Browsing Category

ପ୍ରମୁଖ ଖବର

ଲୋକସେବା ଭବନକୁ ମନା

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲୋକାସେବା ଭବନ, କୃଷି ଭବନ , ଖାରବେଳ ଭବନ ଓ ରାଜୀବ ଭବନରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏନେଇ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ଆବଶ୍ୟକ ସ୍ଥଳେ ଗୃହ
Read More...

ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ ସମ୍ମତ

ନୂଆଦିଲ୍ଲୀ- ଲଦାଖ ଗଲୱାନ ଉପତ୍ୟକା ଏବଂ ଗୋରା- ଉଷ୍ମଝର ଅଂଚଳର ବିିବାଦ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ଉଭୟ ଭାରତ ଓ ଚୀନ ସମ୍ମତ ହୋଇଛନ୍ତି । ତେବେ ପାଙ୍ଗୋଙ୍ଗ୍ ସୋରେ ରହିଥିବା ସୈନ୍ୟ ଅପସାରଣ ବିଷୟରେ କିଛି ଅଗ୍ରଗତି ହୋଇନାହିଁ । ଚୀନର ପିପୁଲସ ଲିବରେସନ ଆର୍ମିର ସୈନିକମାନେ
Read More...

ପ୍ଳାଜମା ବ୍ୟାଙ୍କ ଉଦଘାଟନ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ- ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି । ତେଣୁ ଏହି ସବୁକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଭିଡିଓ କନଫୋରେନ୍ସ ଜରିଆରେ ପ୍ଳାଜମ ବ୍ୟାଙ୍କର ଶୁଭ ଉଦଘାଟନ କରିଛନ୍ତି । ଯେଉଁ ମାନେ କରୋନାରୁ ସୁସ୍ଥ ହୋଇ
Read More...

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ପାର

ଭୁବନେଶ୍ୱର-ଦେଶରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । ଗତ ୨୪ ଘଂଟାରେ ନୂଆ୧୯,୧୪୮ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୪୬୪୧କୁ ବୃଦ୍ଧି ପାଇଛିି । ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ଭୂସ୍ଖଳନରେ ଚାଲିଗଲା ୫୦ ଜୀବନ

ନୂଆଦିଲ୍ଲୀ- ମିଆଁମାର ଜାଡେ ମାଇନିଂ ଖାଦନରେ ଭୂସ୍ଖଳନ ଯୋଗୁଁ ୫୦ ଜଣଙ୍କ ମୃତୁ୍ୟ ହୋଇଛି । ଆହାରି ଅଧିକାଂଶ ଲୋକ ମାଟି ତଳେ ପୋତି ହୋଇଥିବା ସୂଚନା ମିଳିଛି । ଖାଦନରେ କାମ କରୁଥିବା ସମୟରେ ଭୂସ୍ଖଳନ ହୋଇଥିଲା । ମୌସୁମୀ ଯୋଗୁଁ ମିଆଁମାରରେ ଅତ୍ୟଧିକ ବର୍ଷା ହୋଇଥିଲା । ତେଣୁ ବର୍ଷା
Read More...

ମଦ ପାଇଁ ଜାଳିଦେଲେ ହୋଟେଲ

ଢେଙ୍କାନାଳ: ଢେଙ୍କାନାଳ ରାସୋଳ ଥାନା ଅର୍ନ୍ତଗତ କଦଳିପାଳ ଛକରେ ମଦ ପିଇବାକୁ ମନାକରିବାରୁ ନିଆଁ ଲଗାଇ ହୋଟେଲ ଜାଳି ଦେଇଛନ୍ତି ବରଯାତ୍ରୀ ଦଳ । କରୋନା କଟକଣା ନେଇ ବାହାଘର ବ୍ରତଘର ଆଦି ସାମାଜିକ ଉସ୍ତବ ଉପରେ କଡା କଟକଣା ରହିଛି । ଏପରି ସ୍ଥିତିରେ ବରଯାତ୍ରୀ ଦଳଙ୍କ ଉନ୍ମତ କାଣ୍ଡ
Read More...

କରୋନାରେ ଆଖି ବୁଜିଲେ ଆଉ ୨ ଆକ୍ରାନ୍ତ

ଭୁବନେଶ୍ୱର- ଦିନକୁ ଦିନ ବଢିବାରେ ଲାଗିଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ପୁଣି କରୋନା ନେଇଛି ଆଉ ଦୁଇ ମୁଣ୍ଡ । ମୃତକଙ୍କ ମଧ୍ୟରୁ ଜଣେ ଗଞ୍ଜାମର ହୋଇଥିବା ବେଳେ ଅନ୍ୟ ଜଣେ ଅନୁଗୁଳର ବୋଲି ସୂଚନା ମିଳିଛି । ସେମାନଙ୍କ ବୟସ ଯଥାକ୍ରମେ ୪୯ ଓ ୫୭ ବର୍ଷ ଓ ଉଭୟ ପୁରୁଷ । କୋଭିଡ ହସ୍ପିଟାଲରେ
Read More...

ଭିଜିଲାନ୍ସ କବଜାରେ ସୁପରିଟେଣ୍ଡଂଟ

ବରଗଡ: ବରଗଡ ଅବକାରୀ ବିଭାଗ ସୁପରିଟେଣ୍ଡଂଟ ମକରଧ୍ୱଜ ବର୍ଗେଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ମକରଧ୍ୱଜଙ୍କ ବରଗଡ ଅଫିସ ସମେତ ବାସ ଭବନ, ବଲାଙ୍ଗିର, ସୋନପୁର,ସମ୍ବଲପୁର,ବୁର୍ଲାରେ ଏକକାଳୀନ ଚଢାଉ କରାଯାଇଛି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରାଯାଇଥିବା ସୂଚନା
Read More...

ଆଜି ମହାପ୍ରଭୁଙ୍କ ସୁନା ବେଶେ

ପୁରୀ- ମହଣ ମହଣ ସୁନାରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି । କରୋନା କଟକଣା ପାଇଁ କାଳିଆ ସାଆନ୍ତଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଟିଭି ମାଧ୍ୟମରେ ଦେଖିବେ ମହାବାହୁଙ୍କ ସୁନା ବେଶ । ସୁନା ବେଶ ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କଡାକଡି କରାଯାଇଛି । ଅପରାହ୍ନ ୩ ଟାରୁ ରାତି ୧୦
Read More...

ରାଜ୍ୟରେ ନୂଆ ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ଚିହ୍ନଟ ହେଲେ ନୂଆ ୨୨୯ କରୋନା ପଜିଟିଭ । ସେମାନଙ୍କ ମଧ୍ୟରୁ ୧୯୩ ସଙ୍ଗରୋଧ କେନ୍ଦ୍ରର ଓ ୩୬ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ କହିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ୯୫, ବାଲେଶ୍ୱର ୨୪,ଯାଜପୁର ୨୨, ଖୋର୍ଦ୍ଧା ୨୧,
Read More...