତକୁ ଧମକ ଦେଇଛି । ଏହି ଖବରକାଗଜକୁ ଚୀନ୍ ସରକାରଙ୍କ ମୁଖପାତ୍ର ବୋଲି ବିବେଚନା କରାଯାଏ । ଖବରକାଗଜ ଏକ ସମ୍ପାଦକୀୟ ଆର୍ଟିକିଲରେ କହିଛି ଯେ ତିଦ୍ଧତ ମାମଲାରେ ମୁଣ୍ଡ ପୁରାଇଲେ ଭାରତର କ୍ଷତି ହେବ ।
Read More...

ଶିକାରୀ ରାର୍କେଟ୍ ଗିରଫ:୨ ଫେରାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ହାତୀ ଶିକାର ଥମିବାର ନାଁ ଧରୁନି । ଚଳିତବର୍ଷ ୪ ହାତୀ ମୃତ୍ୟୁବରଣ କରିଥିବାବେଳେ ୩ଟି ଦନ୍ତା ଶିକାର କରାଯାଇଛି । ପ୍ରେସ୍ ଲେଖା ଯାଇଥିବା ଏକ କାର୍ ରେ ହାତୀ ଶିକାରୀ ଆସିଥିବା ସନ୍ଦେହ କରି ତେଲକୋଇ ଥାନା କରଦାଙ୍ଗି ଗ୍ରାମବାସୀ ସେମାନଙ୍କୁ ଘେରାଉ କରି
Read More...

ମୋ ସରକାର ରେ ସାମିଲ ହେଲା କୋଭିଡ ପରିଚାଳନା

ଭୁବନେଶ୍ୱର- ମୋ ସରକାର ରେ ସାମିଲ ହେଲା କୋଭିଡ ପରିଚାଳନା । କୋଭିଡ ରୋଗୀ ଓ କୋଭିଡ ଯୋଦ୍ଧାଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର ନ କଲେ କଠୋର କାର୍ଯ୍ୟାନୁଷ୍ଠାନ
Read More...

୭୧ ତମ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ ହୋଇଛି

ରାୟଗଡା- ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟରେ ଜିଲ୍ଲା ସ୍ତରୀ ୭୧ତମ ବନ ମହୋସôବ ସପ୍ତାହ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ମାନ୍ୟବର ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେରେ ଯୋଗ ଦେଇଥିଲେ । ସେଠାରେ ସେ ନିଜର ବକ୍ତ୍ୟବ ରଖି କହିଥିଲେ ପୃଥିବୀରେ ବଂଚିବା ପାଇଁ ଜଙ୍ଗଲ
Read More...