Browsing Category

ପ୍ରମୁଖ ଖବର

୧୭ କିମି ପାଦରେ ଚାଲି ଡାକ୍ତରଖାନା ଗଲେ ଗର୍ଭବତୀ

ଭୁବନେଶ୍ୱର: ପୁଣି ପଦାକୁ ଆସିଲା ଜନନୀ ଯନ୍ତ୍ରଣା । ଖବର ଦେବା ସତ୍ୱେ ଠିକ୍ ସମୟରେ ଆମ୍ବଲାନ୍ସ ନ ପହଁଚିବାରୁ ୧୭ କିଲୋମିଟର ପାଦରେ ଚାଲି ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା ପ୍ରସବଜନିତ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବଲାନ୍ସକୁ ଖବର ଦେଇଥିଲେ । ଦୀର୍ଘ ସମୟ ଅପେକ୍ଷା କରିବା ପରେ
Read More...

ଖୁବ୍ ଶିଘ୍ର ରାଜ୍ୟରେ ମିଳିବ କୋଭିଡ ଔଷଧ

ନୂଆଦିଲ୍ଲୀ- ପାଂଚ ରାଜ୍ୟକୁ ମିଳିବ କୋଭିଡ ଔଷଧ । ହାଇଦ୍ରାବାଦର ଏକ ଔଷଧ ପ୍ରସ୍ତୁତିକାରୀ କମ୍ପାନି ହେଟେରୋକୁ ପରୀକ୍ଷା ମୂଳକ ଭାବେ କରୋନା ଔଷଧ ରେମଡେସିଭିରର ଜେନେରିକ ଭର୍ସନର ପ୍ରସ୍ତୁତି ଏବଂ ବିକ୍ରି ପାଇଁ ଅନୁମତି ମିଳିଛି । ଏହି କମ୍ପାନି ମହାରାଷ୍ଟ୍ର ଓ ଦିଲ୍ଲୀ ସମେତ ଦେଶର ୫
Read More...

ଛଦ୍ମବେଶୀ ୨ ସେବାୟତ ଅଟକ

ରୀ- ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ କଟକଣା ଜାରି ହୋଇଛି । ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ଯାଂଚ କରାଯାଉଛି । ତେବେ ଦୁଇ ଜଣ ଭକ୍ତ ସେବାୟତ ବେଶରେ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କରିଥିବା ବେଳେ ପୁଲିସ ହାବୁଡରେ ପଡିଛନ୍ତି ।ସେମାନେ କିପରି ପ୍ରବେଶ କଲେ ସେ
Read More...

ଥାନା ଅଧିକାରୀ ନିଲମ୍ବିତ

ରାଉଲକେଲା- ପୁଣି ଖାକିରେ ଲାଗିଲା ଦାଗ । ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ କରାଇବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝୀ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ପଶ୍ଚିମାଂଚଳ ଡିଆଇଜି ତାଙ୍କୁ
Read More...

ବ୍ରହ୍ମପୁରରେ ୪ ଦିନିଆ ସଟଡାଉନ

ଭୁବନେଶ୍ୱର - ଗଞ୍ଜାମରେ କରୋନା ସଂକ୍ରମଣ ଜନିତ ସମସ୍ୟା ଉଦବେଗ ଜନକ ସ୍ଥିତିରେ ପଂହଚିଥିବା ବେଲେ ବ୍ରହ୍ମପୁର ସହରରେ ୪ ଦିନ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ । ଆସନ୍ତା ୨୮ତାରିଖରୁ ସଟଡାଉନ ଆରମ୍ଭ ହେବ । ଏହି ସମୟରେ କେବଳ ସ୍ୱାସ୍ଥ୍ୟସେବା ଓ ଦୁଗ୍ଧ ବଂଟନ ପାଇଁ ଅନୁମତି
Read More...

