Browsing Category

ପ୍ରମୁଖ ଖବର

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୩୧୦୫କୁ ବୃଦ୍ଧି

ନୂଆଦିଲ୍ଲୀ-ଭାରତରେ ଗତ ୨୪ ଘଂଟା ମଧ୍ୟରେ ନୂତନ ୧୬,୯୨୨ଆକ୍ରାନ୍ତ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୩୧୦୫କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଅଦ୍ୟାବଧି ୨୭୧୬୯୬ ସୁସ୍ଥ ହୋଇଥିବା ବେଳେ ୧୪୮୯୪ଜଣଙ୍କ
Read More...

ମନ୍ତ୍ରୀ, ବିଧାୟକଙ୍କ ବିଳାସ ପୂର୍ଣ୍ଣ ହୋଟଲ କୋଭିଡ ସେଂଟର

ବେଙ୍ଗାଲୁର- ମନ୍ତ୍ରୀ, ସଂସଦ ଓ ବିଧାୟକଙ୍କ ବିଳାସମୟ କୁମାର କୃପା ଗେଷ୍ଟ ହାଉସର ୧୦୦ କୋଠରିକୁ କୋଭିଡ ସେଂଟର କରିଛନ୍ତି କର୍ଣ୍ଣାଟକ ସରକାର । ଉତମ ପରିଚାଳନା ନିମନ୍ତେ ଗାଇଡଲାଇନ ଅନୁଯାୟୀ ୩୩% କାର୍ଯ୍ୟକଳାପ ଜାରି ରଖିବାକ ହୋଟଲକୁ କୁହାଯାଇଛି । ଏହା ବ୍ୟତୀତ କରୋନାଭାଇରସ ମୁକାବିଲା
Read More...

ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର- ଅନଲାଇନ ତଥା ଡିଜିଟାଲ ଶିକ୍ଷା ସୁଦୃଢ କରିବା ପାଇଁ ଗଠିତ ହେଲା ୪ କମିଟି । ଅନଲାଇନ ପାଠପଢା ପାଇଁ ଓଡିଶାରେ ଭିତିଭୂମିର ଅଭାବ ଥିବାରୁ ବହୁ ଛାତ୍ରଛାତ୍ରୀ ଏଥିରୁ ବଂଚିତ ହେଇ ଆସୁଛନ୍ତିି । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ହ୍ୱାଟସଆପ ଓ ମଧୁ ଆପ ଜରିଆରେ ଶିକ୍ଷା ପ୍ରଦାନ
Read More...

୧୫ ହଜାର ଟପିଲା ଦୈନିକ ସଂକ୍ରମଣ

ନୁଆଦିଲ୍ଲୀ(ଏଜେନ୍ସି)- ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୧୫ ହଜାର ୯୬୯ ସଂକ୍ରମିତ ଠାବ ହୋଇଛନ୍ତ । ଗତ କିଛିଦିନ ହେଲା ଦୈନିକ ୧୪ରୁ ୧୫ ହଜାର ମଧ୍ୟରେ ନୂଆ ରୋଗୀ ଚିହ୍ନଟ ହେଉଥିଲା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସେହିପରି ୪୬୫ ରୋଗୀ ପ୍ରାଣ
Read More...

ହୀରାକୁଦର ପ୍ରଥମ ବନ୍ୟାଜଳ ନିଷ୍କାସନ ଆଜି

ସମ୍ବଲପୁର,୨୪.୦୬ (ନି.ପ୍ର) : ଆସନ୍ତାକାଲି ହୀରାକୁଦ୍ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ପୂର୍ବାହ୍ନ ୧୦ଟା ପରେ ଯେ କୌଣସି ମୁହୂର୍ତରେ ଖୋଲିବ ହୀରାକୁଦ୍ ଜଳଭଣ୍ଡାରରୁ ଜଳ ଛଡାଯିବ । ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ପ୍ରଥମ ବନ୍ୟାଜଳ
Read More...

