Browsing Category

ପ୍ରମୁଖ ଖବର

ଓଷକଣା ବଜାର ସମେତ ପଂଚାୟତର ଦୁଇ ଗାଁ ୩ ଦିନ ସଟ୍ ଡାଉନ ।

ବାଲିକୁଦା; ଓଷକଣା ସ୍ଥିତ ଓଷକଣା ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ଟିଏମସିରୁ ଜଣେ ପ୍ରବାସୀ ତାଙ୍କ ବାପାଙ୍କ କଥାରେ ପରିଚାଳିତ ହୋଇ ସରପଞ୍ଚଙ୍କୁ ଚ୍ୟାଲେଞ୍ଜ କରି ପ୍ରାଚୀର ଡେଇଁ ନିଜ ଘରକୁ ଚାଲିଯିବା ପରେ ସରପଞ୍ଚ ତନିଲତା ସେଠୀ ଓଷକଣା ବଜାର ସମେତ ଓଷକଣା ଗାଁ ଓ ପାଣିତିରା ଗାଁକୁ ସର୍ଟ
Read More...

ଆଜି ହେରା ପଂଚମୀ

ପୁରୀ- ଆଜି ଚତୁର୍ଦ୍ଧାମୂର୍ତିଙ୍କ ହେରା ପଂଚମୀ । ଆଡପ ମଣ୍ଡମପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମହାଲକ୍ଷ୍ମୀ । ସନ୍ଧ୍ୟା ଆଳତି ପରେ ବିମାନ ପଟୁଆରରେ ଲକ୍ଷ୍ମୀମା ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ।
Read More...

ରାଜ୍ୟରେ ପୁଣି ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୭୦ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ ୧୪୩ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୭ ସ୍ଥାନୀୟ ଅଂଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୫୮, ନବରଙ୍ଗପୁର ଓ
Read More...

ପୁରୀରେ ସରୋଲଜିକାଲ ସର୍ଭେ

ପୁରୀ- ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସରୋଲଜିକାଲ ସର୍ଭେ କରିବା ପାଇଁ ନିଷ୍ପତି ହୋଇଛିି । ପ୍ରଥମ ପର୍ଯ୍ୟାୟରେ ସର୍ଭେ ପ୍ରକ୍ରିୟା ପୁରୀରୁ ଆରମ୍ଭ ହୋଇଛି । କରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କା ନେଇ ଏହି ସର୍ଭେ ପ୍ରକ୍ରିୟା ଜାରି ରହିବ । ପର୍ଯ୍ୟାୟ କ୍ରମେ ଗଞ୍ଜାମ,
Read More...

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ- ତେଳ ଦର ଆକାଶ ଛୁଆଁ । ଗତ ୨୧ ଦିନ ଧରି କ୍ରମାଗତ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଦର ୮୦ଟଙ୍କା ୩୮ ପଇସା ଓ ଡିଜେଲ ଦର ୮୦ ଟଙ୍କା ୪୦ ପଇସା ରହିଛି ।
Read More...

ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ

ଭୁବନେଶ୍ୱର- ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲାର ୬୮ ବର୍ଷୀୟ ବୃଦ୍ଧଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେ ପୂର୍ବରୁ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିଲେ ।
Read More...

ଜୁଲାଇ ୧୫ସୁଦ୍ଧା ସିବିଏସଇ ପରୀକ୍ଷା ଫଳ

ନୂଆଦିଲ୍ଳୀ: ଆସନ୍ତର ଜୁଲାଇ ୧୫ ତାରିଖ ସୁଦ୍ଧା ସିବିଏସଇ, ଆଇସିଏସ୍ଇ, ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇବ । ଆଜି ସିବିଏସଇ ପରୀକ୍ଷା କଟ୍ରୋଂଲର ସଂଯମ ଭରଦ୍ୱାଯ ଘୋଷଣା କରିଛନ୍ତି । ଭରଦ୍ୱାଦ ଆହୁରି ମଧ୍ୟ କହିଛନ୍ତି ଯେ, ନମ୍ବର ବଢାଇବା ନିମନ୍ତେ ସିବିଏସଇର ଦ୍ୱାଦଶ ଶ୍ରେଣୀର
Read More...

ମୌସୁମୀ ଦୁର୍ବଳ : ବଦଳୁଛି ପାଣିପାଗ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ନିର୍ଦ୍ଧାରିତ ସମୟରେ ପ୍ରେବେଶ କରିଥିଲା ବେଳେ ଏବେ ଦୃବଳ ହୋଇଯାଇଛି । ପରିଣତି ସ୍ୱରୁପ ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଗୋଟିଏ ସପ୍ତାହ ବର୍ଷା ପରେ ହଠାତ୍ ମୌସୁମୀ ଦୁର୍ବଳ
Read More...

ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଉପରେ ଗୁରୁତ୍ୱ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

ଆଜି ଲୋକସଭା ବନ୍ଦରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରାକୁତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ଗତିଶୀଳ, ସାମଗ୍ରୀକ ଓ ଭାଗୀଦାର ମୂଳକହେବା ଉଚିତ୍ । ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗିର ମୂଳନୀତି ହେଉଛି
Read More...

ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସରେ ସଚେତନତା

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ ୟୁଥ୍ ଫର୍ ଭଲ୍ୟୁନଟାରୀ ୱାର୍କ' ତରଫରୁ ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ସଙ୍ଗଠନର ଅଧ୍ୟକ୍ଷ ମିର ଅହମ୍ମଦ୍ ଅଲ୍ଲୀଙ୍କ ପରିଚାଳନାରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ୍ ଛକରେ ସାମାଜିକ ଦୂରତ୍ୱ
Read More...