Browsing Category

ପ୍ରମୁଖ ଖବର

ବେଆଇନ୍ ପାସପୋର୍ଟର କାରବାର

ଭୁବନେଶ୍ୱର: ବେଆଇନ୍ ପାସପୋର୍ଟ କାରବାର କମିଶନରେଟ୍ ପୁଲିସରେ ଚହଳ ସୃଷ୍ଟି କରିଛି । ଚନ୍ଦ୍ରଶେଖରପୁର ଥାନା ଅଂଚଳର ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ପାସପୋର୍ଟ ନେବାକୁ ଯୋଜନା କରିଥିଲା । ଅପରାଧୀ ନାମରେ ଚନ୍ଦ୍ରଶେଖର , ଇନ୍ଫୋସିଟି,ମଂଚେଶ୍ୱର , ଖଣ୍ଡଗିରି , ଖାରବେଳନଗର ଆଦି ଥାନାରେ ରହିଛି
Read More...

ଟେନସନ ସାଜିଛି ‘ଇ ଟୋକନ୍’

ଭୁବନେଶ୍ୱର: ଜୁଲାଇ ପହିଲାରୁ ଆରମ୍ଭ ହୋଇଛି ଅଫଲାଇନ ମଦ ବିକ୍ରି । ଗ୍ରାହକମାନେ କାଉଂଟର ସାମ୍ନାରୁ ମଦ କିଣୁଛନ୍ତି ,କିନ୍ତୁ ଏଥିରେ ପ୍ରତିବନ୍ଧକ ସାଜିଛି ‘ଇ ଟୋକନ୍’ । ମଦ କାଉଂଟର ସାମ୍ନାରୁ ଭିଡ କମାଇବା ଲକ୍ଷରେ ଇ-ଟୋକନ୍ ର ବ୍ୟବସ୍ଥା କରାଯାଇଛି । ପାନୀୟ ନିଗମ ୱେବସାଇଟ୍ରେ ଦୋକାନ
Read More...

ଥମିଲା ବିବାଦ : ଇମ୍ୟୁନିଟି ବଢାଇବା ପାଇଁ ହେବ ବିକ୍ରି

ନୂଆଦିଲ୍ଲୀ:ପତଞ୍ଜଳି ସଂସ୍ଥା ପକ୍ଷରୁ କରୋନା ଙଲ ହେବା ପାଇଁ ବଜାରକୁ ଛଡା ଯାଇଥିବା କରୋନିଲ୍ ଔଷଧ ବିକ୍ରିବଟା ବିବାଦର ଅନ୍ତ ଘଟିଛି । ଆୟୁଷ ମନ୍ତ୍ରାଳୟ ପକ୍ଷରୁ ବିବାଦୀୟ କରୋନିଲ କିଟ୍ ଉପଚାର ପାଇଁ ନୁହେଁ ବରଂ ଇମ୍ୟୁନିଟି ବଢାଇବା ପାଇଁ ବିକ୍ରି କରାଯିବ ବୋଲି କୁହାଯାଇଛି । ସରକାରୀ
Read More...

ଇଣ୍ଡି-ଗୋ ବିମାନରେ ଯାତ୍ରା କଲେ ଡାକ୍ତର ଓ ନର୍ସଙ୍କ ପାଇଁ ୨୫ ପ୍ରତିଶତ ରିହାତି

ନୂଆଦିଲ୍ଲୀ- ଇଣ୍ଡି-ଗୋ ବିମାନରେ ଡାକ୍ତର ଓ ନର୍ସ ଯାତ୍ରା କଲେ ୨୫ ପ୍ରତିଶତ ରିହାତି ଦେବାକୁ ଇଣ୍ଡି-ଗୋ ପକ୍ଷରୁ କୁହାଯାଇଛି । ଏହି ରିହାତି ଜୁଲାଇ ୧ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ବଳବତର ରହିବ । ଡକ୍ତର ଓ ନର୍ସ ଆଗ ଧାଡିର ଯୋଦ୍ଧା ହୋଇଥିବାରୁ ଇଣ୍ଡି-ଗୋ ଏଭଳି ନିଷ୍ପତି ନେଇଛନ୍ତି ।
Read More...