ସିଲ୍ ହେଲା ବ୍ଲୁ ହ୍ୱିଲ୍ ହସ୍ପିଟାଲ୍

ଭୁବନେଶ୍ୱର,୨୪.୦୬ (ନି.ପ୍ର) : କୋଭିଡ୍-୧୯ ଗାଇଡଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆଜି ଭୁବନେଶ୍ୱରର ମଞ୍ଚେଶ୍ୱରରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲକୁ ସିଲ କରିଦେଇଛି । ସୂଚନା ଯୋଗ୍ୟ ଯେ, ହସ୍ପିଟାଲରୁ ଗତକାଲି ସୁଦ୍ଧା ମୋଟ୍ ୨୭ଜଣ କରୋନା ପଜିଟିଭ
Read More...

ଆଡପ ମଣ୍ଡପରେ ତିନି ଠାକୁର

ପୁରୀ,୨୪.୦୬ (ନି.ପ୍ର) : ନବଦିନ ବ୍ୟାପି ଘୋଷ ଯାତ୍ରାରେ ଥି୍ବା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଠାକୁର ବଳଭଦ୍ର , ଦେବୀ ସୁଭଦ୍ରା ଓ ସୁଦର୍ଶନ ଆଜି ଆଡପ ମଣ୍ଡପକୁ ବିଜେ କରିଛନ୍ତି । ଶରଧା ବାଲିରେ ରଥାରୁଢ ଥିବା ଚତୃର୍ଦ୍ଧା ମୃର୍ତଙ୍କର ଆଜି ସନ୍ଧ୍ୟା ଆଳତୀ ଓ ଧୂପ ପରେ ଗୋଟି ପହଣ୍ଡିରେ ଶ୍ରୀ
Read More...

୨୭ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଷ୍ଟିଭ୍ ବିଙ୍ଗ୍

ନୂଆଦିଲ୍ଲୀ: ଡିପ୍ରେସନ୍ରେ ରହି ୨୭ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ହଲିଉଡ ପ୍ରଯୋଜକ ଷ୍ଟିଭ୍ ବିଙ୍ଗ୍ । ମୃତ୍ୟ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିବା ଜଣାପଡିଛି । କରୋନା ଭାଇରସ୍ ପାଇଁ ଷ୍ଟିଭ୍ ଆଇସୋଲେସନରେ ଥିଲେ ଏହି କାରଣରୁ ସେ ଡିପ୍ରେସନକୁ ଯାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।
Read More...

ରୋଜଗାର ଦେଇ ରେକର୍ଡ କରିବେ ଯୋଗୀ ସରକାର

ଲକ୍ଷ୍ନୌ: କୋଟିଏ ଲୋକଙ୍କୁ ଏକାଥରେ ରୋଜଗାର ଦେଇ ରେକର୍ଡ କରିବେ ଯୋଗୀ ସରକାର । ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦ୍ତ୍ୟନାଥ ୨୬ ଜୁନ୍ ରେ କୋଟିଏ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଯୋଜନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ଏହାର ଶୁଭାରମ୍ଭ ହେବ ବୋଲି ସୂଚନା
Read More...

ପାଂଚହଜାର ବ୍ୟକ୍ତିଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର- ରଥ ଯାତ୍ରାରେ ସାମିଲ ହୋଇଥିବା ପଂଚହଜାର ବ୍ୟକ୍ତିଙ୍କର ହେବ କୋଭିଡ ଟେଷ୍ଟ । ବୁଧବାର ପୁଲିସ କର୍ମଚାରୀଙ୍କ ଟେଷ୍ଟ ହୋଇଥିବା ବେଳେ ସମସ୍ତ ସେବାୟତ ଓ ସଫେଇ କର୍ମଚାରୀଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ । ପୁରୀ ସର୍କିଟ ହାଉସରେ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ଅଢେଇ
Read More...