Browsing Category

ପ୍ରମୁଖ ଖବର

୫ଲକ୍ଷ ଡେଇଁଲା କରୋନା

ନୂଆଦିଲ୍ଳୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢି ଚାଲିଛି । ସଂକ୍ରମଣ ସ୍ଥିତି ଏକ ପ୍ରକାର ଅସମ୍ଭାଳ ହୋଇପଡିଛି । ଦେଶରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୮ହଜାର ଅତିକ୍ରମ କରିଛି । ଅର୍ଥାତ ଗୋଟିଏ ଦିନରେ ୧୮ ହଜାର
Read More...

ରାଷ୍ଟ୍ରୀୟ ସଂଙ୍ଗୀତର ସ୍ରଷ୍ଟା ବଙ୍କିମ ଚନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ

ରାଷ୍ଟ୍ରିୟ ସଂଙ୍ଗୀତ “ବନ୍ଦେ ମାତରମ୍”ର ସ୍ରଷ୍ଟା ବଙ୍କିମ ଚନ୍ଦ୍ର ଚାଟାର୍ଜିଙ୍କର ୧୮୨ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ୧୮୩୮ମସିହା ଜୁନ୨୭ ତାରିଖରେ ପଶ୍ଚିମ ବଙ୍ଗଳାର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ କଂଠଲପଡ଼ା
Read More...

ଧରାପଡିଲେ ଲାଂଚୁଆ ସରପଂଚ

କୋରାପୁଟ: ଭିଜିଲାନ୍ସ ହାତରେ ଧରାପଡିଲେ ଲାଚୁଂଆ ସରପଂଚ । ଦଶମନ୍ତପୁର ବ୍ଲକ ଅର୍ନ୍ତଗତ ମୁଜାଙ୍ଗ ପଂଚାୟତ ସରପଂଚ ଗାଁ ପୋଖରୀ କାମର ୱାର୍କ ଅର୍ଡର ଦେବା ପାଇଁ ଗଙ୍ଗାଧର ସାଇନ୍ତାଙ୍କ ଠାରୁ ୨୦ ହଜାର ଲାଂଚ ମାଗିଥିଲେ । ତେଣୁ ଗଙ୍ଗାଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଗଙ୍ଗାଧରଙ୍କ
Read More...

ଆତଙ୍କବାଦୀ ହମଲା : ୨ ନିହତ

ଶ୍ରୀନଗର : ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ବିଜବେହାରା ଠାରେ ଆତଙ୍କବାଦୀ ଆକ୍ରମଣରେ ଜଣେ ସିଆରପିଏଫ ଯବାନ ଓ ୫ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । ସିଆରପିଏଫ ଟିମକୁ ଆତଙ୍କବାଦୀ ଟାର୍ଗେଟ କରି ଆକ୍ରମଣ କରିଥିଲେ । ଏହି ଘଟଣା ପରେ ଭାରତୀୟ ସୁରକ୍ଷାକର୍ମି ଉକ୍ତ ଅଂଚଳରେ
Read More...

ଆପାର୍ଟମେଣ୍ଟ ସିଲ୍ କଲା ବିଏମସି

ଭୁବନେଶ୍ୱର-କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଶ୍ରୀବିହାର ସ୍ଥିତ ଏକ ନିର୍ମାଣଧୀନ ଆପାର୍ଟେମେଂଟକୁ ସିଲ କଲା ବିଏମସି । ସେଠାରେ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ମାତ୍ର ଆପାର୍ଟମେଂଟରେ ପ୍ରବାସୀ ପଶ୍ଚିମବଙ୍ଗ ଶ୍ରମିକ ଥିବାରୁ ଏହି ପଦକ୍ଷେପ ନିଆଯାଇଛି ।ଏହି
Read More...

ଆରବିଆଇ ତଦାରଖ ଅଧୀନକୁ ଆସିବ ସହରୀ ସମବାୟ ବ୍ୟାଙ୍କ

ନୂଆଦିଲ୍ଲୀ- ଦେଶର ୧୪୮୨ ସହରୀ ସମବାୟ ବ୍ୟାଙ୍କ ସହିତ ସମସ୍ତ ସରକାରୀ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ତଦାରଖ ପରିସର ଭୁକ୍ତ କରାଯିବ । ଜମାକରୀଙ୍କ ସ୍ୱାର୍ଥ ରକ୍ଷା ତଥା ସମବାୟ ବ୍ୟାଙ୍କଗୁଡିକର ସୁଶାସନ ଓ ତଦାରଖରେ ଉନ୍ନତି ଆଣିବାକୁ ଏହି ପଦକ୍ଷେପ ନିଆଯାଇଛି । ରାଷ୍ଟ୍ରପତି ରାମନାଥ
Read More...

କରୋନା ହଟସ୍ପଟ ଅଂଚଳ ଲୋକଙ୍କୁ ବାରଣ

ଭୁବନେଶ୍ୱର-କରୋନା ହଟସ୍ପଟ ଅଂଚଳର କୌଣସି ଲୋକ ଭୁବନେଶ୍ୱର ଆସିଲେ ସିଧାସଳଖ ଘରକୁ ଯାଇପାରିବେ ନାହିଁ ।ପ୍ରଥମେ ସେମାନଙ୍କୁ ସରକାରୀ କ୍ୱାରେଂଟାଇନ କେନ୍ଦ୍ରରେ ରହିବାକୁ ପଡିବ । ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ମାତ୍ରାଧିକ ବଢି ଚାଲିଥିବା ଦୃଷ୍ଟିରୁ ଏପରି କଠୋର
Read More...

ଓଷକଣା ବଜାର ସମେତ ପଂଚାୟତର ଦୁଇ ଗାଁ ୩ ଦିନ ସଟ୍ ଡାଉନ ।

ବାଲିକୁଦା; ଓଷକଣା ସ୍ଥିତ ଓଷକଣା ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ଟିଏମସିରୁ ଜଣେ ପ୍ରବାସୀ ତାଙ୍କ ବାପାଙ୍କ କଥାରେ ପରିଚାଳିତ ହୋଇ ସରପଞ୍ଚଙ୍କୁ ଚ୍ୟାଲେଞ୍ଜ କରି ପ୍ରାଚୀର ଡେଇଁ ନିଜ ଘରକୁ ଚାଲିଯିବା ପରେ ସରପଞ୍ଚ ତନିଲତା ସେଠୀ ଓଷକଣା ବଜାର ସମେତ ଓଷକଣା ଗାଁ ଓ ପାଣିତିରା ଗାଁକୁ ସର୍ଟ
Read More...

ଆଜି ହେରା ପଂଚମୀ

ପୁରୀ- ଆଜି ଚତୁର୍ଦ୍ଧାମୂର୍ତିଙ୍କ ହେରା ପଂଚମୀ । ଆଡପ ମଣ୍ଡମପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମହାଲକ୍ଷ୍ମୀ । ସନ୍ଧ୍ୟା ଆଳତି ପରେ ବିମାନ ପଟୁଆରରେ ଲକ୍ଷ୍ମୀମା ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ।
Read More...

ରାଜ୍ୟରେ ପୁଣି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୭୦ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ ୧୪୩ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୭ ସ୍ଥାନୀୟ ଅଂଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୫୮, ନବରଙ୍ଗପୁର ଓ
Read More...