ଖୋର୍ଦ୍ଧା ପୌର ପରିଷଦ ଅଫିସ ସିଲ୍

ଭୁବନେଶ୍ୱର- ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟାଳୟକୁ ସିଲ କରିଛନ୍ତି ଜିଲ୍ଲାପାଳ । ଏହି କାର୍ଯ୍ୟାଳୟର ଜଣେ କର୍ମଚାରୀ ଓ ତାଙ୍କ ପୁଅ ପଜିଟିଭ ଚିହ୍ନଟ ହେବାପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛନ୍ତି । ସଂକ୍ରମିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ୩୩ ଜଣଙ୍କ ସ୍ୱାବ
Read More...

ଭୁବନେଶ୍ୱରରୁ ନୂଆ ୧୩ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ଆଉ ୮

ଭୁବନେଶ୍ୱର-ଭୁବନେଶ୍ୱରରୁ ପୁଣି ଚିହ୍ନଟ ହୋଇଛନ୍ତି ୧୩ ନୂଆ କରୋନା ପଜିଟିଭ । ଆକ୍ରାନ୍ତଙ୍କ ମଧ୍ୟରୁ ୫ଟି ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାପଡିଛି । ହୋମ କ୍ୱାଂରେନଟାଇନରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ପୁରୁଷ ଥିବାବେଳେ ୨ ଜଣ ମହିଳା
Read More...

ସୁନା ଓ ରୂପା ଦର ହ୍ରାସ

ନୂଆଦିଲ୍ଲୀ- ଘରୋଇ ବଜାରରେ ସୁନା ଓ ରୂପା ଦର ହ୍ରାସ ପାଇଛି । ସୁନା ଦର ୦.୨୪ ଓ ରୂପା ଦର ୦.୪୪ ପ୍ରତିଶତ ହ୍ରାସ ପାଇଛି । ସୁନା ଦର ୧୧୭ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୮,୧୫୦ ଟଙ୍କା ରହିଛି । ସେହିପରି ରୂପା ଦର ୨୧୬ ଟଙ୍କା ହ୍ରାସ ପାଇ କିଲୋଗ୍ରାମ ପିଛା ୪୯, ୨୦୮ ଟଙ୍କା
Read More...

ସଡକ ଦୂର୍ଘଟଣାରେ ଜଣେ ମୃତ : ୭ ଗୁରୁତର

ଚମ୍ପୁଆ: ଆଜି ପୂର୍ବାହ୍ନ ୧୧ଟା ୩୦ମିନିଟରେ ୫୨୦ ନମ୍ବର ଜାତୀୟ ରାଜପଥ ନାରଦପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୭ଜଣ ଆହତ ହୋଇଥିବା ଜଣାପଡିଛି । ଇନୋଭା ଗାଡିସହ ବିପରୀତ ପଟୁ ଆସୁଥିବା ଏକ ହାଇୱା ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ
Read More...

ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ୍

ନୂଆଦିଲ୍ଳୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ରାଜଧାନୀ ଦିଲ୍ଳୀର ୩୫ ଲୋଧି ରୋଡ ସ୍ଥିତ ବଙ୍ଗଳା ଖାଲି କରିବା ପାଇଁ ନିର୍ଦେଶ ଦେଇଛନ୍ତି । ପ୍ରିୟଙ୍କା ୧୯୯୭ ମସିହାରୁ ଉକ୍ତ ବଙ୍ଗଳାରେ ରହିଆସୁଛନ୍ତି । ଏସପିଜି ଆଇନ ଅଧିନରେ ସୁରକ୍ଷା ପାଉଥିବାରୁ ତାଙ୍କୁ ସରକାରୀ ବଙ୍ଗଳା
Read More...

ଅଜଣା ଗାଡି ଧକାରେ ସ୍ତ୍ରୀ ମୃତ: ସ୍ୱାମୀ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ସୁବର୍ଣ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତି କରାଯାଇଛି । ବର୍ତମାନ ସୁଦ୍ଧା
Read More...