Browsing Category

ପ୍ରମୁଖ ଖବର

ଅବସାଦରେ ଥିଲେ ଆଦିତ୍ୟ: ରହସ୍ୟ ଖୋଲିଲେ ସାଙ୍ଗ

ଭୁବନେଶ୍ୱର- ଲିଙ୍ଗରାଜ ରେଳଷ୍ଟେସନରୁ ଜଣାଶୁଣା ଯୁବ ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତଦେହ ଉଦ୍ଧାର ଘଟଣାର ଛାନ୍ଭିନ୍ ଚାଲିଛି । ସେହିଭଳି ଆଦିତ୍ୟଙ୍କ ଶବ ଉଦ୍ଧାର ସ୍ଥାନ ହି ସୃଷ୍ଟି କରିଛି ବଡ ସନେ୍ଦହ । ଖୁସିର ସୁତ୍ର ଖୋଜୁଥିବା ମଣିଷଟିଏ ଆତ୍ମହତ୍ୟା କେମିତି କରିବ ତାକୁ ନେଇ ଏବେ
Read More...

୩୦ପ୍ରତିଶତ କମିଲା ସିବିଏସସି ପାଠ୍ୟକ୍ରମ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଳାଳୟର ବଡ ନିଷ୍ପତି । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସିବିଏସଇ ( କେନ୍ଦ୍ରୀୟ ମାଧ୍ୟମି୍ ଶିକ୍ଷା ପରିଷଦ) ସିଲାବସ୍ ତଥା ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରାଯାଇଛି । ହ୍ରାସ ପାଉଥିବା ସିଲାବସ୍ ଅନୁଯାୟୀ ପିଲାଙ୍କୁ
Read More...

୧୦ ପର୍ଯ୍ୟନ୍ତ ବଢିଲା କଟକ ସଟ୍ଡାଉନ ଅବଧି

କଟକ- କରୋନା ସ୍ଥିତି ଦିନକୁ ଦିନ ବିଗୁଡୁଥିବାରୁ କଟକ ମହାନଗର ନିଗମ ପକ୍ଷରୁ ଲାଗୁ କରାଯାଇଥିବା ସଟ୍ଡାଉନ୍ କଟକଣାକୁ ଆସନ୍ତା ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଶନିବାର ଓ ରବିବାର ସମଗ୍ର ଜିଲ୍ଲାରେ ସଟ୍ଡାଉନ୍ ଥିବାରୁ ଏହି କଟକଣା ରବିବାର ଅର୍ଥାତ୍ ୧୨ ଜୁଲାଇ
Read More...

ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ପୁରୀ- ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା । ଶବଦାହ ଓ ଅସ୍ଥି ବିସର୍ଜନ ଉପରେ ବୁଧବାର ଠାରୁ କଟକଣା ଲାଗିଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପୁରୀ ଜିଲ୍ଲାପ୍ରଶାସନ ବଲୱନ୍ତ ସିଂ ଏହି ସୂଚନା ଦେଇଛନ୍ତି । କରୋନା ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଏହି
Read More...

ବ୍ରହ୍ମପୁର ଏମକେସିଜି ଓପିଡି ବନ୍ଦ

ବ୍ରହ୍ମପୁର- ଓଡିଶାର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଥିବାରୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲର ଓପିଡିକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ଜିଲ୍ଲାପାଳ । ମେଡିକାଲର ପ୍ରବେଶପଥ ବ୍ୟତୀତ ଅନ୍ୟ ସମସ୍ତ ପ୍ରବେଶପଥ ସିଲ କରିବା ଲାଗି
Read More...

ଗଞ୍ଜାମ- ଖୋର୍ଦ୍ଧା ବର୍ଡର ସିଲ୍

ଭୁବନେଶ୍ୱର- ସିଲ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର । ଗଞ୍ଜାମ ବାସୀ ଭୁବନେଶ୍ୱରକୁ ଯିବା ପାଇଁ ଅନୁମତି ମିଳିବନି ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ କହିଛନ୍ତି । ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେରେ ବୃଦ୍ଧି ପାଉଛି । ତେଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ
Read More...

କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ପୁଣି ୬ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ଖୋର୍ଦ୍ଧା, ରାୟଗଡା ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ରହିଛନ୍ତି । ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୮ରେ
Read More...

ଚିହ୍ନଟ ହେଲେ ପୁଣି ୫୨୭ ନୂଆ କରୋନା ପଜିଟିଭ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୩୮ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୧୮୯ ସ୍ଥାନୀୟ ସଂକ୍ରମତି ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସବାଧିକ
Read More...

ତାଳଚେର ସାର କାରଖାନା ପ୍ରକଳ୍ପରୁ ବାଦପଡିଲା ଚୀନ କମ୍ପାନୀ !

ନୁଆଦିଲ୍ଲୀ: ଚାଳଚେର ସାର କାରଖାନା ଓ କୋଇଲା ବାସ୍ପିକରଣ ପ୍ରକଳ୍ପରୁ ଚୀନ କମ୍ପାନୀ ବାଦ ପଡିଥିବା ସୂଚନା ମିଳିଛି । ଗତବର୍ଷ ସେପ୍ଟେମ୍ବର ମାସରେ ଚୀନ ଊହାନ ଇଞ୍ଜିନିୟରିଙ୍ଗ୍ କମ୍ପାନୀ ଲିମିଟେଡକୁ ଦିଆଯାଥିବା ତାଳଚେର ସାର ଓ କୋଇଲା ବାଷ୍ପିକରଣ ପ୍ରକଳ୍ପ ବୈଷୟିକ କାରଣରୁ ବନ୍ଦକରାଯାଇଥିବା
Read More...

କନ୍ଧମାଳରେ ପୁଣି ଜଣେ ମାଓବାଦୀ ନିହତ

ଫୁଳବାଣୀ: କନ୍ଧମାଳ ଜିଲ୍ଲା ତୁମୁଡି ବନ୍ଧଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ପୁଣି ପୁଲିସ-ମାଓବାଦୀ ଗୁଳି ବିନିମୟରେ ଆଉଜଣେ ମାଓବାଦୀ ନିହତ ହୋଇଛି । ନିହତ ମାଓବାଦୀ ବଂଶଧାରା-ଘୁମୁସରା-ନାଗାବଳୀ ଡିଭିଜନ ବୋଲି ଜଣାପଡିଛି । ଏଥିସହ ବିପୁଳ ପରିମାଣର ମାଓସାମଗ୍ରୀ ମଧ୍ୟ ଜବତ ହୋଇଛି । ଏବେ ବି
Read More...