କରୋନା ଲକ୍ଷଣ ନଥିବା ସେବାୟତ ବାହୁଡା ଯାତ୍ରାରେ ସାମିଲ ହୋଇପାରିବେ

ପୁରୀ- ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ କଡା କଟକଣା ପୂର୍ବପରି ଜାରି ରହିବ । ଯେଉଁ ସେବାୟତଙ୍କ କୋଭିଡ୍ ଟେଷ୍ଟପରେ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ବାହୁଡା ଯାତ୍ରାରେ ସାମିଲ କରାଯିବ । ତେଣୁ ସେବାୟତଙ୍କ କୋଭିଡ ପରୀକ୍ଷା ପାଇଁ ଦୁଇ ମେଡିକାଲ କ୍ୟାମ୍ପ ଆଯୋଜନ କରାଯିବ । ସହରର
Read More...

କରୋନା କଟକଣାକୁ ମାନୁ ନାହାଁନ୍ତି ଘରୋଇ ହସ୍ପିଟାଲ

ଭୁବନେଶ୍ୱର- ସରକାରଙ୍କ କୋଭିଡ କଟକଣାକୁ ମାନୁନାହାନ୍ତି ପ୍ରାଇଭେଟ ହସ୍ପିଟାଲ । ତେଣୁ ଅଧିକାଂଶ କରୋନା ଯୋଦ୍ଧା ସଂକ୍ରମିତ ହେଉଛନ୍ତି । ଗତ ଦୁଇ ଦିନ ପୂର୍ବେ ଏକ ପ୍ରାଇଭେଟ ମେଡିକାଲରୁ ୨୭ ଆକ୍ରାନ୍ତ ଚିହ୍ନଟ ହେବାପରେ ଗତକାଲି ମଧ୍ୟ ସରକାରୀ ହସ୍ପିଟାଲରୁ ଆକ୍ରାନ୍ତ ଚିହ୍ନଟ
Read More...

୨୨ଶହ ଟଙ୍କାରେ କୋଭିଡ ଟେଷ୍ଟ

ଭୁବନେଶ୍ୱର- ଏଣିକି ଘରୋଇ ହସ୍ପିଟାଲରେ କୋଭିଡ ପରୀକ୍ଷା ପାଇଁ ୪.୫୦୦ଟଙ୍କା ପରିବର୍ତେ୨୨ ଶହ ଟଙ୍କା ଦେବାକୁ ପଡିବ । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଏ ନେଇ ଶନିବାର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ବିଧିବଦ୍ଧ
Read More...

ରାଜ୍ୟରେ ଛଅ ହଜାର ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର-ପୁଣି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ନୂଆ ୨୧୮ କରୋନା ପଜିଟିଭ । ଏମାନଙ୍କ ମଧ୍ୟରୁ ସଙ୍କରୋଧ କେନ୍ଦ୍ରର ୧୯୮ ଓ ଲୋକାଲ କେସ୍ ୨୦ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ସୂଚନା ଦେଇଛନ୍ତି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୪୯,ଜଗତସିଂହପୁର ୨୯, ଗଜପତି
Read More...

ଅଗଷ୍ଟ ସୁଦ୍ଧା ଟ୍ରେନ ଚଳାଚଳ ଅସମ୍ଭବ

ନୂଆଦିଲ୍ଲୀ: ସମସ୍ତ ନିୟମିତ ଟାଇମ୍-ଟେବଲ୍ ଟ୍ରେନ ପାଇର୍ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ବୁକ୍ ହୋଇଥିବା ସମସ୍ତ ଟିକେଟର୍ ପୂରା ବୁକିଙ୍ଗ ମୂଲ୍ୟ ଫେରାଇ ଦେବାକୁ ରେଳବାଇ କହିଥିବାରୁ ଅନୂ୍ୟନ ଅଗଷ୍ଟ ମଧ୍ୟ ଭାଗ ପୂର୍ବରୁ ନିୟମିତ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ ହେବାର ସମ୍ଭାବନା ନାହିଁ
Read More...