Browsing Category

ପ୍ରମୁଖ ଖବର

ଦୁଇ ଓଡିଆ ସହିଦଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା

ଭୁବନେଶ୍ୱର- ଲଦାଖ ଗାଲୱାନ ଭ୍ୟାଲିରେ ଚୀନ ସେନାଙ୍କ ଆକ୍ରମଣରେ ସହିଦ ହୋଇଥିବା ୨ ଓଡିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
Read More...

ପୁଣି ୧୭୪ ପଜିଟିଭ : ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨

ଭୁବନେଶ୍ୱର- ଗୁରୁବାର ରାଜ୍ୟରେ ନୂଆ ୧୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨ ରେ ପହଂଚିଛି । ସଂକ୍ରମିତଙ୍କ ମଧ୍ୟରୁ ୧୪୬ ସଙ୍ଗରୋଧ କେନ୍ଦ୍ରର ଓ ୨୮ ଜଣ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ବଢିଲା ବସ୍ ଭଡା

ଏସି ଡିଲକ୍ସ ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସାକୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଶେଷଥର ପାଇଁ ମାର୍ଚ୍ଚ ୨୧ ତାରିଖରେ ବସ୍ ଭଡା କମିଥିଲା । ସେତେବେଳେ ତୈଳ ଦର କମ୍ ହୋଇଥିଲା ।
Read More...

ସୁପ୍ରିମକୋର୍ଟରେ ରଥଯାତ୍ରା ଶୁଣାଣି ଆଜି

ନୂଆଦିଲ୍ଲୀ,୧୭.୬ (ନି.ପ୍ର.): ରଥଯତ୍ରା ବନ୍ଦ ପାଇଁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ପିଟିସନ ଶୁଣାଣି ଆସନ୍ତା ୧୮ ତାରିଖ ଦିନ ହେବ । ଶୁଣାଣି ପାଇଁ ମାମଲାକୁ ୧୧ ନମ୍ବରରେ ତାଲିକାଭୁକ୍ତ କରାଯାଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍.ଏ. ବୋବଡେ,
Read More...

ଘରକୁ ଘର ସର୍ଭେ ଆରମ୍ଭ

ଭୁବନେଶ୍ୱର- ମହାମାରୀ କରୋନା ଦ୍ରୁତଗତିରେ ବ୍ୟାପୁଥିବାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଘରକୁ ଘର ସର୍ଭେ । ଜୁଲାଇ ୩୧ ପର୍ଯ୍ୟନ୍ତ ଚଲିବ ଏହି ସର୍ଭେ ପକ୍ରିୟା । କୌଣସି ବ୍ୟକ୍ତିଙ୍କ ଠାରେ ରୋଗର ଲକ୍ଷଣ ଦେଖାଗଲେ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯିବ ।ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ
Read More...

ସସ୍ପେନ୍ସ ଭିତରେ ପୁରୀ ରଥ ଯାତ୍ରା

ପୁରୀ- ପ୍ରଭୁ ଶ୍ରୀଜଗନାଥଙ୍କ ଘୋଷଯାତ୍ରାକୁ ନେଇ ବଢିଛୁ ସମ୍ଭାବନା । ଜୁନ ୧୯ ସୁଦ୍ଧା ବଡଦାଣ୍ଡ ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ହଟାଇବା ପାଇଁ ପୌର ସଂସ୍ଥା ପକ୍ଷରୁ ନିର୍ଦେଶ ଦିଆଯାଇଛି । ଏହି ଘୋଷଣା ହେବା ପରେ ରଥ ଯାତ୍ରାକୁ ନେଇ ବଢୁଛ ସସ୍ପେନ୍ସ । ଘୋଷଯାତ୍ରା
Read More...

ପୁରୀରେ ଓକିଲ ଓ ମୋହରିରଙ୍କୁ କରୋନା

ପୁରୀ- ପୁରୀରେ ଓକିଲ ଓ ମୋହରିର କରୋନା ଆକ୍ରାନ୍ତ । ସେମାନଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସିବା ପରେ ଜୁଡିସିଆଲ କୋର୍ଟ, କଲେକ୍ଟୋରେଟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ଡିଏସଆରଙ୍କ ଅଫିସରେ ତାଲାପଡିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲା ହରିହର ଛକରୁ ଟାଉନ ହଲ ପର୍ଯ୍ୟନ୍ତ ଅଂଚଳକୁ
Read More...

ସମସ୍ତ ଥାନାକୁ ସଶକ୍ତ କରାଯିବ

ଭୁବନେଶ୍ୱର : ରାଜ୍ୟର ସମସ୍ତ ଥାନାକୁ ସଶକ୍ତ କରାଯିବ । ଏଥିପାଇଁ ଅତିରିକ୍ତ ମାନକ ସମ୍ବଳ ପ୍ରଦାନ କରାଯିବ ବୋଲି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଛନ୍ତି। ଅତିରିକ୍ତ ରେଳବାଇ ମହାନିର୍ଦ୍ଦେଶକ, ପୋଲିସ କମିଶନର ଭୁବନେଶ୍ୱର-କଟକ, ଅତିରିକ୍ତ ଡି.ଜି ଗୁଇନ୍ଦା,ରାଜ୍ୟର ସମସ୍ତ
Read More...

ପରଲୋକରେ ବିଧାୟକ ମଦନମୋହନ

ବାଲେଶ୍ୱର- ବାଲେଶ୍ୱର ସଦର ବିଧାୟକ ମଦନମୋହନଙ୍କ ବୁଧବାର ପରଲୋକ ହୋଇଛି । ଦୀର୍ଘ ଦିନ ଧରି ସେ ଯକୃତ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷବୟସ ହୋଇଥିଲା । ବିଜେପି ଟିକେଟରେ ଲଢି ବାଲେଶ୍ୱର
Read More...

ଚିହ୍ନଟ ହେଲେ ପୁଣି ନୂଆ ୧୭୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ବୁଧବାର ରାଜ୍ୟରେ ପୁଣି ନୂଆ ୧୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୪୫ ଜଣ କ୍ୱରେନଟିନ ସେଂଟର ହୋଇଥିବା ବେଳେ ୩୦ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ୫୭, ମୟୁରଭଞ୍ଜ ୫, ଖୋର୍ଦ୍ଧା ୨୫,
Read More...