Browsing Category

ପ୍ରମୁଖ ଖବର

ଭାରତୀୟ ରେଳବାଇର ରେକର୍ଡ ମାଲ ପରିବହନ

ନୂଆଦିଲ୍ଲୀ,୧୪ ।୦୬(ଏଜେନ୍ସି): ବିଦ୍ୟୁତକରଣ ହୋଇଥିବା ରେଳଧାରଣାରେ ଅଧିକ ଉଚ୍ଚତା ବିଶିଷ୍ଟ ଓଭର ହେଡ ଉପକରଣ (ଓଏଚଇ)ରେ ସଫଳତା ପୂର୍ବକ ଦୁଇ ଥାକିଆ ମାଲବାହୀ କଂଟେନର ପରିବହନ କରି ଭାରତୀୟ ରେଳବାଇ ଏକ ନୂଆ ବିଶ୍ୱ କିର୍ତୀମାନ ପ୍ରତିଷ୍ଠା କରିଛି । ପଶ୍ଚିମ ରେଳବାଇ କ୍ଷେତ୍ର ଅନ୍ତର୍ଗତ ଏହି
Read More...

ସରକାରୀ ସ୍କୁଲରେ ଏଣିକି ହ୍ୱାଟସ୍ଆପରେ ନାମଲେଖା

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): କୋଭିଡ-୧୯ ମହାମାରୀ ସ୍ଥିତିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ୧୫ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ସମ୍ପନ୍ନ କରିବାକୁ ନିର୍ଦେଶ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ବର୍ତମାନ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସରକାରୀ
Read More...

ରଜରେ ଭିଜୁଛି ଓଡ଼ିଶା; ଆଗାମୀ ୪ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ସାରା ରାଜ୍ୟକୁ ମୌସୁମୀ ବାୟୁ ଛୁଇଁସାରିଛି । ଶନିବାର ମଧ୍ୟାହ୍ନ ସୁଦ୍ଧା ସମଗ୍ର ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଆରମ୍ଭ ହୋଇଛି । ମୌସୁମୀ ବାୟୁର ପ୍ରଭାବ ଯୋଗୁ ୨୪ ଘଂଟାରେ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ଏହାବ୍ୟତୀତ ଆଗାମୀ ୪ ଦିନ
Read More...

ରଥ ଅଡ଼ୁଆ ବଢ଼ୁଛି : ସୁପ୍ରିମକୋର୍ଟରେ ମାମଲା ମେସିନ୍ କିମ୍ବା ହାତୀ ଲଗାଇ ଟାଣିପାର : ହାଇକୋର୍ଟ

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ରଥଯାତ୍ରା ବନ୍ଦ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲାଣି । ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ ଆଇନଜୀବୀ ରଞ୍ଜିତା ରୋହତଗୀଙ୍କ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟରେ ଏଥିନେଇ ଆବେଦନ କରିଛନ୍ତି । ଏହି ଆବେଦନ ସୁପ୍ରିମକୋର୍ଟରେ
Read More...

ଗଞ୍ଜାମରେ ଜୁନ ୩୦ ପର୍ଯ୍ୟନ୍ତ କଟକଣା ଲଗାଇଲେ ଜିଲ୍ଲାପାଳ ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ଡାଉନ୍

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ଗଞ୍ଜାମରେ ବଢ଼ିଲା କରୋନା କଟକଣା । ବଢ଼ୁଥିବା କରୋନାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ, ସକାଳ ୭ଟାରୁ ଦିନ ୧୨ଟା ଯାଏଁ ଜିଲ୍ଲାରେ ଦୋକାନ ବଜାର ଖୋଲା
Read More...

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା

ମୁମ୍ବାଇ- ବଲିଓଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି । ଆତ୍ମହତ୍ୟାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସବୁକିଛି ଠିକ ଚାଲିଥିବା ବେଳେ ହଠାତ
Read More...

ଭୁବନେଶ୍ୱରରୁ ନୂଆ ୧୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରୁ ପୁଣି ଚିହ୍ନଟ ହେଲେ ୧୬ ନୂଆ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୧୪ ଜଣ ହୋମ କ୍ୱରେନଟାଇନରେ ରହୁଥିବା ବେଳେ ୨ ଟି ଲୋକାଲ କେସ ରହିଛି । ବିଏମସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂକ୍ୟା ୧୨୨ରେ ପଂହଚିଛି ।
Read More...

ଦେଶରେ ମୃତ୍ୟୁ ସଂଖ୍ୟା ୯୦୦୦ ଡେଇଁଲା

ନୂଆଦିଲ୍ଲୀ- ସମଗ୍ର ଦେଶରେ ଗତ ୨୪ ଘଂଟାରେ ୩୨୦୯୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ୧୬୨୩୭୮ ସୁସ୍ଥ ହୋଇଥିବା ବେଳେ ୯୧୯୫ରେ ପଂହଚିଛି ମୃତ୍ୟୁ ସଂଖ୍ୟା । ଏଯାବତ୍ ୧୪୯୩୪୮ ସକ୍ରିୟ ମାମଲା ରହିଛି । ଆଶ୍ୱାସନାର ବିଷୟ ହେଉଛି ଯେ ସଂକ୍ରମିତଙ୍କ ସଂଖ୍ୟା ଠାରୁ
Read More...

ସଙ୍ଗରୋଧ କେନ୍ଦ୍ରରେ ରଜ ଉତ୍ସବ

କେନ୍ଦ୍ରାପଡା- ଆଳି ବ୍ଳକ ବଡାମ୍ବିଳା ପଂଚାୟତ ନମୌଜା ହାଇସ୍କୁଲ ଓ ବଡାମ୍ବିଳା ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଜ ଉତ୍ସବ ପାଳିତ ହୋଇଯାଇଛି । ସଙ୍ଗରୋଧର ନିଃସଙ୍ଗତାକୁ ଦୂର କରିବା ପାଇଁ ବଡାମ୍ବିଳା ସରପଂଚ ଭରତ ସେଠୀ, ପଂଚାୟତ ସମିତି ଅଧ୍ୟକ୍ଷା ଝରଣା ଦାଶ, ସମାଜସେବୀ
Read More...

ପୁଣି ୧୮୬ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ରବିବାର ପୁଣି ନୂଆ ୧୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯ରେ ପଂହଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୧୫ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା
Read More...