Browsing Category

ପ୍ରମୁଖ ଖବର

ଓଡ଼ିଶାକୁ ଆଦାନୀ ଦେବ ଆଲୋକ

ଭୁବନେଶ୍ୱର: ଓଡ଼ିଶା ପାୱାର ଜେନେରେଶନ ଲିମିଟେଡ୍(ଓପିଜିସି)ର ୪୯% ଅଂଶଧନ ପ୍ରମୁଖ ଘରୋଇ କ୍ଷେତ୍ର ଶକ୍ତି ଉପତ୍ପାଦନକାରୀ କମ୍ପାନୀ ଆଦାନୀ ପାୱାର ଲିମିଟେଡ୍ (ଏପିଏଲ୍) ନିକଟକୁ ଯିବ । ଏଥିଲାଗି ଓପିଜିସିର ଅନୁବନ୍ଧିତ ସଂସ୍ଥା ଏଇଏସ୍ କର୍ପୋରେଶନ ସହ ଆଦନୀ ଶେୟାର ବିକ୍ରି ଏବଂ କ୍ରୟ ଚୁକ୍ତିି
Read More...

ଲୋକାୟୁକ୍ତଙ୍କ ୱେବସାଇଟ୍ ଲୋକାର୍ପିତ

ଭୁବନେଶ୍ୱର: ଆଜି ଲୋକାୟୁକ୍ତ, ଓଡ଼ିଶାଙ୍କ ୱେବସାଇଟ୍ ଲୋକାର୍ପିତ ହୋଇଛି । ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂହଙ୍କ ଦ୍ୱାରା ଏହି ୱେବସାଇଟ୍ ଲୋକାର୍ପିତ ହୋଇଥିଲା । ଲୋକାର୍ପଣ ଉସତ୍ସବରେ ଲୋକାୟୁକ୍ତ ସଦସ୍ୟ ଜଷ୍ଟିସ୍ ବିଜୟ କୁମାର ନାୟକ, ଦେବବ୍ରତ ସ୍ୱାଇଁ, ଡା. ରାଜେନ୍ଦ୍ର ପ୍ରସାଦ
Read More...

ମିଳିଲା ଆଡପ ଅବଢା

ପୁରୀ,୨୫/୦୬ (ନି.ପ୍ର): ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଜିଠାରୁ ଆଡପ ଅବଢା ବିକି୍ର ହୋଇଛି । ମହାପ୍ରଭୁଙ୍କ ସକାଳ ଧୂପ ପରେ ଆଡପ ଅବଢା ବିକ୍ରି ଆରମ୍ଭ ହୋଇଛି । ଅବଢା ବିକ୍ରିକୁ ସୁଖଂଳିତ କରିବା ଲାଗି ଭକ୍ତଙ୍କ ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି । ନାକଚଣା ଦ୍ୱାରା ନିକଟରେ ଅବଢା ବିକ୍ରି
Read More...

ହୀରାକୁଦର ୧୦ଗେଟ୍ ଖୋଲା

ସମ୍ବଲପୁର,୨୪/୦୬ (ନି.ପ୍ର): ପାରମ୍ପରିକ ପୂଜାର୍ଚ୍ଚନା ପରେ ଆଜି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି । ଆଜି ପୂର୍ବାହ୍ନ ୧୦ଟାରେ ପାରମ୍ପରିକ ପୂଜାଚ୍ଚର୍ନା ପରେ ୧୦ଟି ସୁଇସ୍ ଗେଟ୍ ଖୋଲି ଦିଆଯାଇଛି । ପ୍ରଥମେ ୭ନଂ ସୁଇସ୍ ଗେଟ୍ ଖୋଲାଯିବା ପରେ ୯ନମ୍ବର ଗେଟ୍ ଖୋଲା
Read More...

ସାମ୍ଭାବ୍ୟ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୨୫.୦୬.(ନିପ୍ର) : ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ଏହାର ନିୟନ୍ତ୍ରଣ ସଂପର୍କରେ ଏକ ବୈ÷ଠକ ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜୀବ ଭବନ ସ୍ଥିତ ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ
Read More...

‘ଶିଶୁଋଣ’ ହିତାଧିକାରୀଙ୍କ ପାଇଁ ୨% ସୁଧ ରିହାତି

ନୂଆଦିଲ୍ଳୀ. ୨୫/୦୬ (ଏଜେନ୍ସି) : ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ 'ଶିଶୁ ଋଣ' ଆକାଉଣ୍ଟଧାରୀଙ୍କୁ ନିୟମିତ କିସ୍ତି ପ୍ରଦାନ କ୍ଷେତ୍ରରେ ୧୨ ମାସ ପାଇଁ ୨ ଶତାଂଶ ହାରରେ ଋଣ ରିଆତି ଦେବାକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତି ନିଆଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
Read More...

ଭୁବନେଶ୍ୱରରୁ ନୂଆ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ପୁଣି ନୂଆ ୩୮ ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୨୫ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୧୩ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ ବର୍ଷକର ଶିଶୁ ରହିଛି । ଜୟଦେବ ବିହାରରୁ ୫, ମଂଚେଶ୍ୱର ୧୬, ୟୁନିଟ -୮ରୁ ୨, ୟୁନିଟ-୬ରୁ ଜଣେ ଅନ୍ୟ ଜଣେ
Read More...

ପଶ୍ଚିମବଙ୍ଗରେ ବଢିଲା ଲକଡାଉନ ଅବଧି

କୋଲକତା- ପଶ୍ଚିମବଙ୍ଗରେ ଜୁଲାଇ ୩୧ ଯାଏଁ ବଢିଲା ଲକଡାଉନ ଅବଧି । ଜୁନ ୩୦ ତାରିଖରେ ଲକଡାଉନ ୦.୫ ଅବଧି ଶେଷ ହେବାକୁ ଯାଉଥିବା ବେଳେ ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ବଢାଇ ଦେଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଲକଡାଉନ ବଳବତର
Read More...

ଟପିକ୍ କୋର୍ସ ଆଧାରରେ ପାଠପଢା

ଭୁବନେଶ୍ୱର- ଏଣିକି ଅନଲାଇନ ଟପିକ୍ କୋର୍ସ ଆଧାରରେ ପଢିବେ ପିଲା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମୁଖ୍ୟ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏହି ଆପ୍ ଜରିଆରେ ଛାତ୍ରଛାତ୍ରୀ ଅଧିକ ମାତ୍ରାରେ ଯୋଗ ଦେବା ପାଇଁ ତର୍ଜମା ଚାଳିଛି । ରାଜ୍ୟରେ ୬୦ ଲକ୍ଷ ପିଲାଙ୍କ ମଧ୍ୟରୁ ୨୨ ଲକ୍ଷ
Read More...

ପିପିଲିକୁ ଗଡିଲା ‘ମୋ ବସ୍’

ଭୁବନେଶ୍ୱର- ପିପିଲିକୁ ଆଜିଠାରୁ ମୋ ବସ୍ ସେବା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ରୁଟରେ ୪ ବସ ଚଳାଚଳ କରିବ । ପ୍ରଥମ ବସ୍ ସକାଳ ୭ରେ ମାଷ୍ଟରକ୍ୟାଂଟିନରୁ ବାହାରି ପିପିଲି ଅଭିଭୁଖେ ଯାତ୍ରା କରିଛି । ସେହିପରି ସଦ୍ଧ୍ୟା ୫.୫୦ ମିନିଟିରେ ମଧ୍ୟ ମାଷ୍ଟରକ୍ୟାଂଟିନରୁ
Read More...