Browsing Category

ପ୍ରମୁଖ ଖବର

୨ ନିଶା ବେପାରୀ ଗିରଫ

ଭୁବନେଶ୍ୱର,୧୨.୬(ନି.ପ୍ର.): ରାଜଧାନୀରୁ ୨ ନିଶା ମାଫିଆ ଗିରଫ ହୋଇଛନ୍ତି । କେଦାରଗୌରୀ ମୁକ୍ତେଶ୍ୱର ମନ୍ଦିର ପାର୍କରେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ମାଡ଼ି ବସିଛନ୍ତି କୁଇକ୍ ଆକ୍ସନ୍ ଟିମ୍ (କୁ୍ୟଏଟି) ଓ ଶ୍ରୀଲିଙ୍ଗରାଜ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ କପିଳେଶ୍ୱରର
Read More...

ରଜବଜାରରେ ଲୋକେ ହାଉଯାଉ

ଭୁବନେଶ୍ୱର,୧୨.୬(ନି.ପ୍ର.): ଲକ୍ଡାଉନ୍ ୫.୦ର କୋହଳ କଟକଣା ସାଙ୍ଗକୁ ସରଗରମ ହେଉଛି । ରଜ ବଜାର । ରାଜଧାନୀବାସୀ ଏବେ ସାମାଜିକ ଦୂରତାକୁ ଭୁଲିି ଗଲେଣି । ପରିବା ହାଟ ଆଉ ବଜାରଘାଟ, ସବୁଠି ହାଉଯାଉ ଗହଳି । ଡ୍ରେସ ମ୍ୟାଟେରିଆଲ୍ ଦୋକାନରେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଜମୁଛି । ବିନା ମାସ୍କରେ
Read More...

ଗଞ୍ଜାମରେ ରଜ ପର୍ବ ଉପରେ କଟକଣା

ବ୍ରହ୍ମପୁର,୧୨ ।୦୬(ନି.ପ୍ର.): ଗଞ୍ଜାମ ଜିଲ୍ଲାରେ ରଜ ବନ୍ଦ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜିଲ୍ଲାର ରଜ ମହୋତ୍ସବ ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ତେବେ ରଜ ପାଇଁ ୧୧ରୁ ୧୬ ତାରିଖ ଯାଏଁ ଲାଗୁ ରହିବ କଟକଣା । ରଜ ଦୋଳି, ମେଳା, ମହୋତ୍ସବ, ଭୋଜିଭାତ ଉପରେ
Read More...

ସୀମାରେ ନେପାଳ ପୋଲିସର ଗୁଳିମାଡ : ଜଣେ ଭାରତୀୟ ମୃତ

ପାଟନା,୧୨ ।୦୬(ଏଜେନ୍ସି): ନୂଆ ମ୍ୟାପକୁ ନେଇ ଭାରତ ଓ ନେପାଳ ମଧ୍ୟରେ ତିକ୍ତତା ବଢିଚାଲିଥିବା ବେଳେ ଆଜି ହଠାତ୍ ବିହାରର ସୀତାମାଢି ସଂଲଗ୍ନ ନେପାଳ ସୀମାନ୍ତରେ ଗୁଳିକାଣ୍ଡ ଘଟି ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି । ଗୁୁଳିକାଣ୍ଡର କାରଣ ଜଣାପଡି ନଥିଲେ ମଧ୍ୟ
Read More...

ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅନୁପସ୍ଥିତିରେ ହେବ ନାମଲେଖା

ଭୁବନେଶ୍ୱର- ସ୍କୁଲରେ ନାମ ଲେଖା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅନୁପସ୍ଥିତି ଅନାବଶ୍ୟକ । ଏନେଇ ଏସଓପି ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଶ୍ରେଣୀ ପିଲାଙ୍କ ନାମଲେଖା ପାଇଁ ଅଙ୍ଗନବାଡି କେନ୍ଦ୍ରରୁ ତାଲିକା ମଗାଯିବ । ଟେଲିଫୋନ କିମ୍ବା ହ୍ୱାଟସଅପ ଜରିଆରେ ପ୍ରାଧାନ
Read More...

ୟୁଜି ଓ ପିଜି ପରୀକ୍ଷା ବାତିଲ

ଭୁବନେଶ୍ୱର - କରୋନା ଭୟାବହତା ପାଇଁ ସ୍ନାତକ ଏବଂ ସ୍ନାତକୋତର ପାଠ୍ୟକ୍ରମର ଫାଇନାଲ ସେମିଷ୍ଟାରକୁ ବାତିଲ କରିଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ସବୁ କଲେଜ ଅଧ୍ୟକ୍ଷ ଏବଂ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତି
Read More...

କରୋନା ମୃତ୍ୟୁ ସଂଖ୍ୟା ୧୦ କୁ ବୃଦ୍ଧି

ଭୁବନେଶ୍ୱର- ଶୁକ୍ରବାର ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ମୃତକ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲାର ୫୫ ବର୍ଷୀୟ ବ୍ୟକ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ବର୍ତମାନ
Read More...

ପୁଣି ନୂଆ ୧୧୨ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଶୁକ୍ରବାର ପୁଣି ୧୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଯାବତ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୯୮କୁ ବୃଦ୍ଧି ପାଇଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୭ ଜଣ କ୍ୱରାନେଂଟାଇନରେ ରହୁଥିବା ବେଳେ ୫ ଜଣ ଲୋକାଲ କେସ୍ ବୋଲି ଜଣାପଡିଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ଶୁକ୍ରବାର ୩ ଘଂଟା କର୍ଫ୍ୟୁ କୋହଳ

ଭୁବନେଶ୍ୱର,୧୧ ।୦୬(ନି.ପ୍ର.): ରଜ ପର୍ବ ପାଇଁ ରାଜ୍ୟ ସରକାର ଆଜି ଆସନ୍ତାକାଲି ଶୁକ୍ରବାର ଦିନ ୩ ଘଂଟା ପାଇଁ ରାତି୍ରକାଳୀନ କର୍ଫ୍ୟୁ କୋହଳ କରିଛନ୍ତି । ସନ୍ଧ୍ୟା ୭ଟାରୁ ରାତି୍ର ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ । ଫଳରେ ଦୋକାନ ବଜାର ରାତି୍ର ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ରଜ
Read More...

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,୧୧ ।୦୬(ନି.ପ୍ର.): ଚାଷୀଙ୍କ ପାଇଁ ଖୁସି ଖବର । ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଛି ବୋଲି ଆଚଳିକ ପାଣିପାଗ କାର୍ଯ୍ୟାଳୟର ନିର୍ଦେଶକ ଏ.ଆର.ବିଶ୍ୱାସ କହିଛନ୍ତି । ଗଣମାଧ୍ୟମକୁ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ମୌସୁମୀ
Read More...