Browsing Category

ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲାରେ ଜୁନ ୩୦ ପର୍ଯ୍ୟନ୍ତ ଲକଡାଉନ

ଗଞ୍ଜାମ- ରବିିବାର ଠାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଜାରି ରହିବ ଲକଡାଉନ କଟକଣା । ମହାମାରୀ କରୋନା ସଂକ୍ରମିତଙ୍କ ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ସର୍ବଧିକ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏହିି ନିଷ୍ପତି ନେଇଛନ୍ତି । ସକାଳ ୭ରୁ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ
Read More...

ଆଉ ଜଣଙ୍କ ମୁଣ୍ଡ ନେଲା କରୋନା

ଗଞ୍ଜାମ- ରାଜ୍ୟରେ ପୁଣି କରୋନା ଆକ୍ରାନ୍ତରେ ଜଣଙ୍କମୃତ୍ୟୁ ହୋଇଛି । ମୃତକ ବ୍ୟକ୍ତିଙ୍କ ଘର ଗଞ୍ଜାମ ଓ ବୟସ ୫୦ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୬କୁ
Read More...

ଭୁବନେଶ୍ୱର ଫେରିଲେ ବିଜୟ ମହାନ୍ତି

ଭୁବନେଶ୍ୱର-ବରିଷ୍ଠ ଓଡିଆ ଅଭିନେତା ବିଜୟ ମହାନ୍ତି ହାଇଦ୍ରାବାଦରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଆସି ଭୁବନେଶ୍ୱରରେ ପଂହଚିଛନ୍ତି । ଓଡିଶା ଆସିବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଅଭିନେତା ଅଖିଳ ପଟ୍ଟନାୟକ ସହାୟତାର ହାତ ବଢାଇଥିଲେ । ଗତ କିଛି ଦିନ ହେବ ହୃଦଘାତ ହେବା
Read More...

ଦୁବାଇରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ଆଣୁଛନ୍ତି ଲେଡି ପାଇଲଟ

ଭୁବନେଶ୍ୱର- କରୋନା ଲକଡାଉନ ଯୋଗୁଁ ଦୁବାଇରେ ଫସି ରହିଥିବା ୨୧୫ ଓଡିଆ ପ୍ରବାସୀ ଏୟାର ଆରବିଆ ସ୍ୱତନ୍ତ୍ର ବିମାନ ଯୋଗେ ଆସୁଛନ୍ତି । ସବୁଠୁ ବଡ କଥା ହେଉଛି ଏହି ବିମାନର ପାଇଲଟ ଜଣେ ଝିଅ । ତାଙ୍କ ଘର ଭୁବନେଶ୍ୱର । ଦୁବାଇର ଓଡିଆ ସମାଜର ଉଦ୍ୟମ ତଥା ବନ୍ଦେ ଭାରତ ମିଶନ ଜରିଆରେ
Read More...

ରାଲି ପରେ କରୋନା ପାଇଁ ଟ୍ରମ୍ପ ଦାୟୀ ହେବେନି

ୱାଶିଂଟନ,୧୩.୬(ଏଜେନ୍ସି): ଆମେରିକାରେ ଗୋଟିଏ ପଟେ କରୋନା ଯୋଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ବି ପାଖେଇ ଆସୁଛି । ଚଳିତ ବର୍ଷ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି । କିନ୍ତୁ କରୋନା ସଂକ୍ରମଣ ପାଇଁ ନିର୍ବାଚନ ପ୍ରଚାର
Read More...

ଚକ୍ଷୁ ବିଶେଷଜ୍ଞ ଭାସ୍କର ପାଲଙ୍କ ବିୟୋଗ

ବାରିପଦା,୧୩.୬ (ନି.ପ୍ର.) : ଡାଃ ଭାସ୍କର କୁମାର ପାଲ ଜଣେ ଚକ୍ଷୁ ବିଶେଷଜ୍ଞା ସେ ଆଖି ଡାକ୍ତର ଭାବରେ ବେଶ ସୁନାମ ଅର୍ଜନ କରିଥିଲେ । ସେ ତାଙ୍କର ଚାକିରି କାଳରେ ଓଡିଶାର ବିଭିନ୍ନ ହସପିଟାଲରେ କାର୍ଯ୍ୟକରି ଲୋକଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ବିଶେଷକରି ମୟୂରଭଞ୍ଜ, ଭଦ୍ରକ, ନୂଆପଡା,
Read More...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଘରେ ଲାଗିଲା କ୍ୱାରେଂଟାଇନ ନୋଟିସ!

ନୂଆଦିଲ୍ଲୀ,୧୩ ।୦୬(ଏଜେନ୍ସି): ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ଦିଲ୍ଲୀର ୩, ମୋତିଲାଲ ନେହେରୁ ପ୍ଲେସ ବାସଭବନରେ କାର୍ଯ୍ୟ କରୁଥିବା ଜଣେ ସହାୟକଙ୍କ ଝିଅ କରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ସୁରକ୍ଷା ଦୃଷ୍ଟିରୁ ତାଙ୍କ ବାସଭବନରେ କ୍ୱାରେଂଟାଇନ ନୋଟିସ ଲଗାଯାଇଥିବା ଜଣାପଡ଼ିଛି
Read More...

୧୧ ଜିଲ୍ଲା ସଟ୍ଡାଉନ୍ : ଯାଂଚ କଡ଼ାକଡ଼ି

ଭୁବନେଶ୍ୱର,୧୩ ।୦୬(ନି.ପ୍ର.): ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟର ୧୧ଟି ଜିଲ୍ଲାରେ ଆଜି ୨ୟ ଥର ପାଇଁ ୪୮ ଘଂଟିଆ ସଟ୍ଡାଉନ୍ ଲାଗୁ ହୋଇଛି । କରୋନା ସଂକ୍ରମଣ ରୋକିବାକୁ ସପ୍ତାହ ଶେଷରେ ଦୁଇ ଦିନରେ ସରକାର ଲଗାଇଛନ୍ତି ଏହି କଟକଣା । ଏହାର ପ୍ରଭାବ ଆଜି ରାଜ୍ୟର ୧୧ ଜିଲ୍ଲାରେ ଦେଖିବାକୁ
Read More...

ସପ୍ତାହକ ମଧ୍ୟରେ ପେଟ୍ରୋଲ ୩.୯୦ ଓ ଡିଜେଲ ୪ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୧୩ ।୦୬(ଏଜେନ୍ସି): କ୍ରମାଗତ ସପ୍ତାହକ ପାଇଁ ପେଟ୍ରୋଲ ଲିଟର ପିଛା ୫୯ ପଇସା ଓ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି । ଫଳରେ ଗତ ୭ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩.୯୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲର ମୂଲ୍ୟ ୪ ଟଙ୍କା ବୃଦ୍ଧି ପାଇଛି । ଫଳରେ ରାଜଧାନୀ
Read More...

କରୋନା ଯୋଦ୍ଧାଙ୍କୁ କରୋନା

ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨ ମହିଳା ଡାକ୍ତର ଆକ୍ରାନ୍ତ ଭବାନୀପାଟଣା,୧୩ ।୦୬(ନି.ପ୍ର.): କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୁଇ ମହିଳା ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଦୁଇ ଡାକ୍ତର ସଂକ୍ରମିତ
Read More...