Browsing Category

ପ୍ରମୁଖ ଖବର

ବାଲିକୁଦାରେ ଟ୍ରକ ବାଇକ ମୁହାଁ ମୁହିଁ; ବାଇକ ଚାଳକ ମୃତ ।

କନ୍ଦରପୁର- ମାଛଗାଁ ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଲିକୁଦ ଥାନା ଅଧିନ ଗୋପାଳପୁର ଛକ ନିକଟରେ ଟ୍ରକ ବାଇକ ମୁହାଁ ମୁହିଁ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ବାଇକ ଚାଳକ ହେଉଛନ୍ତି ଗଞ୍ଜାମ ପଞ୍ଚାୟତ ଚଅଁରପୁର ଗ୍ରାମର ପ୍ରଶାନ୍ତ କୁମାର ପଣ୍ଡା
Read More...

ସୁସ୍ଥ ହେଲେ ୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି  ୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୨୩୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି | ସୁସ୍ଥ ହୋଇଥିବା ୭୨ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୧୭ଜଣ, ସୋନପୁରରୁ ୯ଜଣ, ବଲାଙ୍ଗୀରରୁ ୭ଜଣ, ଜଗତସିଂହପୁରରୁ
Read More...

ହାଇକୋର୍ଟ ମୁଖ୍ୟ ବିଚାରପଜି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ

କଟକ- ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ । କନଫରେନ୍ସ ହଲରେ ମୁଖ୍ୟ ବିଚାରପତି ଶପଥ ପାଠ କରାଇଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ମିଶାଇ ବିଚାରପତିଙ୍କ ସଂଖ୍ୟା ୧୬ରେ ପଂହଚିଛି । ଜଷ୍ଟିସଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ
Read More...

ଓଡିଶାରେ ଆଖିବୁଜିଲା ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୯ ରେ ପଂହଚିଲା । ଗୁରୁବାର କରୋନାରେ ଆକ୍ରାନ୍ତ ଜଣେ ୩୮ ବର୍ଷୀୟା ମହିଳାଙ୍କ ମୃତୁ୍ୟ ହୋଇଛି । ମୃତକ ମହିଳା ଭୁବନେଶ୍ୱରର । ମହିଳା ଜଣକ କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା । ସୋରିଆସିସ
Read More...

ରଜ ପାଳନ ଉପରେ ରୋକ

କେନ୍ଦୁଝର- କରୋନା ସଂକ୍ରମଣକୁ ନେଇ କେନ୍ଦୁଝର ପ୍ରଶାସନ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି । ରଜ ଦୋଳି,ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଆଦି ଆୟୋଜନ କରିପାରିବେ ନାହିଁ ବୋଲି ନିର୍ଦେଶ ରହିଛି । ୬ ଦିନ ଧରି ଏହି କଟକଣା ବଳବତର ରହିବ । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ଜିନିଷ
Read More...

ଘରେ ରହି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କୋରାପୁଟ - କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି । ଜୁଲାଇ ୬ରୁ ୨୭ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ପରୀକ୍ଷା ହେବ । ପରୀକ୍ଷାର୍ଥ ଘରେ ରହି ଏହି ପରୀକ୍ଷା ଦେବେ । ପରୀକ୍ଷା ଆରମ୍ଭ ହେବାର ୧ ଘଂଟା ପୂର୍ବରୁ ଗୁଗୁଲ ଫର୍ମସ,
Read More...

ପୁଣି ନୂଆ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଗୁରୁବାର ପୁଣି ୧୩୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮୬ରେ ପଂହଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ କ୍ୱାରେନଂଟାଇନ କେନ୍ଦ୍ରରେ ରହୁଥବା ବେଳେ ୨ ଲୋକାଲ କେସ ରହିଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ସୂଚନା ଦେଇଛି । ନୂତନ
Read More...

ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍‌ ଉପରୁ ଉଠିଲା ରପ୍ତାନି କଟକଣା

ନୂଆଦିଲ୍ଲୀ: ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ପ୍ରସ୍ତୁତି ସାମଗ୍ରୀ ରପ୍ତାନି କଟକଣା ଉଠାଇବା ନିଷ୍ପତ୍ତିକୁ ଡିପାର୍ଟମେଣ୍ଟ୍‌ ଅଫ୍ ଫାର୍ମସ୍ୟୁଟିକାଲ୍ସ୍ ଅନୁମୋଦନ କରିଛି , ଏ ସଂକ୍ରାନ୍ତରେ କେନ୍ଦ୍ର ରସାୟନିକ ଓ ସାର ମନ୍ତ୍ରୀ ଘୋଷଣା କରିଛନ୍ତି। ‘ଏସ୍ଇଜେଡ୍’/‘ଇଓୟୁ’
Read More...

ଆନ୍ତର୍ଜାତିକ ଯୋଗ ଦିବସ ଦୂରଦର୍ଶନର ଆଗୁଆ ପ୍ରସ୍ତୁତି

ନୂଆଦିଲ୍ଲୀ,୧୦.୬ (ଏଜେନ୍ସି): ଆୟୁଷ ମନ୍ତ୍ରଣାଳୟ ଓ ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନର ମିଳିତ ଉଦ୍ୟମରେ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସର ଅନ୍ୟବହିତ ପୂର୍ବରୁ ଦୂରଦର୍ଶନ ଏକ ପ୍ରାକ ପ୍ରସ୍ତୁତି କାର୍ଯ୍ୟକ୍ରମ ପ୍ରସାରଣର ଆୟୋଜନ କରୁଛି । ୧୦ ତାରିଖ ଦିନ ଦୂରଦର୍ଶନ ସମାଚାର
Read More...

ଦୁଇ ସପ୍ତାହରେ ମଲେଣି ୨୬ ଜଣ ଆତଙ୍କବାଦୀ

ଶ୍ରୀନଗର, ୧୦ ।୦୬(ଏଜେନ୍ସି) : ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ସେନାର ବଡ଼ ଅପରେସନ । ସେନାର ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଉ ଏହାକୁ ମିଶାଇ ଦୁଇ ସପ୍ତାହ ମଧ୍ୟରେ ୨୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଲେଣି । ମିଳିଥିବା ସୂଚନା ମୁତାବକ ଜାମ୍ମୁ କାଶ୍ମୀରର ଶୋପିଆନ୍
Read More...